ବନ୍ଧୁଗଣ, ବର୍ତ୍ତମାନ ଶୀତ ଦିନ ଆସିଲାଣି ଏବଂ ଏହି ସମୟରେ ପୁରୁଣା ରୁ ପୁରୁଣା ଦ-ରଯ ଆରମ୍ଭ ହୋଇଯାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କ ସହିତ ଶରୀର ବ୍ୟଥା ତଥା ଆଣ୍ଟୁ ଗଣ୍ଠି ଦ-ର-ଜ କୁ କିଭଳି ଭାବରେ ପ୍ରାକୃତିକ ଉପାୟ ଦ୍ଵାରା ଭଲ କରି ପାରିବେ ତାହା ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ । ଆପଣ ମାନେ ରଶୁଣ ର ପ୍ରୟୋଗ ସମ୍ବନ୍ଧରେ ଜାଣିଥିବେ । ରଶୁଣ ପାଦ ତଥା ଗଣ୍ଠି ର ଦ-ର-ଜ କୁ ସଂପୂର୍ଣ୍ଣ ଭାବରେ ଦୂର କରି ଦେଇଥାଏ ।
ଏହା ଗଣ୍ଠି ମାନଙ୍କ ଦ-ର-ଜ କୁ ଟା-ଣି ନେଇଥାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ ଆଣ୍ଟି ଅକ୍ସିଡେଣ୍ଟ ପ୍ରୋପ୍ପୋଟିଜ ରହିଥାଏ । ଆପଣଙ୍କୁ ଆମ୍ଭେ ରଶୁଣ ର ତେଲ ପ୍ରସ୍ତୁତ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଦ-ର-ଜ ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ । ଏହା ପରେ ଆପଣ କିଛି ସୋରିଷ ତେଲ ନିଅନ୍ତୁ । ଏହାପରେ ଏକ ଚାମଚ ଜୁଆଣୀ ନିଅନ୍ତୁ ।
ଆପଣ ୨୦ ରୁ ୨୫ ଟି ରଶୁଣ ର ଚୋପା ଛଡାଇ ଦିଅନ୍ତୁ । ଏହାପରେ ୭୦ ରୁ ୮୦ ml ପର୍ଯ୍ୟନ୍ତ ସୋରିଷ ତେଲ ନିଅନ୍ତୁ । ଏହାପରେ ଜୁଆଣୀ ୧ ଚାମଚ ନିଅନ୍ତୁ । ଏହାପରେ ଆପଣ ଗୋଟିଏ ପ୍ୟାନ ନେଇ ନିଅନ୍ତୁ । ଏଥିରେ ଆପଣ ସୋରିଷ ତେଲ ଢାଳି ନିଅନ୍ତୁ । ରଶୁଣ ଗୁଡିକୁ ଏଥିରେ ପକାଇ ଦିଅନ୍ତୁ । ଏହାକୁ ଗ୍ୟାସ ରେ ବସାଇ ଲୋ ପ୍ଲେମ ରେ ଗ୍ୟାସରେ ବସାଇ ଦିଅନ୍ତୁ ।
ଏହାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଧିମା ଆ-ଞ୍ଚ ରେ ବଶାନ୍ତୁ । ରଶୁଣ ଯେ ପର୍ଯ୍ୟନ୍ତ ବ୍ରାଉନ ନ ହେଉଛି ସେ ପର୍ଯ୍ୟନ୍ତ ଆପଣ ଏହାକୁ ଫୁ-ଟା-ନ୍ତୁ । ଏହା ପରେ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ । ଏହା ପରେ ତେଲ ଥଣ୍ଡା ହେବା ପରେ ଏହାକୁ କୌଣସି କାଚ ବୋତଲ ରେ ରଖି ଦିଅନ୍ତୁ । ଆପଣ ସକାଳେ ସ୍ନାନ କରି ସାରିବା ପରେ ଏହି ତେଲ କୁ ଭଲ ଭାବରେ ନିଜ ଶରୀରରେ ଲଗାନ୍ତୁ । ଆପଣ ନିଜ ଗୋଡ ର ଭଲ ଭାବରେ ମାଲିସ କରନ୍ତୁ ।
ଗଣ୍ଠି ମାନଙ୍କର ମଧ୍ୟ ଭଲ ଭାବରେ ମାଲିସ କରନ୍ତୁ । ଆପଣଙ୍କ ଶରୀରର ଯେଉଁ ଯେଉଁ ସ୍ଥାନରେ ଦ-ର-ଜ ଆପଣ ସେଠାରେ ନିଶ୍ଚିତ ଭାବରେ ଲଗାନ୍ତୁ । ଆପଣ ଦେଖିବେ ଆପଣଙ୍କୁ ନିଶ୍ଚିତ ରୂପରେ ଲାଭ ମିଳିବ । ଆପପନ ଏହାକୁ ଥରେ ରାତିରେ ଶୋଇବା ସମୟରେ ମଧ୍ୟ ଲଗାଇ ପାରିବେ । ଶୋଇବା ପୂର୍ବରୁ ଆପଣ ଏହାକୁ ନିଜ ପାଦ ତଳେ ମଧ୍ୟ ମାଲିସ କରନ୍ତୁ ।
ବନ୍ଧୁଗଣ ଏହି ଉପାୟ ଟି ବହୁତ ଲାଭ ଦାୟକ ଅଟେ । ଆପଣ ଏହାର ପ୍ରୟୋଗ ନିଶ୍ଚିତ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ