Jyotish Shastra- କିପରି ହୋଇଥାନ୍ତି P ନାମର ଲୋକ ? ଯଦି ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ନାମ P ଅକ୍ଷର ରୁ ଆରମ୍ଭ ହେଉଛି ତ ଏହାକୁ ନିଶ୍ଚୟ ଥରେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆମ ଜୀବନରେ ଅନେକ ଲୋକ ଦେଖା ହୁଅନ୍ତି କିଛି ନିଜ ଫାଇଦା ପାଇଁ ଆସନ୍ତି ଏବଂ କିଛି ବନ୍ଧୁତା ପାଇଁ । ସେଥି ମଧ୍ୟ ରୁ କିଛି ରହି ଯାଆନ୍ତି ଏବଂ କିଛି ନିଜ କାମ ସାରିଗଲେ ଚାଲି ମଧ୍ୟ ଯାଆନ୍ତି ।

ତେବେ ଆଜି ଆମେ P ଅକ୍ଷର ଥିବା ବ୍ୟକ୍ତି ଙ୍କ ବ୍ୟକ୍ତିତ୍ୱ,କୃତିତ୍ୱ ଏବଂ ଆହୁରି ଅନେକ କିଛି । ତେବେ ଆସନ୍ତୁ ଜାଣିନେବା P ଅକ୍ଷର ବ୍ୟକ୍ତି ଙ୍କ ବିଷୟରେ । ସ୍ଵଭାଵ- ସେମାନେ ବହୁତ ଚଞ୍ଚଳ ।

ସର୍ଵଦା ଚଞ୍ଚଳ ତାରେ ଥାଆନ୍ତି ଏବଂ ସେମାନଙ୍କ ମନ ମଧ୍ୟ ଅଶାନ୍ତ ରହିଥାଏ । କିନ୍ତୁ ବାହାରେ ସେ ନିଜକୁ ସର୍ଵଦା ଶାନ୍ତ ଦେଖାଇ ଥାନ୍ତି । ନିଜ ଆନ୍ତରିକ ବିଷୟରେ କାହା ସହ କଥା ହେବା ପସନ୍ଦ ନୁହେଁ । ତାଙ୍କ ମନର ସ୍ଥିତି ଯେପରି ଥାଉ କିନ୍ତୁ ସେ ସର୍ଵଦା ସମସ୍ତଂକୁ ଖୁସିରେ ଦେଖିବା ପସନ୍ଦ । ସେମାନଙ୍କ ବିଚାର ରେ ସର୍ଵଦା ପବିତ୍ରତା ଥାଏ । ଏହା ଛଡା ସେମାନେ ସର୍ଵଦା ନିଜର ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା ରେ ରହିଥାନ୍ତି ଏବଂ ଏକ ଶାନ୍ତି ପୂର୍ଣ୍ଣ ଜୀଵନ ବିତେଇବାକୁ ଚାହୁଁ ଥାଆନ୍ତି ।

କ୍ୟାରିଅର- କ୍ୟାରିଅର ନାମ ରେ ସେ ଟିକେ ପଛୁଆ । ସେମାନଙ୍କ ପାଖକୁ ଅନେକ ବିକଳ୍ପ ଆସିଥାଏ କିନ୍ତୁ ସେମାନେ ସର୍ଵଦା ଭୁଲ ବିକଳ୍ପ କୁ ନେଇ ଆଗକୁ ବଢି ଚାଲିଥାନ୍ତି ଏବଂ ପରେ ପଶ୍ଚାତାପ ମଧ୍ୟ କରିଥାନ୍ତି । ଏମାନେ ବହୁତ ପରିଶ୍ରମ ଏବଂ ଲଗ୍ନ ରେ କାମ କରିଥାନ୍ତି କିନ୍ତୁ ସଫଳତା ତଥାପି ମିଳି ନଥାଏ । ଏମାନ ଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ସର୍ଵଦା ନିରାଶ ମିଳି ଥାଏ । କିନ୍ତୁ ଏମାନେ ଏହା ପାଇଁ ଭାଙ୍ଗନ୍ତି ନାହିଁ । ଏମାନଂକୁ ସଫଳ ହେବା ପାଇଁ ସମୟ ନିଶ୍ଚିତ ଲାଗିଥାଏ କିନ୍ତୁ ଏମାନେ ସଫଳ ନିଶ୍ଚିତ ହୋଇ ଥାଆନ୍ତି ।

ପ୍ରେମ- ଏହି ଅକ୍ଷରର ନାମ ଥିବା ବ୍ୟକ୍ତି ସର୍ଵଦା ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି । ଏମାନେ ପ୍ରେମ ତ କରନ୍ତି କିନ୍ତୁ ସେହି ପ୍ରେମ କୁ ନିଭାଇବା ପାଇଁ ତାଙ୍କୁ ଅନେକ ଅସୁବିଧା ଏବଂ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ବ୍ୟକ୍ତି ମାନେ ଯାହାକୁ ବି ପ୍ରେମ କରନ୍ତି ଏକଦମ ସତ୍ୟ ପ୍ରେମ ଏବଂ ବଞ୍ଚି ଥିବା ପର୍ଯ୍ୟନ୍ତ ତାକୁ ହିଁ ପ୍ରେମ କରିଥାନ୍ତି ।

ଜାତକ ର ଗୁଣ- ଏମାନେ ବହୁତ ଦୟାଳୁ ଏବଂ ପରୋପକାରୀ ଥାଆନ୍ତି । ସେମାନେ ଧାର୍ମିକ ଏବଂ ତାଙ୍କ ହୃଦୟ ବହୁତ କୋମଳ ଥାଏ । ଏମାନେ କାହାକୁ ବି ଦୁଃଖୀ ଦେଖି ପାରିବେ ନାହିଁ । ଏମାନେ ସର୍ଵଦା ଶାନ୍ତି ଏବଂ ପ୍ରକୃତି ରେ ଭରା ଜୀଵନ ଚାହିଁଥାନ୍ତି । ଏମାନେ ନିଜେ ଯେତେବି କଷ୍ଟ ଅସୁବିଧାରେ ରହିଲେ ବି ଅନ୍ୟକୁ ସାହାଯ୍ୟ କରି ଥାନ୍ତି । ଏମାନେ କାହା ବିଷୟରେ ଖରାପ କୁହନ୍ତି ନାହିଁ ଏବଂ ଏମାନଙ୍କ ପାଖରେ ବହୁତ ଧୋର୍ୟ୍ଯ ଶକ୍ତି ଅଛି । ଏହା ଛଡା ଏହି ବ୍ୟକ୍ତି ମାନେ ନିଜ ହୃଦୟ ରେ ଅନେକ ରହସ୍ୟ ଥାଏ । ଏମାନଙ୍କ ଜୀବନରେ ଯେତେ ବି କଷ୍ଟ ଅସୁବିଧା ଦୁଃଖ ଆସୁ କିନ୍ତୁ ଏମାନେ ସର୍ଵଦା ହସୁଥାନ୍ତି ।

ଏମାନେ ଅନ୍ୟର ଦୁଃଖ କୁ ବହୁତ ଭଲ ଭାବେ ବୁଝି ପାରନ୍ତି ଏବଂ ନିଜ ପରିବାର କୁ ବହୁତ ଭଲ ମଧ୍ୟ ପାଆନ୍ତି । ଏମାନେ ନିଜ ପରିବାରର ଖୁସି ପାଇଁ ନିଜ ଖୁସି ମଧ୍ୟ ତ୍ୟାଗ କରି ପାରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *