ମଣିଷର ବର୍ବାଦୀ ର କେବଳ 3 କାରଣ, ରୁହନ୍ତୁ ଦୂରେଇ- Chanakya Niti

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ । ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ଶାସ୍ତ୍ର ଅନୁସାରେ ମନୁଷ୍ୟ ର ବର୍ବାଦି ପଛରେ କିଛି କାରଣ ରହିଥାଏ । ତେବେ ସେହି କାରଣ ଗୁଡିକ କଣ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ଅନୁଯାୟୀ ତିନି ପ୍ରକାର ମହିଳା ମନୁଷ୍ୟ କୁ ବର୍ବାଦ କରିବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ସ୍ତ୍ରୀ ଲୋକ ମାନଙ୍କ ର ସ୍ଵଭାଵ ଖରାପ ହୋଇଥାଏ । ସେମାନେ ପୁରୁଷ କୁ ସମ୍ପୂର୍ଣ୍ଣ ଭାବରେ ବର୍ବାଦ କରି ଦେଇଥାନ୍ତି । କାରଣ ସେହିପରି ସ୍ତ୍ରୀ ପଛରେ ପୁରୁଷ ବହୁତ ଟଙ୍କା ଉଡାଇ ଥାଏ ।

ତେଣୁ ଏହି ପରି ସ୍ତ୍ରୀ ଲୋକଙ୍କ ପାଖରୁ ସବୁବେଳେ ଦୁରେଇ ରହିବା ଉଚିତ । ଦ୍ଵିତୀୟ ରେ ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀ ଲୋକ ମାନେ ସ୍ୱାର୍ଥପର ହୋଇଥାଆନ୍ତି ସେମାନଙ୍କ ଠାରୁ ସବୁବେଳେ ଦୁରେଇ ରହିବା ଉଚିତ । କାରଣ ଏହି ପରି ସ୍ତ୍ରୀ ଲୋକ ମାନେ କେବଳ ନିଜ ସ୍ୱାର୍ଥ ପୂରଣ ହେବା ପର୍ଯ୍ୟନ୍ତ ସାଥି ରେ ରହିଥାନ୍ତି । ନିଜର ସ୍ୱାର୍ଥ ପୂରଣ ହେବା ପରେ ଏମାନେ ଛାଡି କରି ଚାଲି ଯାଇଥାନ୍ତି । ଏମାନେ ପୁରୁଷ ଙ୍କୁ ବିନାଶ ଆଡ଼କୁ ନେଇ ଯାଇଥାନ୍ତି । ତେଣୁ ଏମାନଙ୍କ ଠାରୁ ସବୁବେଳେ ଦୁରେଇ ରହିବା ଉଚିତ ।

ଯେଉଁ ମହିଳା ମାନେ ସଂସ୍କାରି ହୋଇ ନ ଥାନ୍ତି ସେମାନଙ୍କ ଠାରୁ ଦୁରେଇ ରହିବା ଉଚିତ । ଯଦି ମହିଳା ଟି ଦେଖିବାକୁ ସୁନ୍ଦର ହୋଇ ନ ଥାଏ କିନ୍ତୁ ତାର ସଂସ୍କାର ଭଲ ହୋଇଥାଏ ତେବେ ସେହିପରି ଝିଅ କୁ ହିଁ ବିବାହ କରନ୍ତୁ । କାରଣ ଯଦି ଝିଅ ଟି ସଂସ୍କାରି ହୋଇ ନ ଥିବ ତେବେ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ବର୍ବାଦ କରିଦେବ । ଏହି ପରି ଝିଅ ମାନେ ପର ପୁରୁଷ ପ୍ରତି ବେଶୀ ଆକର୍ଷିତ ହୋଇଥାଆନ୍ତି ।

ତେଣୁ ଏମାନଂକ ଠାରୁ ସବୁବେଳେ ଦୁରେଇ ରହିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ଭଲ ସ୍ତ୍ରୀ ସିଏ ହୋଇଥାଏ ଯିଏ ନିଜ ପତି ଙ୍କ ପ୍ରତି ବିଶ୍ୱସ୍ତ ହୋଇଥାଏ । ସବୁବେଳେ ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିଥାଏ । ନିଜ ପତି ଙ୍କୁ ସବୁବେଳେ ଭଲ ପାଇଥାଏ । ନିଜ ଘର ପରିବାର କଥା ବୁଝି ଥାଏ । ଏହି ପରି ନାରୀ ବହୁତ ଭଲ ହୋଇଥାଏ ଓ ପୁରୁଷ କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *