ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।
ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ ।
ବନ୍ଧୁଗଣ ଶାସ୍ତ୍ର ଅନୁସାରେ ନିଜର ଜନ୍ମ ତାରିଖ ରୁ ଆପଣ ନିଜର ସଫଳତା ର ରହସ୍ୟ କୁ ଖୋଜି ପାଇ ପାରିବେ । ତେବେ ଏହା କିପରି ସମ୍ଭବ ତାହା ଆଜି ଆମେ ଆପଣଂକୁ ଜଣାଇବୁ । ବନ୍ଧୁଗଣ ସମସ୍ତ ମନୁଷ୍ୟ ନିଜ ଜୀବନ ରେ ସଫଳତା ପାଇବା ପାଇଁ ଚାହିଁଥାନ୍ତି । କିନ୍ତୁ ସମସ୍ତେ ସବୁ କ୍ଷେତ୍ର ରେ ସଫଳ ହୋଇ ପାରି ନ ଥାନ୍ତି । ସଫଳତା ହାସଲ କରିବା ପାଇଁ ପରିଶ୍ରମ ସହିତ ଭାଗ୍ୟ ସାଥ ଦେବା ବହୁତ ଆବଶ୍ୟକ ଅଟେ ।
ଯଦି ଆପଣ କୌଣସି ମାସ ର ୧ କିମ୍ବା ୨୮ ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଜ ଜୀବନ ର ୨୨ ବର୍ଷ ରେ ସଫଳତା ପାଇ ପାରିବେ ।
ଯଦି ଆପଣ କୌଣସି ମାସ ର ୨,୧୧,୨୦ କିମ୍ବା ୨୯ ତାରିଖ ଦିନ ଜନ୍ମ ହେଉଛନ୍ତି ତେବେ ଆପଣ ନିଜର ୨୪ ବର୍ଷ ରେ ସଫଳତା ହାସଲ କରିପାରିବେ ।
ଯେଉଁମାନେ ୩,୧୨,୨୧ ଓ ୩୦ ତାରିଖ ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କୁ ସଫଳତା ମିଳିବାକୁ ଅଧିକ ସମୟ ଲାଗିଥାଏ । ସେମାନେ ପ୍ରାୟ ୩୨ ବର୍ଷ ରେ ସଫଳତା ହାସଲ କରିଥାନ୍ତି ।
ଯେଉଁ ମାନେ ୪,୧୩,୨୨ ଓ ୩୧ ତାରିଖ ଦିନ ଜନ୍ମ ହୋଇଥାଆନ୍ତି ସେମାନେ ଟିକେ ବିଳମ୍ବ ରେ ସଫଳତା ପାଇଥାନ୍ତି । ଅଙ୍କ ଶାସ୍ତ୍ର ଅନୁସାରେ ଏମାନେ ୩୬ କିମ୍ବା ୪୨ ବର୍ଷ ରେ ସଫଳତା ପାଇଥାନ୍ତି ।
ଯେଉଁମାନେ ୫,୧୪ ଓ ୨୩ ତାରିଖ ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ୩୨ ତାରିଖ ଦିନ ସଫଳତା ହାସଲ କରିଥାନ୍ତି ।
ଯେଉଁ ବ୍ୟକ୍ତି ମାନେ ୬,୧୫ ଓ ୨୪ ତାରିଖ ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ୨୫ ବର୍ଷ ବୟସ ରେ ସଫଳତା ହାସଲ କରିଥାନ୍ତି ।
ଯେଉଁମାନେ ୭,୧୬ ଓ ୧୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ୩୮ କିମ୍ବା ୪୪ ବର୍ଷ ବୟସ ରେ ସଫଳତା ହାସଲ କରିଥାନ୍ତି ।
ଯେଉଁମାନେ ୮,୧୭ କିମ୍ବା ୨୬ ତାରିଖ ରେ ଜନ୍ମ ନେଇଥାନ୍ତି ସେମାନେ ୩୬ କିମ୍ବା ୪୨ ବର୍ଷ ବୟସ ରେ ସଫଳତା ହାସଲ କରିଥାନ୍ତି ।
ଯଦି ଆପଣ ୯,୧୮ କିମ୍ବା ୨୭ ତାରିଖ ଦିନ ଜନ୍ମଗ୍ରହଣ କରିଥାନ୍ତି ତେବେ ଆପଣ ୨୮ ବର୍ଷ ବୟସ ରେ ସଫଳତା ହାସଲ କରିବେ ।
ତେଣୁ ନିଜ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ଏବଂ ଏହା ଛଡା ନିଜ ବାସ ରାତି ରେ ମଧ୍ୟ ପୁରୁଷ ମାନେ କେବେ ଲାଜ କିମ୍ବା ଡରିବା ଉଚିତ ନୁହେଁ ନହେଲେ ଆପଣ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ।