Kidney ରେ ସ୍ଟୋନ ଥିଲେ ଭୁଲରେ ବି ଏହି ଖାଆନ୍ତୁ ନାହିଁ ଏହି 5 ପ୍ରକାର ଖାଦ୍ଯ, ହୋଇଥାଏ ବିଶ ସମାନ

ନମସ୍କାର ବନ୍ଧୁଗଣ ତେବେ କିଡନୀ ପଥର ବା କି-ଡ-ନୀ ଷ୍ଟୋ-ନ ଏକ ଗମ୍ଭୀର ସମସ୍ୟା । ପଥରୀର ଯ-ନ୍ତ୍ର-ଣା ଅ-ସ-ହ୍ୟ । ଶରୀରର ଯେକୌଣସି ସ୍ଥାନରେ, କି-ଡ-ନୀରେ କିମ୍ବା ବ୍ଲା-ଡ-ର-ରେ ପଥର ସୃଷ୍ଟି ହୋଇପାରେ । ସାଧାରଣତଃ ,କିଡନୀରେ ସୃଷ୍ଟି ହୋଇଥିବା ପଥର ଗୁଡିକ ଔଷଧ ସାହାଯ୍ୟରେ ପ-ରି-ସ୍ରା ମାଧ୍ୟମରେ ବାହାର କରା ଯାଇଥାଏ, କିନ୍ତୁ ବ୍ଲା-ଡ-ର-ରେ ସୃଷ୍ଟି ହୋଇଥିବା ପଥର ଗୁଡିକ ଅର୍ଥାତ୍ ଗା-ଲ୍ ବ୍ଲା-ଡ-ର-ରେ ଅ-ପ-ରେ-ସ-ନ୍ ମାଧ୍ୟମରେ ଶରୀରରୁ ବାହାର କରା ଯାଇଥାଏ ।

ମୂତ୍ରରେ ମିଳୁଥିବା ରାସାୟନିକ ପଦାର୍ଥ ଯୋଗୁଁ କି-ଡ-ନୀ ପଥର ସୃଷ୍ଟି ହୁଏ । ଯେତେ ବେଳେ କୌଣସି ରାସାୟନିକ କାରଣରୁ ପ-ରି-ସ୍ରା ମୋଟା ହୋଇଯାଏ, ସେତେ ବେଳେ ପଥର ଗଠନ ଆରମ୍ଭ ହୁଏ । ସେଗୁଡ଼ିକ ଅନେକ ପ୍ରକାରର, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସମାନ ଲକ୍ଷଣ ଥାଏ । କିଡନୀ ହେଉଛି ଏକ ମୁଷ୍ଟିର ଆକାର, ଯାହା ଶରୀରର ତରଳ ଏବଂ ରାସାୟନିକ ସ୍ତରକୁ ବଜାୟ ରଖେ ।

କି-ଡ-ନୀ ରକ୍ତକୁ ସଫା କରିଥାଏ ଏବଂ ମୂ-ତ୍ର ମାଧ୍ୟମରେ ଏଥିରେ ଥିବା ବି-ଷା-କ୍ତ ପଦାର୍ଥକୁ ବାହାର କରିଥାଏ । ସେ ରକ୍ତରେ ସୋଡିୟମ୍, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ସ୍ତରକୁ ନିୟନ୍ତ୍ରଣ କରନ୍ତି । କ୍ୟାଲସିୟମ୍ ପଥର ହେଉଛି କିଡନୀ ପଥରର ସବୁଠାରୁ ସାଧାରଣ ପ୍ରକ୍ରିୟା ।

କିଡନୀରେ ଅତ୍ୟଧିକ କ୍ୟାଲସିୟମ୍ ହେତୁ ଏଗୁଡ଼ିକ ସୃଷ୍ଟି ହୁଏ । ଏହା ବ୍ୟତୀତ, ଅନେକ କାରଣ ଅଛି ଯାହା ପଥର ଗଠନ ହେବାର ଆଶଙ୍କା ବଢ଼ାଇଥାଏ । ଯଦି ଆପଣ ଅଳ୍ପ ପାଣି ପିଅନ୍ତି, ତେବେ କିଡନୀ ଶରୀରରୁ ବି-ଷା-କ୍ତ ପଦାର୍ଥକୁ ପ-ରି-ସ୍ରା ମାଧ୍ୟମରେ ବାହାର କରିବାରେ ସକ୍ଷମ ହୁଏ ନାହିଁ । ଏଭଳି ପରିସ୍ଥିତିରେ କିଡନୀ ପଥର ସୃଷ୍ଟି ହେବାର ସମ୍ଭାବନା ଅଧିକ । ତେବେ ଏହି ସମସ୍ୟା ଦେଖା ଦେଲେ କିଛି ଖାଦ୍ୟ ଏଭଳି ଅଛି ଯାହା ଠାରୁ ଦୂରରେ ରହିବା ଉଚିତ । ତେବେ ସେଗୁଡିକ ହେଉଛି ।


୧- ପ୍ରଥମ ରେ ହେଉଛି ଅକ୍ସିଲେଟ ଥିବା ଖାଦ୍ୟ କୁ ଖାଇବା ଉଚିତ ନୁହେଁ । ଯେପରି, ବାଇଗଣ, ଚକ୍ଲେଟ, ଟମାଟୋ, ବ୍ରୋକୋଲି, ଭେଣ୍ଡି, ପାଳଙ୍ଗ, ସୋୟାବିନ, ଚାଉଳ, ଚଣା, ବୁଟ ଇତ୍ୟାଦି ଖାଦ୍ୟ ରୁ ଦୁରେଇ ରହିବା ଉଚିତ ।

୨- ଦ୍ୱିତୀୟ ରେ ହେଉଛି ଚିକେନ୍, ମାଂ-ସ, ମା-ଛ ଏବଂ ଘୁ-ଷୁ-ରି ପରି ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଡନୀରେ ପଥର ହେବାର ସମ୍ଭାବନା ମଧ୍ୟ ବଢ଼ିପାରେ । କାରଣ ଏହି ମାଂ-ସ କୁ ହ-ଜ-ମ କରିବାରେ ବହୁତ ଅସୁବିଧା ହୋଇ ଯାଇଥାଏ । ତେଣୁ ମାଂ-ସ ଠାରୁ ଦୂରେଇ ରହିବା ଉଚିତ ।

୩- ତୃତୀୟ ରେ ହେଉଛି କାର୍ବୋନେଟ ଡ୍ରିଙ୍କ । ତେବେ ଆପଣ ବଜାରରେ ମିଳୁଥିବା କୋଲଡ଼ ଡ୍ରି-ଙ୍କ କୁ କିମ୍ବା ସୋ-ଢା କୁ ପିଅନ୍ତୁ ନାହିଁ । ଏହି ସମୟରେ ଅଧିକ ମାତ୍ରା ରେ ପାଣି ପିଅନ୍ତୁ କିନ୍ତୁ ଏହି ସବୁ ଜିନିଷ ରୁ ଦୁରେଇ ରୁହନ୍ତୁ ନଚେତ ଏହା ଆହୁରି ଅଧିକ ଅସୁବିଧା କରେଇ ପାରିବ ।

୪- ଚତୁର୍ଥ ରେ ହେଉଛି ସୋଡିୟମ ଯୁକ୍ତ ଜିନିଷ । ତେବେ ଏହି ସମୟରେ ଆପଣ ସୋଡିୟମ ଯୁକ୍ତ ଜିନିଷ କୁ ଖାଇବା ଉଚିତ ନୁହେଁ ତେବେ ସେହିଭଳି ଖାଦ୍ୟ ହେଉଛି ଚିପ୍ସ, ସ୍ନାକ୍ସ କିମ୍ବା ନିଜ ଖାଦ୍ୟରେ ଅଧିକ ଲୁଣ ଖାଇବା ମଧ୍ୟ ଉଚିତ ନୁହେଁ ।

୫- ପଞ୍ଚମ ରେ ହେଉଛି ଅଧିକ ଭିଟାମିନ ସି ମଧ୍ୟ ନେବା ଉଚିତ ନୁହେଁ କାରଣ ଏହାକୁ ବ୍ୟବହାର କରିବା ଦ୍ୱାରା ଆମକୁ କିଡନୀ ପଥର ହୋଇ ଯାଇଥାଏ ଏବଂ ଯାହାକୁ ଏହି ସମସ୍ୟା ହୋଇଥାଏ ସେ ତ ନିଶ୍ଚିତ ଭାବରେ ଏହା ଠାରୁ ଦୂରେଇ ରହିବା ଉଚିତ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *