କିନ୍ନର ମାନଙ୍କ ଅନ୍ତିମ ସଂସ୍କାର ରାତିରେ ହିଁ କାହିଁକି ହୋଇଥାଏ ? ଜାଣନ୍ତୁ ଏହାର ରହସ୍ୟ

ଭଗବାନ ଗଢିଥିବା ମନୁଷ୍ୟ ର ତିନୋଟି ପକ୍ଷ ଥାଏ । ନାରୀ, ପୁରୁଷ, ଓ କିନ୍ନର । ଆମ ମଣିଷ ସମାଜ ନିଜ ମିଛ ଅହଂକାର ଓ ଗର୍ବ ପାଇଁ କିନ୍ନର ମାନଙ୍କୁ ତଡି ଦେଇଥାଏ ।କିନ୍ନର ଙ୍କୁ ଆଦିଶକ୍ତି ର ଅର୍ଦ୍ଧ ନାରେଶ୍ୱରୀ ଙ୍କ ରୂପ ମଧ୍ୟ କୁହାଯାଏ । କିନ୍ତୁ ସେମାନେ ଆମ ହସ ସୁଖ ରେ ସାମିଲ ହୋଇ ତାଙ୍କ ଆଶୀର୍ବାଦ କରନ୍ତି ।

କିନ୍ନର ଙ୍କ ଅଭିଶାପ ଓ ଆଶୀର୍ବାଦ ଏହି ଦୁଇଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ତେବେ ଏମାନଙ୍କ ର ଅନ୍ତିମ ସଂସ୍କାର ବହୁତ ରହସ୍ୟମୟ ହୋଇଥାଏ । ଏହା ଗରୁଡ଼ ପୁରାଣ ରେ ବର୍ଣିତ ହେଇଛି । କିନ୍ନର ମାନଙ୍କୁ ଏକ ଏପରି ଆଶ୍ରିବାଦ ପ୍ରାପ୍ତି ହେଇଛି ଯେ ଯେଉଁ କିନ୍ନର ମୃ-ତ୍ୟୁ ବରଣ କରିବାକୁ ଯାଉ ଥାଏ  ।

ସେ ମୃ-ତ୍ୟୁ ପୂର୍ବରୁ  ଜାଣି ଯାଆନ୍ତି କି ସେମାନଙ୍କ ଆୟୁ ପୁରି ଆସିଲାଣି ତେଣୁ ସେମାନେ ମୃତ୍ୟୁ ର କିଛି ଦିନ ପୂର୍ବ ରୁ ଅନ୍ନ ତ୍ୟାଗ କରି ପାଣି ପିଇ ରହି ଥାନ୍ତି । ଏହା ପରେ ଯେଉଁ କିନ୍ନର ମୃ-ତ୍ୟୁ ବରଣ କରେ ତାହାର ମୃ-ତ ଦେହ କୁ ଧଳା କନା ରେ ଘୋଡାଇ ଦେଇ ଥାଆନ୍ତି । କିନ୍ନର ର ମୃ-ତ ଶରୀର କୁ  ଅର୍ଧ ରାତି ରେ ନିଆଯାଏ । କିନ୍ନର ଙ୍କ ମୃ-ତ ଶରୀର କୁ ହିନ୍ଦୁ ଧର୍ମ ଭଳି ପୋଡାଯାଏ ନାହିଁ ।

ସେମାନଙ୍କ ଶରୀର କୁ ପୋ-ତା ହୋଇଥାଏ। କିନ୍ନର ର ମୃ-ତ ଦେହ କୁ ଅନ୍ୟ କିନ୍ନର ମାନେ ମଝିରେ ରଖି ଗା-ଳି ଦେଇଥାନ୍ତି ଓ ଚ-ପ-ଲ ମା-ରି- ଥା-ନ୍ତି । ଏହା ପଛରେ ଥିବା ରହସ୍ୟ  ହେଉଛି ଏମିତି କରିବା ଦ୍ଵାରା ଯେଉଁ କିନ୍ନର ମୃ-ତ୍ୟୁ ବରଣ କରିଥାଏ ତାହାର ଏହି ଜନ୍ମରେ ଥିବା ସବୁ ପା-ପ କ୍ଷୟ ହୋଇ ଯିବ । କିନ୍ନର ମାନେ କେହି କିନ୍ନର ମ-ରି-ଲେ ଦୁଃ-ଖ ବା ଶୋ-କ କରନ୍ତି ନାହିଁ ଓଲଟା ତା ମୃ-ତ ଦେହ କୁ ରଖି ଖୁସି ରେ ନାଚ ଓ ଗୀତ କରନ୍ତି ।

ସେମାନେ ଏହା ଭାବନ୍ତି କି ଏବେ ସେ କିନ୍ନର ଭଳି ନ-ର୍କ ଜନ୍ମ ରୁ ମୁକ୍ତି ପାଇଲା । କିନ୍ନର ମାନଙ୍କ ଶ-ବ କୁ ଅନ୍ୟ ଲୋକଙ୍କ ପରି ୪ କାନ୍ଧ ରେ ନିଆ ଯାଏ ନାହିଁ ବରଂ ସିଧା କରି ନିଆଯାଏ । ଓ କୌଣସି ବ୍ୟକ୍ତି ଯଦି କିନ୍ନର ର ଶ-ବ -ଦା-ହ ଦେଖନ୍ତି ତେବେ ସେ ମଧ୍ୟ ପର ଜନ୍ମ ରେ କିନ୍ନର ହେବେ । ତେଣୁ କରି କିନ୍ନର ମାନେ ଆଗ ହିଁ ଲୋକମାନଙ୍କୁ ସଜାଗ କରନ୍ତି ଯେପରି କେହି ତା ମୃ-ତ ଦେହ ନ ଦେଖନ୍ତୁ ।

କିନ୍ନର ମାନଙ୍କ ଶ-ବ କୁ ଯଦି କେହି ବ୍ୟକ୍ତି ଲୁ-ଚି-କି ଦେଖେ ତେବେ ସେ ବଞ୍ଚିବା କଷ୍ଟ କର ହୋଇ ଥାଏ । କିନ୍ନର ର ମୃ-ତ୍ୟୁ ପରେ ଅନ୍ୟ କିନ୍ନର ମାନେ ୧ ସପ୍ତାହ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ନିଜ ଭଗବାନ ଇରାବନ ଙ୍କ ନିକଟରେ ପ୍ରାର୍ଥନା କରନ୍ତି   । ଯେପରି ମୃ-ତ୍ୟୁ-ବ-ରଣ କରିଥିବା କିନ୍ନର ଯଦି କୌଣସି ସୌଭାଗ୍ୟ ରୁ ବଂଚିତ ଥିବ ତାହା ତା ପୁନର୍ଜନ୍ମ ରେ ପୂରା ହେଉ ଓ ସେ ଏକ ପୂର୍ଣାଙ୍ଗ ଜନ୍ମ ଗ୍ରହଣ କରୁ ।

ତେଣୁ ନିଜ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ଏବଂ ଏହା ଛଡା ନିଜ ବାସ ରାତି ରେ ମଧ୍ୟ ପୁରୁଷ ମାନେ କେବେ ଲାଜ କିମ୍ବା ଡରିବା ଉଚିତ ନୁହେଁ ନହେଲେ ଆପଣ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *