କିନ୍ନରଙ୍କ ହାତରେ ପଇସା ଦେବା ପରେ ନିଶ୍ଚୟ କୁହନ୍ତୁ ଏହି 2 ଟି ଚମତ୍କାରୀ ଶବ୍ଦ, ଦେଖିବେ ଚମକିବ ଭାଗ୍ୟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମାଜରେ ପୁରୁଷ ଓ ମହିଳାଙ୍କ ପରି କିନ୍ନର ମଧ୍ୟ ଆମ ସମାଜର ଏକ ଅଂଶ ବିଶେଷ ହୋଇଥାନ୍ତି । ଯେଉଁ ଜାଗାରେ କୌଣସି ପ୍ରକାର ଉତ୍ସବ ଅନୁଚିତ ହେଉଥିବ । ସେହି ଜାଗାକୁ କିଏ ଆସୁ ଅବା ନଆସୁ କିନ୍ନର ମାନେ ଯଦି ଜାଣିଥିବେ । ତେବେ ସେମାନେ ସେହି ଜାଗାକୁ ନିହାତି ଭାବରେ ଯାଇଥାନ୍ତି । ସେଠାକୁ ଯାଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥାନ୍ତି ।

କଥାରେ ଅଛ କିନ୍ନରଙ୍କୁ ଦାନ ଧର୍ମ କରିବା ଦ୍ଵାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକ କିନ୍ନରଙ୍କୁ ଖୁସି ମନରେ ଟଙ୍କା ଅଥବା କୌଣସି ଜିନିଷ ଦାନ କରିଥାଏ । ଏହାକୁ ଗ୍ରହଣ କରିବା ପରେ କିନ୍ନର ଯଦି ଦାନ ଦକ୍ଷିଣାରେ ଅତ୍ୟନ୍ତ ଖୁସି ହୋଇ ଦେଇଥିବା ଲୋକ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ତେବେ କିନ୍ନର ସେହି ଲୋକଙ୍କୁ ଯେଉଁ ଆଶ୍ରୀବାଦ ଦେଇଥାନ୍ତି ।

ସତରେ ସେହି ଆଶ୍ରୀବାଦ ବ୍ୟକ୍ତିର ଆଗାମୀ ଜୀବନରେ ଅନେକ କାମରେ ଆସିଥାଏ । ବ୍ୟକ୍ତିର ଭାଗ୍ୟର ତାଲା ଖୋଲିଯାଇଥାଏ ବୋଲି ବ୍ୟକ୍ତିକୁ ଜାଣି ରଖିବା ଆବଶ୍ୟକ । ଏହା ଛଡା ଯଦି କୌଣସି ବ୍ୟକ୍ତି କିନ୍ନରଙ୍କୁ ହଇରାଣ ହର୍କତ କରିଥାଏ । ଏହା ସହିତ କିନ୍ନରଙ୍କୁ କିଛି ଦେଇ ଅଯଥା ଯୁକ୍ତି ତର୍କ କରିଥାଏ। ତେବେ ସେହି ବ୍ୟକ୍ତି ପାଇଁ କିନ୍ନରଙ୍କ ମୁଖରୁ ଯେଉଁ ଅଭିଶାପ ବାହାରି ଥାଏ ।

ସେହି ଅଭିଶାପ ବହୁତ ହିଁ ଖତରନାକ ହୋଇଥାଏ । ଏହି ଅଭିଶାପ ପାଇଥିବା ବ୍ୟକ୍ତିର ଭାଗ୍ୟ ଖରାପ ଆସିଯାଇଥାଏ ବୋଲି କୁହାଯାଇଥାଏ । ତେଣୁ କିନ୍ନରକୁ ନିଜ ସକ୍ଷମ ଅନୁସାରେ କିଛି ଦାନ କରିବା ସହିତ ତାଙ୍କର କୌଣସି ପ୍ରକାର କ୍ରୋଦ୍ଧର ଶିକାର ହେବା ବ୍ୟକ୍ତିକୁ ଉଚିତ ନୁହେଁ । କିନ୍ନରଙ୍କୁ ଦାନ କରିବା ତ ବହୁତ ଶୁଭ କଥା ହୋଇଥାଏ ।

ଏହା ସହିତ ଆପଣ ମାନେ ଏହି କଥା ଉପରେ ଧ୍ୟାନ ରଖିବା ଉଚିତ କି କିନ୍ନରଙ୍କୁ ଯେତେବେଳେ ଦାନ ଧର୍ମ କରୁଛନ୍ତି । ସେହି ସମୟରେ ଏହି କାମ ନିହାତି କରିବା ଉଚିତ । ଯେତେବେଳେ କିନ୍ନରଙ୍କୁ କିଛି ଦାନ ରୂପେ ଦେଉଥାନ୍ତି । ଦାନ ପାଇ କିନ୍ନର ଯିବା ସମୟରେ କିନ୍ନରକୁ ପୁଣି ଥରେ ଆସିବାକୁ କହିବେ ।

ଏହି କଥା ଶୁଣି କିନ୍ନର ବହୁତ ଖୁସି ହୋଇଯାଇଥାନ୍ତି । ତାଙ୍କୁ ଲାଗିଥାଏ ଯେ ଆପଣ ଦେଇଥିବା ଜିନିଷ ଦୟାରେ ନୁହେଁ ବଂର ଆପଣ ଖୁସି ମନରେ ତାଙ୍କୁ ଦାନ କରିଛନ୍ତି । ଏହି କଥା ଶୁଣି କିନ୍ନର ମାନେ ନିଜ ଖୋଲା ହୃଦୟରେ ଆପଣଙ୍କୁ ଯେଉଁ ଆଶ୍ରୀବାଦ ଦେବେ । ସେହି ଆଶ୍ରୀବାଦ ପ୍ରାପ୍ତ ପରେ ବ୍ୟକ୍ତି ଜୀବନରେ ବହୁତ କିଛି ଉନ୍ନତି କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *