କୁକୁର ଯଦି ଆପଣଙ୍କ ପାଦ ଶୁଙ୍ଘେ କେଉଁ ସଙ୍କେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆହୁରି 20 Anuchinta

ବନ୍ଧୁଗଣ ଜାଣନ୍ତୁ ଆଜିର କିଛି ବିଶେଷ ଅନୁଚିନ୍ତା ବିଷୟରେ ଯାହା ଖୁବ ସହଜ ଓ ସରଳ ଅଟେ । ୧- ପ୍ରତେକ ଦିନ ଅଟାରେ ଚିନି ମିଶାଇ ପିମ୍ପୁଡିଙ୍କୁ ଖାଇବାକୁ ଦେବା ଦ୍ଵାରା ଧାର କରଜରୁ ମୁକ୍ତି ମିଳିଥାଏ ଏବ ସୌଭାଗ୍ୟ ପ୍ରାପ୍ତି ହେବା ସହ ସଙ୍କଟ ଦୂର ହୋଇଥାଏ । ୨- ଯଦି କୌଣସି ଦିନ ବିଲେଇ ପାଦକୁ ଚାଟିଥାଏ ତେବେ ଅଶୁଭ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ଯା ଦେଖାଯିବାର ସଂକେତ ଦେଇଥାଏ ।

୩- ସୋଇଥିବା ସମୟରେ ବିଲେଇ କୌଣସି ଲୋକଙ୍କ ମୁଣ୍ଡକୁ ହାତିଦିଏ ତେବେ ଅଶୁଭ ହେବା ସହ ଆଇନ ଜନିତ ସମସ୍ଯା ଦେଖାଦିଏ ।

୪- ବିଲେଇ ଜନ୍ମ କରୁଥିବା ବେଳେ ପଡୁଥିବା ଫୁଲକୁ ନାଲି କପଡାରେ ଗୁଡାଇ ହାତରେ ବାନ୍ଧିବା ଦ୍ଵାରା କାଳସର୍ପ ଦୋଷ ଦୂର ହୋଇଥାଏ ଏବଂ ନଜର ଦୋଷ ଦୂର ହୋଇଥାଏ ।

୫- ସକାଳୁ ଉଠିଲା ପରେ କେବେବି ପଶୁ ଜନ୍ତୁଙ୍କ ନାମ ଧରିବା ଉଚିତ ନୁହେଁ । ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ ।

୬- ସକାଳୁ ଉଠିଲା ପରେ ଆଇନା ଦେଖିବା ଅନୁଚିତ । ଏହା ଅଶୁଭ ହେବା ସହ ଦିନ ସାରା ନେଗେଟିଭ ଶକ୍ତିର ପ୍ରଭାବ ରହିଥାଏ ।

୭- ଯଦି କୌଣସି ପକ୍ଷୀ ଘରେ ବସା ବାନ୍ଧିଥାଏ ତେବେ ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ହେବାର ସୂଚନା ଦେଇଥାଏ ।

୮- ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଚଢିଥିବାର ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଅପାର ସମ୍ପତି ପ୍ରାପ୍ତ ହେବାର ସଂକେତ ଦେଇଥାଏ ।

୯- ସକାଳୁ ଉଠିଲା ପରେ ଶଙ୍ଖର ଶବ୍ଦ ଶୁଣିବାକୁ ମିଳେ ତେବେ ଶୁଭପ୍ରଦ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ ।

୧୦- ରାସ୍ତାରେ ଯାଉଥିବା ସମୟରେ ଯଦି ଆଖୁ ଦେଖନ୍ତି ତେବେ ଶୁଭପ୍ରଦ ହେବା ସହ ଧନ ପ୍ରାପ୍ତିର ସଂକେତ ଦେଇଥାଏ ।

୧୧- ଯଦି ଘର ବାହାରରେ ଧଳା ପେଚା ଲଗାତର କିଛି ଦିନ ଦେଖନ୍ତି ଏବେ ଶୁଭପ୍ରଦ ହେବା ସହ ଘରକୁ ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ ।

୧୨- ଯଦି ରାସ୍ତାରେ ଯାଉଥିବା ସମୟରେ କୁକୁର ରୁଟି ବା କିଛି ଖାଦ୍ୟ ମୁହଁଏ ଧରି ଯାଉଥିବାର ଦେଖନ୍ତି ତେବେ ଧନ ଲାଭର ସଂକେତ ହୋଇଥାଏ ।

୧୩- ଯଦି ଲଗାତାର ଘରୁ ବାହାରିବା ସମୟରେ କୌଣସି ଝାଡୁ ମାରିବା ଲୋକ ଦେଖନ୍ତି ତେବେ ଶୁଭ ହେବା ସହ କିଛି ଦିନ ମଧ୍ୟରେ ଧନବାନ ହେବାର ସଂକେତ ହୋଇଥାଏ ।

୧୪- କଳା ମୂଷା ରାତିରେ ଆସିବା ବା ଉତ୍ପାତ କରିଲେ ଅଶୁଭ ହୋଇଥାଏ ଏବଂ କୌଣସି ରୋଗ ଓ ଶତ୍ରୁ ବୃଦ୍ଧି ହେବାର ସଂକେତ ହୋଇଥାଏ ।

୧୫- ଯଦି ଘରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ଅଶୁଭ ହେବା ସହ ପରିବାର ଲୋକଙ୍କ ଚିନ୍ତାଧାରା ନେଗେଟିଭ ଓ ବୁଦ୍ଧି ନାସ ହେବାର କାରଣ ହୋଇଥାଏ ।

୧୬- ଯଦି କୁକୁର ଆସି ଆପଣଙ୍କ ପାଦ ଶୁଙ୍ଘେ ତେବେ ଶୁଭପ୍ରଦ ହେବା ସହ ଅର୍ଥ ଲାଭ ପ୍ରାପ୍ତ ହେବାର ସଂକେତ ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *