ମହିଳା ମାନେ ଶୋଇବା ପୂର୍ବରୁ କେବେବି କରନ୍ତୁନି ଏହି କାମ ! ନହେଲେ ହୋଇଯିବ ସର୍ବନାଶ… Vastu tips

ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି 8 ଟି କାମ ! ବନ୍ଧୁଗଣ ଝିଅଟିଏ ବିବାହ କରି ତା’ ସ୍ଵାମୀର ହାତ ଧରି ଶାଶୁଘରକୁ ଆସିଥାଏ । ଯାହା ପରେ ସେହି ଝିଅଟି ଜଣଙ୍କ ଘରର ଗୃହଲକ୍ଷ୍ମୀ ବନିଯାଇଥାଏ । ଏହି ଗୃହଲକ୍ଷ୍ମୀ ମାନେ ଘରେ ଯେଉଁ ସବୁ କାର୍ଯ୍ୟ ଘରେ ପ୍ରତିଦିନ କରିଥାନ୍ତି । ସେହି କାର୍ଯ୍ୟର ଶୁଭ ଅଶୁଭ ପ୍ରଭାବ ସେହି ଘର ଉପରେ ମଧ୍ୟ ପଡିଥାଏ । ତେବେ ଏପରି କେଉଁ 8 ଟି କାର୍ଯ୍ୟ ଅଛି । ଯାହାକୁ ମହିଳା ମାନେ ରାତିରେ କରିବା ଅନୁଚିତ । ମହିଳା ମାନଙ୍କୁ ରାତିରେ ଏହି 8 ଟି କାର୍ଯ୍ୟ କରିବାରୁ ନିଜକୁ ନିବୃତ୍ତ ରଖିବା ଉଚିତ ।

1- ରାତି ସମୟରେ ଶରୀରରେ କୌଣସି ପ୍ରକାର ତେଲ ଲଗାଇବା ଉଚିତ ନୁହେଁ । କାରଣ ରାତିରେ ଶୋଇବା ପୂର୍ବରୁ ଯଦି ଶରୀରରେ ତେଲ ଲଗାଇ ଶୁଅନ୍ତି । ତେବେ ବୃହଷ୍ପତ୍ତି ଗ୍ରହ ଗ୍ରହ ସେହି ବ୍ୟକ୍ତି ଉପରେ ଅଶାନ୍ତ ହୋଇଯାଇଥାଏ । ଯାହା ଫଳରେ କି ବ୍ୟକ୍ତି ଜୀବନର ଖୁସି ସବୁ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ । ତେଣୁ ରାତି ସମୟରେ ଶରୀରରେ ତେଲ ଲଗାଇବା ଅନୁଚିତ ।

2- ରାତ୍ରୀ ସମୟରେ ଅନେକ ଘରେ କ୍ଷୀର ଦହି କୌଣସି ଖାଦ୍ୟ ସହ ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ରାତି ସମୟରେ ଘରର ମହିଳା ମାନେ ନିଜେ କି ନିଜ ପରିବାରକୁ କ୍ଷୀର କିମ୍ବା କ୍ଷୀରର କୌଣସି ପ୍ରସ୍ତୁତ କୌଣସି ଖାଦ୍ୟ ଖାଇବାକୁ ଦେବା ଉଚିତ ନୁହେଁ । ନଚେତ ଏହା ଦ୍ଵାରା ଘରର ବାସ୍ତୁଦୋଷ ବିଗିଡି ଯାଇଥାଏ । ଯାହା ଦ୍ଵାରା ଘରକୁ ଗୋଟେ ପରେ ଗୋଟେ ସମସ୍ଯା ଆସିବାକୁ ଲାଗିଥାଏ ।

3- ମହିଳା ମାନେ ରାତ୍ରୀରେ ଶୋଇବା ପୂର୍ବରୁ ନିଜ ଶରୀରରୁ କୌଣସି ଅଳଙ୍କାରମାନ କାଢି କରି ଶୋଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମହିଳାଙ୍କୁ ଅନେକ ସମୟରେ ଅପମାନର ଶିକାର ହେବାକୁ ପଡିଥାଏ ।

4- ରାତି ସମୟରେ ବିଶେଷ କରି ମହିଳା ମାନେ ନିଜ ଶରୀରରେ କୌଣସି ସୁଗନ୍ଧିତ ଦ୍ରବ୍ୟ କି ଫୁଲର ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହି ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ତେଣୁ ମହିଳାଙ୍କ ଶରୀରର ଏହି ସୁଗନ୍ଧିତ ଦ୍ରବ୍ଯ ଦ୍ଵାରା ଆକର୍ଷିତ ହୋଇ ସେମାନଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଯିବାର ସମ୍ଭାବନା ରହିଥାଏ ।

5- ରାତି ସମୟରେ ଖାଇଥିବା ଅଇଁଠା ବାସନକୁ ସକାଳ ପର୍ଯ୍ୟନ୍ତ ପକାଇ ରଖନ୍ତୁ ନାହିଁ । ନଚେତ ମହିଳାଙ୍କ ଏହି କାର୍ଯ୍ୟ ଦ୍ଵାରା ମାତା ଲକ୍ଷ୍ମୀ ସେହି ଘର ଉପରେ ରୁଷ୍ଠ ହୋଇଯାଇଥାନ୍ତି । ଯାହା ଦ୍ଵାରା ସେହି ଘରର ଉନ୍ନତିର ବାଧା ଆସିଥାଏ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *