Health Tips- ମାତ୍ର 15 ଦିନରେ 4 ଇଞ୍ଚ Height ବଢେଇବାର ରାମାବାଣ ଉପାୟ, ବାସ ଖାଲି ପେଟରେ ସେବନ କରନ୍ତୁ ଏହି ଜିନିଷ

ବନ୍ଧୁଗଣ, ଆମ୍ଭ ଶରୀରରେ ୧୮ ବର୍ଷ ପର୍ଯ୍ୟନ୍ତ ହ୍ୟୁମୋନଗ୍ରୋଥ ହରମୋନ ସବୁଠାରୁ ଅଧିକ ଆକ୍ଟିଭ ରହିଥାଏ । ଏହି ସମୟ ମଧ୍ୟରେ ଆମ୍ଭର ଉଚ୍ଚତା ଅଧିକ ମାତ୍ରା ରେ ବଢିପାରେ । ୧୮ ବର୍ଷ ପରେ ହ୍ୟୁମୋନଗ୍ରୋଥ ହରମୋନ ନିଜ କାର୍ଯ୍ୟ ଆରମ୍ଭ କରିବା ବନ୍ଧ କରିଦେଇଥାଏ । ଏହି କାରଣ ବଶତ ୨୪ ରୁ ୨୫ ବର୍ଷ ରୁ ଧୀରେ ଧୀରେ ଆପଣଙ୍କ ଉଚ୍ଚତା ବଢିଥାଏ । ମାତ୍ର କିଛି ଉପାୟ ଦ୍ଵାରା ଆମ୍ଭେ ନିଜ ଶରୀରକୁ ମୋଟ ୩୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବା । ଆସନ୍ତୁ ଜାଣିବା ସେହି ଉପାୟଟି କଣ ଅଟେ ?

ଆମ୍ଭର ଉଚ୍ଚତା ବଢିବାର ଏକ କାରଣ ହେଉଛି ଜେନିଟିକ ଅର୍ଥାତ ଯେଉଁ ବ୍ୟକ୍ତିର ମାତା ପିତା ଙ୍କ ଉଚ୍ଚତା କମ ରହିଥାଏ ସେମାନଙ୍କ ସନ୍ତାନ ମାନଙ୍କ ଉଚ୍ଚତା ମଧ୍ୟ ତାହା ଉପରେ ନିର୍ଭର କରିଥାଏ । ଏହାକୁ କୁହାଯାଏ ଜେନେଟିକ କାରଣ । ପ୍ରାଏ ୪୦ ପ୍ରତିଶତ ଉଚ୍ଚତା ଆମ୍ଭ ମା’ ବାପା ଙ୍କ ଉପରେ ନିର୍ଭର ରହିଥାଏ । କିନ୍ତୁ ୬୦ ପ୍ରତିଶତ ଉଚ୍ଚତା ଆମ୍ଭର ଜୀବନ ଶୈଳୀ ଅଥବା ବ୍ୟାୟାମ ତଥା ଖାଦ୍ୟପଦାର୍ଥ ର ସେବନ ଉପରେ ନିର୍ଭର କରିଥାଏ । ଏହି ଉପାୟ ବନାଇବା ନିମନ୍ତେ ଆମ୍ଭକୁ ୧୦୦ ଗ୍ରାମ କଳାରାଶି ଆବଶ୍ୟକ, ଏହାସହିତ ୨୦୦ ଗ୍ରାମ ଅଶ୍ଵଗନ୍ଧା ପାଉଡର, ୧୦୦ ଗ୍ରାମ କଳା ମୁସଳୀ, ଏହାପରେ ଆପଣ ୫୦ ଗ୍ରାମ ଅଁଳା ପାଉଡର ନିଅନ୍ତୁ ।

ଏହାପରେ ଆପଣ ୨୫୦ ଗ୍ରାମ ବାଦାମ ନିଅନ୍ତୁ । ଆପଣ ଏହି ସବୁ କୁ ଗୁଣ୍ଡ କରି ଏହାର ପାଉଡର ବନାଇ ଦିଅନ୍ତୁ । ଏହାପରେ ଆପଣ ପ୍ରତିଦିନ ସକାଳେ ଏହି ଗୁଣ୍ଡ କରିଥିବା ମିଶ୍ରଣ କୁ ଖାଲି ପେଟରେ ଏକ ଗ୍ଳାସ କ୍ଷୀର ସହିତ ସେବନ କରନ୍ତୁ । ଆପଣ ଏକ ଗ୍ଳାସ କ୍ଷୀର ସହିତ ସକାଳେ ଏକ ଚାମଚ ଏହାକୁ ସେବନ କରନ୍ତୁ ଏବଂ ରାତିରେ ମଧ୍ୟ ଏକ ଗ୍ଳାସ କ୍ଷୀରରେ ଏହାକୁ ଏକ ଚାମଚ ପରିମାଣର ନେଇ ସେବନ କରନ୍ତୁ ।

ଆପଣ ବହୁତ ଶୀଘ୍ର ଏହାର ଲାଭ ଦେଖି ପାରିବେ । ପ୍ରାଏ ୧୫ ଦିନ ଭିତରେ ଆପଣ ନିଜ ଉଚ୍ଚତା ବଢିବାର ଦେଖିପାରିବେ । ଏହା ସହିତ ଶରୀରର ଉଚ୍ଚତା ବଢାଇବା ନିମନ୍ତେ ବ୍ୟାୟାମ କରିବା ନିହାତି ଆବଶ୍ୟକ । ଏହା ସହିତ ଆପଣ ୪ ରୁ ୫ ଗ୍ଳାସ ପାଣି ର ସେବନ କରନ୍ତୁ । ଜଳ ଅଧିକ ମାତ୍ରରେ ସେବନ କରିବା ଦ୍ଵାରା ଆମ୍ଭ ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *