ମନ୍ଦିର ଯାଇଥିବା ବେଳେ ମନ୍ଦିରର ଘଣ୍ଟି ହାତରେ ବଜାଉଛନ୍ତି କି ! ମନ୍ଦିରର ଘଣ୍ଟି ହାତରେ ବଜାଇବା ପଛର ଜାଣନ୍ତୁ ରହସ୍ୟ… Sadhu Vani 

ନମସ୍କାର ବନ୍ଧୁଗଣ, ଆପଣଙ୍କ ଜୀବନରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି କି ! ଜଣେ ସଫଳ ବ୍ୟକ୍ତି ହେବାର ଆଶା ରଖିଛନ୍ତି କି ! ତେବେ ମନେ ରଖନ୍ତୁ ଏଥିପାଇଁ ଆପଣଙ୍କୁ କଷ୍ଟ କରିବା ସହ କିଛି ନିୟମର ପାଳନ କରିବାକୁ ମଧ୍ୟ ପଡିଥାଏ । ଯାହାର ଶୁଭ ପ୍ରଭାବରେ ଆପଣଙ୍କ ଜୀବନରେ ସୁଖ ଶାନ୍ତିର ଆଗମନ ହେବା ସହ ଧନସମ୍ପତ୍ତିର ମଧ୍ୟ ଅଭାବ ଦୂର ହୋଇଯାଇଥାଏ ଜୀବନରୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ଗୁରତ୍ଵପୂର୍ଣ ନିୟମ ସମ୍ପର୍କରେ ।

1- ଆପଣ ସନ୍ଧ୍ୟା ସମୟରେ କେବେ କାହାକୁ କ୍ଷୀର, ହଳଦୀ, ଏବଂ ଝାଡୁ ମାଗିଲେ ଦିଅନ୍ତୁ ନାହିଁ । 2- ମାଙ୍କଡ ଯଦି ଆପଣଙ୍କ ଘର ଉପରେ ବସେ ତେବେ କୌଣସି କ୍ଷତି ନାହିଁ । କିନ୍ତୁ ଯଦି ମାଙ୍କଡ ଆପଣଙ୍କ ଘର ଭିତରକୁ ପଶିଆସେ ତେବେ ବୁଝିଯିବେ କି ଆପଣଙ୍କର ଆଗକୁ କିଛି ଅର୍ଥ ହାନି ହେବାକୁ ଯାଉଛି । ଏହାର ପ୍ରତିକାର ପାଇଁ ଆପଣ କୌଣସି ଏକ ମଙ୍ଗଳବାର ଦିନ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ବହି ଏବଂ ଦକ୍ଷିଣା ଦାନ କରନ୍ତୁ ।

3- ପୋଡି ଯାଇଥିବା ବସ୍ତ୍ର କେବେ ମଧ୍ୟ ପିନ୍ଧନ୍ତୁ ନାହିଁ । ନିଆଁ ପଡି ଯଦି ଟିକିଏ ବି କଣା ହୋଇଥାଏ ତାହାଲେ ମଧ୍ୟ ଆପଣ ତାହାକୁ ପିନ୍ଧିବା ଅନୁଚିତ । 4- ନଖ ଏବଂ ଦାଢି ନିଜ ଗାଧୁଆ ଘରେ କେବେବି କାଟନ୍ତୁ ନାହିଁ । 5- ପୂଜାରେ ଆପଣ ତମ୍ବା ବାସନ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ ।

6- ସୂର୍ଯ୍ୟଙ୍କୁ ଆପଣ ପ୍ରତ୍ୟକ ଦିନ ପାଣି ଦେବା ବେଳେ ଯଦି ଆପଣଙ୍କ ହାତର ଆଙ୍ଗୁଠିରେ ତମ୍ବାର ମୁଦି ଥାଏ ତେବେ ସୂର୍ଯ୍ୟ ଦେବ ଅଧିକ ପ୍ରସନ୍ନ ହୁଅନ୍ତି । 7- ଆପଣ ସକାଳୁ ଉଠିବା ପରେ ଚରିତ୍ରହୀନ ନାରୀର ମୁଖ ଦେଖନ୍ତୁ ନାହିଁ । ଲଙ୍ଗଳା ଛୁଆର ମୁହଁ ଦେଖିବା ଅନୁଚିତ ।

ଏକ ଆଖିଆ ଲୋକଙ୍କୁ ଦେଖଙ୍କୁ ନାହିଁ ସକାଳୁ । ଏବଂ  କୃପଣ ଓ ଭିକାରିଙ୍କ ମୁହଁ ଦେଖିବା ମଧ୍ୟ ଅନୁଚିତ । ଏହି ପାଞ୍ଚ ଜଣଙ୍କ ମୁହଁ ସକାଳୁ ଦେଖିବା ଦ୍ଵାରା ଆପଣଙ୍କ ଦିନଟି କେବେ ଭଲରେ ଯିବନି । 8- ସକାଳୁ ଉଠିବା ପରେ ସର୍ବପ୍ରଥମେ ନିଜ ଦୁଇ ହାତର ପାପୁଲିକୁ ଦେଖିବେ ।

9- ଯେଉଁ ମନ୍ଦିରକୁ ବି ଯାଆନ୍ତୁ ନା କାହିଁକି ପ୍ରଥମେ ବାହନକୁ ମୁଣ୍ଡିଆ ମାରିବେ । ବାହନକୁ ମୁଣ୍ଡିଆ ମାରିସାରିବା ପରେ ମନ୍ଦିରକୁ ନ ପଶି ପ୍ରଥମେ ଘଣ୍ଟି ବାଡେଇବେ । ଘଣ୍ଟି ବାଡେଇବା ପରେ ଯାଇ ଆପଣ ମନ୍ଦିର ଭିତରର ଗର୍ଭ ଗୃହକୁ ପ୍ରବେଶ କରନ୍ତୁ ଠାକୁର ଦର୍ଶନ କରିବା ପାଇଁ ।

ଏହାପରେ ମନ୍ଦିରରୁ ଫେରିବା ପରେ ମନ୍ଦିର ଚାଳା ରେ ନିରୋଳାରେ ବସି କିଛି ସମୟ ଅତିବାହିତ କରନ୍ତୁ । ଏହା କରିବା ଦ୍ଵାରା ଠାକୁର ଦର୍ଶନର ସିଦ୍ଧି ଲାଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *