ମାତ୍ର 5 ମିନିଟରେ ଘରେ ବନାନ୍ତୁ ଏହି ଚୂନ, ମୋଟା, ଚର୍ବି, ରକ୍ତ ଅଭାବ, ହାତ, ଗୋଡ ଅଣ୍ଟା ଦରଜ ସବୁ କିଛି ଭଲ ହେଇଯିବ (Health Tips)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମାତ୍ର ୫ ମିନିଟରେ ପ୍ରସ୍ତୁତ ହେଉଥିବା ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହାର ସେବନ ଦ୍ଵାରା ଥକାପଣ, ରକ୍ତ କମି ହେବା, ମୋଟାପଣ, ଆଁଠୁ ଗଣ୍ଠିଆ ସମସ୍ଯା, କାମରେ ମନ ନ ଲାଗିବା ଆଦି ଦୂର ହୋଇ ପାରିବ । ଆଜିକାଲି ଯୁବକ ମାନେ ଅନେକ ସମୟ ଯାଏଁ ମୋବାଇଲ ଦେଖିବା କାରଣରୁ ରାତିରେ ଠିକ ଭାବେ ଶୋଇପାରୁ ନାହାନ୍ତି । ଯାହାର ପ୍ରଭାବ ତାଙ୍କ ଶରୀରରେ ଦେଖା ଯାଉଛି । ସେମାନେ କୌଣସି କାମ ନ କରିବା ସହ ଥକାପଣ ଅନୁଭବ କରିଥାନ୍ତି ।

ଏହା ବ୍ଯତୀତ ଆଜିକାଲି କିଛି ବୃଦ୍ଧ ବ୍ୟକ୍ତି ଙ୍କ ଠାରେ ଆଁଠୁ ଗଣ୍ଠି ସମସ୍ଯା ମଧ୍ୟ ଦେଖା ଅଯାଉଛି । ଏହାର ନିବାରଣ ପାଇଁ କିଛି ଲୋକ ମାନେ ଅନେକ ପ୍ରକାରର ଔଷଧ ର ସେବନ କରୁଛନ୍ତି । କିନ୍ତୁ ଏହା କିଛି କ୍ଷଣ ପାଇଁ ରିହାତି ଦେଉଥିଲେ ମଧ୍ୟ ପରେ ଅନେକ ଯନ୍ତ୍ରଣା ଦେଇଥାଏ । ଏହା ସହ ଅଧିକାଂଶ ତେଲେ ଜାତୀୟ ଖାଦ୍ୟ ଖାଉ ଥିବାରୁ ଅନେକ ଲୋକଙ୍କ ଠାରେ ମୋଟାପା ଅଧିକ ଦେଖା ଯାଉଛି । ତେବେ ଏ ସବୁରୁ ରିହାତି ପାଇବା ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରିବା ଓ ଏହାର ସେବନ କିପରି କରିବା ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ମାତ୍ର ୫ଟି ଜିନିଷର ଆବଶ୍ୟକତା ରହିଛି ଯାହା ଆପଣ ନିଜ ଘରୁ ସହଜରେ ପାଇ ପାରିବେ । ଏହାର ସେବନ କରିବା ଦ୍ଵାରା ସପ୍ତାହ ମଧ୍ୟରେ ଏହାର ପ୍ରଭାବ ଦେଖାଯିବା । ପ୍ରଥମ ସାମଗ୍ରୀରର ଆବଶ୍ୟକତା ରହିଛି ଶୁଣ୍ଠି, ଦିତୀୟଟି ଏହୁଛି ୨ ରୁ ୩ ଗ୍ରାମ ମଧ୍ୟରେ ଗୋଲମରୀଚ, ତୃତୀୟଟି ଏହୁଛି ୪ ରୁ ୫ଟି ଲବଙ୍ଗ, ଚତୁର୍ଥରେ ହେଉଛି ଦୁଇ ଚାମଚ ଧଳା ଖସା, ପଞ୍ଚମଟି ହେଉଛି ଜୟାଫଳ । ଏହା ପରେ ଏହି ୫ଟି ସାମଗ୍ରୀ କୁ ଭଲ ଭାବେ ପାଉଡର କରି ଦିଅନ୍ତୁ । ଏହାକୁ ପୁରା ପତଳା କରି ଗୁଣ୍ଡ କରନ୍ତୁ ନାହି ।

ଏହା ଖଣ୍ଡ ଖଣ୍ଡ ଥିବା ପାଉଡର ପ୍ରସ୍ତୁତ କରନ୍ତୁ । ଏହି ସବୁ ସାମଗ୍ରୀ ସବୁଠାରୁ ବହୁତ ଗରମ ହୋଇଥାଏ । ଯେଉଁ ମାନଙ୍କର ଆଁଠୁ ଗଣ୍ଠି ସମସ୍ଯା ହାତ, ଗୋଡ ବିନ୍ଧା ହେଉଛି ସେମାନେ ପ୍ରତି ଦିନ ଉଷୁମ ପାଣିରେ ଏହି ପାଉଡର ର ସେବନ କରି ପାରିବେ । ଏହାର ସେବନ ଆପଣଙ୍କ ଶରୀର କୁ ଠିକ ଭାବେ ନ ସୁଟ କରିଲେ ଦିନେ ଛଡା ଦିନେ କରି ପାରିବେ ।

ଯେଉଁ ମାନଙ୍କର ପିତ୍ତ ଭଳି ସମସ୍ଯା ରହିଛି ସେମାନଙ୍କୁ ତ୍ରିଫଳା ବା ଆମଲା ସହ ଏହି ପାଉଡର ର ସେବନ କରିବାକୁ ହେବ । ଆଜିର ଦୁନିଆରେ ଏହି ରେମଡି ଠାରୁ ଅଧିକ ଶକ୍ତିଶାଳୀ ବା ଚମତ୍କାରୀ କୌଣସି ଟି ବି ନାହି । ଏହି ପାଉଡର ର ସେବନ କରିବା ଦ୍ଵାର ଶରୀର ରେ ଥିବା ଅନେକ ରୋଗର ନିବାରଣ ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *