Liver ର ସବୁ ମଇଳା ମାତ୍ର ଗୋଟିଏ ଥରରେ ହିଁ ସଫା ହେଇଯିବ ଓ ସବୁ ରୋଗରୁ ମିଳିବ ମୁକ୍ତି, ବାସ କରି ନିଅନ୍ତୁ ଏହି 1 ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ ।ତେବେ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ ।

ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ତେବେ ଏହା ଦ୍ୱାରା ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ତେବେ ଆଜି ଆମେ ଜାଣିବା କି କିପରି ଆମେ ୧୫ ଦିନ ରେ ଆମର ଲିଭର କୁ ସଫା କରିବା । ତେବେ ଏମିତି କରିବା ଦ୍ଵାରା ଆପଣଙ୍କ ଲିଭରର ଭିତର ସଫା ହୋଇଯାଇଥାଏ ତା ସହିତ ଏହା ପୁରା ଶରୀରର ରକ୍ତକୁ ମଧ୍ୟ ସଫା କରିଥାଏ ।ଲିଭର ଆମ ଶରୀରରେ ଇଞ୍ଜିନ ଭଳି କାମ କରିଥାଏ ।

ଯେବେ ଆମେ କିଛି ବି ଖାଇଥାଉ ତାହା ଲିଭର ଦେଇ ଗତି କରିଥାଏ ଓ ଲିଭର ଆମ ପୁରା ଶରୀରକୁ ନିୟନ୍ତ୍ରଣ କରି ରଖିଥାଏ । ଭଲ ଭାବେ ହଜମ ହେଉଥିବା ଖାଦ୍ୟ ନ ଖାଇବା କାରଣରୁ ଲିଭର ଗରମ ହୋଇଥାଏ ଓ ଫ୍ୟାଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ ଯାହାକୁ ଭଲ କରିବା ପାଇଁ ଆମେ ଔଷଧର ସାହାରା ନେଇଥାଉ ।

ତେବେ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ । ଏଥିପାଇଁ ଆପଣଙ୍କୁ ବର୍ଷରେ ୩-୪ ଥର ନିଜ ଲିଭର କୁ ସଫା କରିନେବା ଆବଶ୍ୟକ ଯାହା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ନ ପଡେ । ଆଜି ଆମେ ଆପଣଙ୍କୁ କହିବୁ କି କିପରି ଆପଣ କିସମିସ ପାଣିରେ ନିଜ ଲିଭର କୁ ସଫା କରି ଲିଭର ଜନିତ ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

କଣ ଆପଣ ଜାଣିଛନ୍ତି କି କିସମିସ ର ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ ।କଣ ଆପଣଙ୍କୁ ଜଣା ଅଛି କି କିସମିସ ର ପାଣି ଆମ ଲିଭର ସମସ୍ୟାକୁ ଭଲ କରିବା ପାଇଁ ବହୁତ ଉପଯୋଗୀ ଅଟେ । ଏହା ଆମ ଲିଭର ର ରାସାଯନିକ କ୍ରିୟାକୁ ବଢାଇଥାଏ ଯାହା ଦ୍ଵାରା ଆମର ରକ୍ତ ବହୁତ ଶୀଘ୍ର ସଫା ହେବାକୁ ଲାଗିଥାଏ ।

ତେବେ ଯଦି ଆପଣ କିସମିସ ପାଣିର ସେବନ ଲଗାତାର ୪ ଦିନ ପର୍ଯ୍ୟନ୍ତ କରନ୍ତି ତେବେ ଦେଖିବେ କି ପାଚନ କ୍ରିୟା ପୂର୍ବରୁ ଅଧିକ ବଢିଯିବ ଓ ତା ସହିତ ଆପଣଙ୍କୁ ନିଜ ଶରୀରରେ ପୂର୍ବ ଠାରୁ ଅଧିକ ଶକ୍ତି ର ଅନୁଭବ ହେବ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *