ଲେମ୍ବୁ ଖାଉଥିବା ଲୋକ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ଜଲ୍ଦି ଦେଖନ୍ତୁ (Health Tips)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଲେମ୍ବୁ ନିଶ୍ଚିତ ଖାଇଥିବେ । ତେବେ ଏହାକୁ ଖାଲି ପାଟିରେ ଖାଇବା ବହୁତ କଷ୍ଟକର ଅଟେ କାରଣ ଏହାର ଖଟା ଅଂଶ ଆମ ଦାନ୍ତ ଏବଂ ପାଟି କୁ ଝିମ ଝିମ କରିଦେଇଥାଏ । ତେବେ ଏହି ଲେମ୍ବୁରେ ଭିଟାମିନ-ସି ଭରପୂର ମାତ୍ର ରେ ରହିଥାଏ । ଏହାର ରସ ରେ ୪% ସାଇଟ୍ରିକ ଅମ୍ଳ ଥାଏ । ଏହି ଲେମ୍ବୁ ରେ ପୋଟାସୀୟମ, ଆଇରନ, ସୋଡିୟମ, ମାଗନେସିୟମ, ଫସଫରସ୍,ଆଦି ଲେମ୍ୱୁ ରେ ରହିଥାଏ ।

ଏହା ଛଡା ଏହି ଲେମ୍ବୁ ଭିତରେ ଭିଟାମିନ-ଏ, ଭିଟାମିନ-ବି ଏବଂ ଭିଟାମିନ- ସି ରହିଥାଏ । ତେବେ ଏହି ଲେମ୍ବୁ ର ଅନେକ ଫାଇଦା ରହିଥାଏ ତେବେ ଆସନ୍ତୁ ଜାଣିନେବା ସେହି ଫାଇଦା ବିଷୟରେ ।

୧-ପ୍ରଥମ ରେ ହେଉଛି ଏହି ଲେମ୍ବୁ କୁ ସବୁଦିନ ଖାଲି ପେଟ ରେ ଗରମ ପାଣି ରେ ସେଵନ କରିବା ଦ୍ୱାରା ଆମର ଚର୍ବି ମଧ୍ୟ କମିଥାଏ ଏବଂ ଆମ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ ଏବଂ ଚେହରା କୁଞ୍ଚ କୁଞ୍ଚ ମଧ୍ୟ ହୁଏ ନାହିଁ ଏବଂ ଚର୍ବି ମଧ୍ୟ କମିଥାଏ ।

୨- ଦ୍ଵିତୀୟ ରେ ହେଉଛି ଲେମ୍ବୁ କୁ ସେଵନ କରିବା ଦ୍ୱାରା ଆମ ପାଚନ କ୍ରିୟା ବହୁତ ଭଲ ରହିଥାଏ । ଖାଇବା ହଜମ ହୋଇଥାଏ ଏବଂ ଏହା ଦ୍ୱାରା ଆମ ଓଜନ ମଧ୍ୟ ସନ୍ତୁଳିତ ହୋଇ ରହିଥାଏ । ଏହା ସହ ଆସିଡିଟି ର ମଧ୍ୟ କୌଣସି ଅସୁବିଧା ରୁହେ ନାହିଁ ।

୩- ତୃତୀୟ ରେ ହେଉଛି ଲେମ୍ବୁପାଣି ବାହାରେ ମିଳୁଥିବା ହାଇ ସୁଗର ର ଜୁସ ଠାରୁ ବହୁତ ଭଲ ଏବଂ ତେଣୁ ଯେଉଁ ମାନଂକୁ ଡାଇବେଟିସ ରୋଗ ହୋଇଥାଏ ସେମାନଙ୍କୁ ଏହି ଲେମ୍ବୁପାଣି ଖୁବ ସହାୟକ ହୋଇଥାଏ ଏବଂ ଏହାକୁ ସେଵନ କରିବା ଦ୍ୱାରା କୌଣସି ଅସୁବିଧା ହୁଏନାହିଁ ।

୪- ଚତୁର୍ଥ ରେ ହେଉଛି ଏହି ଲେମ୍ବୁ ର ସବୁଠାରୁ ବଡ଼ ଫାଇଦା ହେଉଛି ଏହା ଆମ କିଡନୀ, ଷ୍ଟନ ପାଇଁ ବହୁତ ଲାଭଦାୟକ ଏବଂ ଏହି ଲେମ୍ବୁ କୁ ସେଵନ କରିବା ଦ୍ୱାରା ଆମ ଷ୍ଟୋନ ବହୁତ ଆରାମ ରେ ବାହାରି ଯାଇଥାଏ ଏହା ଛଡା ଲେମ୍ବୁପାଣି ପିଇବା ଦ୍ୱାରା ଆମ ଶରୀର ହାଇଡ୍ରେଡ଼ ରହିଥାଏ ।

୫- ପଞ୍ଚମ ରେ ହେଉଛି କ୍ୟାନ୍ସର ରୁ ବଞ୍ଚିବା ପାଇଁ ମଧ୍ୟ ଏହି ଲେମ୍ବୁ ସହାୟକ ହୋଇଥାଏ । ଏହି ଲେମ୍ବୁ ନିଜର ଏଣ୍ଟି ଟିୟୁମର ଗୁଣ ଦ୍ୱାରା ଏହି କ୍ୟାନ୍ସର ରୋଗ ରୁ ବଞ୍ଚିବାରୁ ଏହା ସହାୟକ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *