Liver ର ସବୁ ମଇଳା କେବଳ ଗୋଟିଏ ଥରରେ ସଫା କରନ୍ତୁ ଓ ସମସ୍ତ ରୋଗ ଠାରୁ ଦୂରେଇ ରୁହନ୍ତୁ – Health Tips

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ।

ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ ।  ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ ।  ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ ।

ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।

ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ଆମ ଅଶୁଦ୍ଧ ଖାଦ୍ୟ ଯୋଗୁଁ ଆମ ଲିବର ରେ ବହୁତ ଅଶୁଦ୍ଧ ଜିନିଷ ଆସି ଯାଉଛି ଏବଂ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ତେବେ ଆଜି ଆମେ ଲିବର ରୁ ଆପଣ କିପରି ସମସ୍ତ ଅଶୁଦ୍ଧତା କୁ କାଢି ଏବଂ ନିଜକୁ କିପରି ସୁସ୍ଥ ରଖି ପାରିବେ ସେ ବିଷୟରେ ଆଲୋଚନା କରିବା ।

ଆଜି ଆମେ ଆପଣଂକୁ ଯେଉଁ ଉପଚାର ବିଷୟରେ କହିବୁ ସେହାକୁ ଆପଣ ଲଗାତାର ୧୫ ଦିନ ପର୍ଯ୍ୟନ୍ତ ନେବେ ଏପରି କରିବା ଦ୍ୱାରା ଆପଣ ଙ୍କ ଲିବର ଜୀଵନ ଯାକ ସୁସ୍ଥ ରହିବ ଏବଂ ଆପଣ ଙ୍କୁ କୌଣସି ସମସ୍ୟା ମଧ୍ୟ ଆସିବ ନାହିଁ । ଏହା ଛଡା ଏହି ଉପଚାର ଲିବର କୁ ଭିତରୁ ସଫା କରିବା ସହ ଆମ ରକ୍ତ କୁ ମଧ୍ୟ ବହୁତ ଭଲ ଭାବରେ ସଫା କରି ଦେଇଥାଏ ଏବଂ ରକ୍ତ ସଞ୍ଚାଳନ ପ୍ରକ୍ରିୟା ମଧ୍ୟ ସଠିକ ଭାବେ ହୋଇଥାଏ ।

ଆପଣ ଙ୍କୁ ୪୦୦ ମିଲି ପାଣି ଦରକାର ୧୫୦ ଗ୍ରାମ ତାଜା କିଶମିଶ ଆଵଶ୍ୟକ । ପ୍ରଥମେ କିଶମିଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାପରେ ନେଇଥିବା ପାଣି ଭଲ ଭାବରେ ଗରମ କରିବା ଏବଂ ସେଥିରେ କିଶମିଶ ମିଶେଇ ପ୍ରାୟତଃ ୨୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ତାପରେ ତାକୁ କାଢି ବାସ ସେମିତି ରାତିଯାକ କିଶମିଶ କୁ ସେହି ପାଣି ରେ ପକାଇ ଥାଆନ୍ତୁ ଏବଂ ସକାଳେ ଅଳ୍ପ ଗରମ କରି ଛାଣି ତାକୁ ଖାଲି ପେଟ ରେ ପିଅନ୍ତୁ ।

ଏହାର ଅଧ ଘଣ୍ଟା ପରେ କିମ୍ବା ପୂର୍ବରୁ କିଛି ଖାଇବେ ନାହିଁ । ଏପରି କରିବା ଦ୍ୱାରା ଆପଣ ଙ୍କ ଲିବର ଭିତରୁ ସଫା ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ପ୍ରକ୍ରିୟା ମଧ୍ୟ ଠିକ ଭାବେ ହୁଏ ତାଛଡା ପାଚନ କ୍ରିୟା ମଧ୍ୟ ଭଲ ରୁହେ ଏବଂ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *