Astrology- କୁମ୍ଭ ରାଶି 2023 ରେ ଆପଣଙ୍କ ଜୀବନରେ ଘଟିବ ଏହି 6 ଟି ବଡ ଘଟଣା, ବଦଳିଯିବ ପୁରା ଜୀବନ

ନମସ୍କାର ବନ୍ଧୁଗଣ , ଏହି ବର୍ଷ କୁମ୍ଭ ରାଶି ଜାତକ ର ବ୍ୟକ୍ତିଙ୍କ ଜୀବନରେ ଘଟିବାକୁ ଯାଉଛି ଏହି ଛଅ ଟି ଘଟଣା ସତ୍ୟ ହେବାର ଅଛି  । ଏହି ଛଅ ଘଟଣା ମଧ୍ୟ ରୁ ପାଞ୍ଚ ଟି ମଙ୍ଗଳ ହୋଇଥାଏ।  ଗ୍ରହମାନଙ୍କ ଅଶୁଭ କୁ ଖଣ୍ଡନ କରିବାକୁ କଣ ରହିଛି ପ୍ରତିକାରକ  । କୁମ୍ଭ ରାଶିର ବ୍ୟକ୍ତିକ ବ୍ୟକ୍ତିତ୍ଵ ହେଉଛି ଏମାନେ ଖୋଲା ହୃଦୟ  , ବହୁତ ଶୀଘ୍ର ସମସ୍ତକ ସହ ମିଶିଯାଇଥାନ୍ତି ଏବଂ  ସମସ୍ତକୁ ଆଦରି ବସିଥାନ୍ତି ।  ସମସ୍ତକୁ ଆପଣା ମଧ୍ୟ କରିଥାନ୍ତି ଏହି ସବୁ କଳା କୁମ୍ଭ ରାଶି ର ବ୍ୟକ୍ତିଙ୍କ ପାଖରେ ରହିଥାଏ ।

କୁମ୍ଭ ରାଶିର ବ୍ୟକ୍ତିମାନେ ମନୁ ସ୍ଵାଭାବି ହୋଇଥାନ୍ତି ଏମାନେ ଆପଣଙ୍କ ମନ ଜାଣି କଥା କୁହନ୍ତି । ଯଦି ଆପଣ ଜଣକୁ ଜାଣିଥାନ୍ତି ତେବେ ତାହାଙ୍କ ପାଇଁ ନିଜର ଜୀବନ ମଧ୍ୟ ଦେଇଥାନ୍ତି ଏବଂ ଆପଣ ପରଉପକାରୀ ବ୍ୟକ୍ତି ହୋଇଥାନ୍ତି । ଅନ୍ୟମାନଙ୍କ ର ମନକୁ କିଣିବାର ଶକ୍ତି ଆପଣମାନଙ୍କ ର ପାଖରେ ରହିଛି । କିନ୍ତୁ ଏମାନେ ଅଳସୁଆ ମଧ୍ୟ ରହିଥାନ୍ତି , ଏହି ସ୍ଵଭାବ ପାଇଁ ଆପଣଙ୍କୁ ବହୁତ ସମସ୍ୟାରେ ର ସମୁଖୀନ ହେବାକୁ ପଡିଥାଏ ।

ଏହି ବ୍ୟକ୍ତି ଅନ୍ୟ ମାନଙ୍କୁ ସହଜରେ ବିଶ୍ଵାସ କରି ସେମାନଙ୍କୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିଥାନ୍ତି । କିନ୍ତୁ ଏହି ବର୍ଷ ଏହି କୁମ୍ଭ ରାଶିର ବ୍ୟକ୍ତି ପାଇଁ ବିଶେଷ ଶୁଭ ଏବଂ ସଫଳତା ର ବର୍ଷଟିଏ ହୋଇଛି । ପ୍ରଥମ ଘଟଣା ହେଉଛି ଶନି ଦେବ ପ୍ରଥମ  ଘରେ ଗମନା ଗମନ କରିବେ ଓ ଦ୍ଵାଦଶ ଘରେ  ଆପଣଙ୍କ ର ଯେଉଁ ଅନାଆବଶ୍ୟକ କର୍ଚ ହେଉଥିଲା , ଆପଣ ଯାହାକୁ ରୋକିବାକୁ ଚାହୁଥିଲେ ମାତ୍ର କରିପାରୁ ନଥିଲେ , ଆପଣ ଆଧିକ ସମୟ ଗାଡି ଚଳେଇବାକୁ ଇଛା କରୁଥିଲେ ଯାହା ଗତ ବର୍ଷ ହେଇପାରି ନ ଥିଲା ।

ଯଦି ଶନି ଦେବ ଦ୍ଵାଦଶ ଘର ରୁ ବାହରିଯିବେ ତାହ ଦ୍ଵାରା ଆପଣଙ୍କ ଯେଉଁ ଅନ୍ୟଥା କର୍ଚ ବନ୍ଦ ହୋଇଯିବ । ଦ୍ଵିତୀୟ ରେ ଯଦି ଶନି ଦେବ ପ୍ରଥମ ଘରେ ରହି ସପ୍ତମ ଘରକୁ ଚାହିଥାନ୍ତି । ତେବେ ଏହା ବିବାହ ର ଶୁଭ ସଙ୍କେତ ହୋଇଥାଏ । ଯେଉଁମାନେ ଚିନ୍ତା କରୁଛନ୍ତି ବିବାହ ପାଇଁ ତାହା ଏହି ବର୍ଷ ରେ ସଫଳ ହୋଇଥାଏ । ଆପଣଙ୍କ ପାଇଁ ପ୍ରସ୍ତାବ ଟି ଠିକ ହୋଇଥାଏ ।

ତୃତୀୟ ରେ ଏହି ରାଶିରେ ଗୁରୁ ବସିବେ ଯାହା ଦ୍ଵାରା ଆପଣ କିଛି ମୂଲ୍ୟବାନ ଜିନିଷ କିଣିବେ ବା ଆପଣଙ୍କ ଘରେ  କିଛି ଯାନ୍ତ୍ରିକ ଜିନିଷ ନିଶ୍ଚିତ ଆସିଥାଏ । ଚର୍ତୁର୍ଥ ରାହୁ ଦେବଙ୍କ ଗମନା ଗମନ ଦ୍ଵିତୀୟ ମିନୁ ରାଶିରେ ଆସନ୍ତି ଏବଂ ଏହା ଅଶୁଭ ହୋଇଥାଏ । ଆପଣଙ୍କ ଘରେ ବାଧା , କଳହ , ଝଗଡା ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ଆପଣଙ୍କ ବୈବାହିକ ଜୀବନରେ ଅନେକ ଅସୁବିଧା ଦେଖାଯାଇଥାଏ ।

ଏହି ସମୟରେ ଶାରୀରିକ ଅସୁବିଧା ଆସିପାରେ । ପଞ୍ଚମ ଘଟଣା ହେଉଛି ଶୁକ୍ର ଆପଣଙ୍କ ଭାଗ୍ୟରେ ଗମନ କରିବେ ଯାହା ଆପଣ ପାଇଁ ବହୁତ ଶୁଭ ହୋଇଥାଏ । ଆପଣଙ୍କ  ଜୀବନରେ  ବହୁତ ବଡ ପରିବର୍ତ୍ତନ ଆସିଥାଏ । ଷଷ୍ଟ ହେଉଛି ଏପ୍ରିଲ ମାସ ପର ଠାରୁ ଆପଣ ଯେ କୋଣସି ଉଚ୍ଚ ଶିକ୍ଷା ଗ୍ରହଣ କରିଥାନ୍ତି  ତାହା ବହୁତ ଭଲ ହୋଇଥାଏ । କୃଷକ ମାନଙ୍କ ପାଇଁ ଏହି ବର୍ଷ ବହୁତ ସଫଳତା ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *