ବନ୍ଧୁଗଣ, ଆଜିକାଲି ପ୍ରତ୍ୟକ ବ୍ୟକ୍ତି ଦୁନିଆରେ ନିଜର ଅଲଗା ପରିଚୟ ବନାଇବାକୁ ଚାହିଁଥାଏ । ଏହି ପରିଚୟ ସେମାନଙ୍କୁ ନିଜ ସ୍ଵଭାବରୁ ମିଳୁ ଅଥବା ନିଜ କାମରୁ । ଶାସ୍ତ୍ର ଅନୁସାରେ କିଛି ଖାସ ଅକ୍ଷର ନାମର ଲୋକ ଜନ୍ମରୁ ହିଁ ଭାବୁକ ଅଥବା ସଫା ମନର ହୋଇଥାନ୍ତି । ସେମାନେ କାହାର ଖରାପ ଚିନ୍ତା କରି ନଥାନ୍ତି । ଭିତରୁ ସେମାନ କେତେ ଦୁଖୀ ହୁଅନ୍ତୁ ନା କାହିଁକି ସେମାନେ ବାହାରୁ ଅତ୍ୟନ୍ତ ଖୁସି ସ୍ଵଭାବ ଦେଖାଇଥାନ୍ତି ।
ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ୫ ଟି ମହିଳା ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ ମନରୁ ବହୁତ ସଫା ହୋଇଥାନ୍ତି ଏବଂ ଯେଉଁମାନେ ସର୍ବଦା ଲୋକ ମାନଙ୍କୁ ସାହାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି ।
୧- A ନାମର ଝିଅ, ଏହି ନାମର ଝିଅ ମାନେ ମନରୁ ବହୁତ ସଫା ହେବା ସହିତ ବହୁତ ଭାବୁକ ହୋଇଥାନ୍ତି । ନିଜର ଭାବୁକ ସ୍ଵଭାବ ରୁ ଏମାନେ କେତେକ କ୍ଷେତ୍ରରେ ଧୋକା ମଧ୍ୟ ଖାଇଥାନ୍ତି । ଏମାନେ ଅନ୍ୟକୁ କଥା ଦେଇଥିବା ନିଷ୍ପତ୍ତି କୁ କେବେ ମଧ୍ୟ ଭାଙ୍ଗନ୍ତି ନାହିଁ । ଏମାନେ ନିଜର ବ୍ୟବହାର ଯୋଗୁଁ ସମାଜରେ ଅଧିକ ମାନସନ୍ନମାନ ପାଇଥାନ୍ତି । ଏମାନଙ୍କ ସବୁଠାରୁ ଖାସ ବିଷୟ ହେଉଛି ଏମାନେ ପରିସ୍ଥିତି ଅନୁଯାୟୀ ନିଜକୁ ଆଡଜେଷ୍ଟ କରିଥାନ୍ତି ।
୨- D ନାମ ଥିବା ଝିଅ, ଏହି ନାମର ଝିଅ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିଥାଏ । ଏହି ନାମର ଝିଅ ମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେଠାରେ କେବେ ଖୁସି ତଥା ଧନ ର ଅଭାବ ହୋଇନଥାଏ । ଏମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି । କାରଣ ଏମାନଙ୍କ ସହିତ କିଏ କେତେ ମଧ୍ୟ ଖରାପ କରୁ ନା କାହିଁକି ମାତ୍ର ଏମାନେ ସେମାନଙ୍କର କେବେ ମଧ୍ୟ ଖରାପ ଭାବନ୍ତି ନାହିଁ ।
୩- L ନାମର ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରୁ ଲାଜକୁଳୀ ହୋଇଥାନ୍ତି । ନିଜ ଜୀବନ କୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ । ଏମାନେ ଶାନ୍ତି ପ୍ରିୟ ହୋଇଥାନ୍ତି ମାତ୍ର ଏମାନଙ୍କ ମନ ବହୁତ ଅସ୍ଥିର ରହିଥାଏ । ଏମାନଙ୍କ ସବୁଠାରୁ ଖାସ କଥା ଏହା ହୋଇଥାଏ ଯେ ଏମାନେ ନିଜ ଜୀବନର ବହୁତ ଛୋଟ ଛୋଟ ମୂହୁର୍ତ୍ତ ରୁ ଖୁସି ହୋଇଯାଇଥାନ୍ତି ।
୪- S ନାମର ଝିଅ, ଏମାନଙ୍କ ହୃଦୟ ସ୍ଵଛ ତଥା ନିର୍ମଳ ହୋଇଥାଏ । ଏମାନେ ବହୁତ ପରିଶ୍ରମୀ ତଥା ଅଳ୍ପକେ ଖୁସି ରହିବା ଝିଅ ହୋଇଥାନ୍ତି । ଏମାନେ ନିଜ କଥା ଅନୁ କାହା ସହିତ ସେୟାର କରିବା ପସନ୍ଦ କରନ୍ତି ନାହିଁ । ଯଦି ଏମାନେ କାହା ସହିତ ନିଜ ମନ କଥା ସେୟାର କରୁଛନ୍ତି ତେବେ ଏମାନେ ନିଜ ଜୀବନରେ ସେମାନଙ୍କୁ ଗୋଟିଏ ଖାସ ଜାଗା ଦେଇଛନ୍ତି । ଏମାନେ ନିଜର ସମସ୍ତ କାର୍ଯ୍ୟ କୁ ବହୁତ ସହଜରେ ଏବଂ ସଠିକ ସମୟରେ ପୂରଣ କରିଥାନ୍ତି । ଏମାନେ ନିଜ ଭାବନା ପ୍ରତି ବହୁତ କେୟାରିଙ୍ଗ ହୋଇଥାନ୍ତି ।
୫- M ନାମର ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଛି ସେମାନେ ବହୁତ ସଫା ମନର ହୋଇଥାନ୍ତି । ଏମାନେ ନିଜ କାରଣରୁ ଅନ୍ୟ ମାନଙ୍କୁ କଷ୍ଟ ରେ ଦେଖିବା ଆଦୌ ପସନ୍ଦ କରନ୍ତି ନାହିଁ । ଏମାନେ ସବୁବେଳେ ହିଁ ଗଭୀର ଚିନ୍ତା ରେ ବୁଡି ରହିଥାନ୍ତି । ଏହା ବ୍ୟତୀତ ଏମାନେ ପ୍ରତ୍ୟକ ଛୋଟ ଛୋଟ କଥାକୁ ମନକୁ ନେଇ ଯାଇଥାନ୍ତି । ଏମାନଙ୍କୁ ସାଧାରଣତ ସିଧା ସଳଖ କଥା ହେବା ପସନ୍ଦ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ