Jyotish Shastra- ୨୦୨୧ ମାର୍ଚ୍ଚ ମାସରେ ରାଜା ଭଳି ଜୀବନ କାଟିବେ ଏହି ୩ ଟି ରାଶିର ଲୋକ, ଜଲ୍ଦି ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ବି ଥାଇପାରେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ ।

ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ । ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି । ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିଯାଇଛି ଏହି କେତୋଟି ରାଶିର । ଏହି ମାର୍ଚ୍ଚ ମାସ ରେ ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ ରାଶି ଅଟନ୍ତି ଯାହାର ଭାଗ୍ୟ ଏହି ମାର୍ଚ୍ଚ ମାସ ରେ ବଦଳିବାକୁ ଯାଉଛି ।

ସିଂହ ରାଶି-ଏହି ମାର୍ଚ୍ଚ ମାସ ରେ ସିଂହ ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି । ଏହାଦ୍ବାରା ସିଂହ ରାଶି ର ଲୋକମାନେ ବିଭିନ୍ନ ପ୍ରକାର ଲାଭ ପାଇବେ । ଏହି ମାସ ରେ ଆପଣଂକୁ ଅନେକ ପ୍ରକାର ସଫଳତା ମିଳିବ । ଆପଣ ନିଜ କାର୍ଯ୍ୟ କୁ ମନ ଦେଇ କରିବା ଦ୍ୱାରା ଆପଣ ସେହି କାର୍ଯ୍ୟ ରୁ ସଫଳତା ପାଇ ପାରିବେ । ଏହି ସମୟ ରେ ଆପଣଙ୍କ ର ପ୍ରେମ ଜୀବନ ବହୁତ ଖୁସି ରେ କଟିବ ।

ଆପଣ ରହି ସମୟ ରେ ନିଜ ଜୀବନ ସାଥି ଙ୍କ ସହିତ ବହୁତ ଭଲ ରେ ସମୟ ଅତିବାହିତ କରିବେ । ଆପଣଙ୍କ ର ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବ । ଆପଣଙ୍କ ର ଆୟ ରେ ବୃଦ୍ଧି ଘଟିବ । ଆୟରେ ବୃଦ୍ଧି ଘଟିବା ହେତୁ ଆପଣଙ୍କ ର ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ । କିନ୍ତୁ ଅଯଥା ଖର୍ଚ୍ଚ କୁ ବନ୍ଦ କରିବାକୁ ହେବ । ଛାତ୍ରଛାତ୍ରୀ ମାନେ ମଧ୍ୟ ରହି ସମୟ ରେ ସବୁ ପରୀକ୍ଷା ରେ ବହୁତ ଭଲ କରିବେ ।

ତୁଳା ରାଶି-ଏହି ମାର୍ଚ୍ଚ ମାସ ରେ ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବିରାଟ ଧରଣ ର ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ପରିବର୍ତ୍ତନ ଦ୍ୱାରା ଆପଣ ବହୁତ ଲାଭ ପାଇବେ । ଆପଣଂକୁ କର୍ମ କ୍ଷେତ୍ରରେ ପ୍ରଚୁର ଲାଭ ମିଳିବ । ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଆପଣଙ୍କ ର ପଦୋନ୍ନତି ହେବ । ଏହା ସହିତ ଉପରସ୍ଥ ଅଧିକାରୀ ମାନଙ୍କ ଠାରୁ ଆପଣଂକୁ ସହାୟତା ମିଳିବ । ଆପଣଙ୍କ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ବର୍ତ୍ତମାନ ସମୟ ରେ ପୁରା ହେବାକୁ ଯାଉଛି । ଆପଣଙ୍କ ଘରର ସୁଖ ଶାନ୍ତି ର ବାତାବରଣ ଦେଖାଦେବ । ଆପଣ ଙ୍କ ର ପାରିବାରିକ ଜୀବନ ବହୁତ ଖୁସି ରେ କଟିବ ।

ମକର ରାଶି-ଏହି ମାର୍ଚ୍ଚ ମାସ ରେ ମକର ରାଶି ପାଇଁ ଅନେକ ଶୁଭ ସମାଚାର ଆସିବାକୁ ଯାଉଛି । ଏହି ମାସ ଟି ଆପଣଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ । ଆପଣ ଏହି ସମୟ ରେ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହାକୁ ନିର୍ଦ୍ୱନ୍ଦ ରେ କରିପାରିବେ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ନିଶ୍ଚିତ ସଫଳତା ହାସଲ କରିବେ । ଯେଉଁ ବ୍ୟକ୍ତି ମାନେ ବ୍ୟାପାର ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ଏହି ସମୟ ରେ ପ୍ରଚୁର ଲାଭ ମିଳିବାକୁ ଯାଉଛି ।

ଆପଣ ଏହି ସମୟ ରେ କୌଣସି ସ୍ଥାନ କୁ ଭ୍ରମଣ ନିମନ୍ତେ ଯାଇ ପାରନ୍ତି । ଏହି ସମୟ ରେ ଆପଣଙ୍କ ର ଘରେ ସୁଖ ଶାନ୍ତି ର ପରିବେଶ ଦେଖିବାକୁ ମିଳିବ । ଏହି ସମୟ ଟି ବାସ୍ତବ ରେ ଆପଣଙ୍କ ପାଇଁ ବହୁତ ଭଲ ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *