Health Tips- କ୍ଷୀର ସହିତ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ ଡାକ୍ତର ବି କହି କରି ପାରିବେନି…

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଲୋକ ଖୁବ କମ ବୟସ ରୁ ହିଁ ନାନା ପ୍ରକାର ର ରୋଗ ବ୍ୟାଧି ରେ ଗ୍ରସ୍ତ ହୋଇଥିବାର ଦେଖା ଯାଉଛନ୍ତି । ଯାଞ୍ଚ ରୁ ଜଣ ପଡିଛି କି ଏହାର ମୁଖ୍ୟ କାରଣ ହେଉଛି ଆମେ ଖାଉଥିବା ଖାଦ୍ୟ ପଦାର୍ଥ । ଆଜ୍ଞା ହିଁ ! ଆମ ରୋଗ ବ୍ୟାଧିର ମୁଖ କାରଣ ଆମ ଦୈନଦିନ ଜୀବନର ଶୈଳୀ ହିଁ ଅଟେ । ଠିକ ଭାବରେ ଓ ଠିକ ସମୟରେ ଖାଦ୍ୟ ର  ବ୍ୟବହାର ନ ଜାଣି କରୁଥିବା କାରଣ ରୁ ଆମେ ମାନେ ବିଭିନ୍ନ ଭୟାବହ ରୋଗ ର ଶିକାର ହେଉଛୁ ।

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି କ୍ଷୀର ରେ ଏତେ ମାତ୍ରାରେ ଭିଟାମିନ୍ସ ରହିଅଛି କି ଯାହା ଦ୍ଵାରା ଏହା ଆମ ଶରୀର କୁ ବହୁ ରୋଗ ରୁ ରକ୍ଷା କରିଥାଏ । ଯାହା କାରଣ ରୁ ପ୍ରତ୍ଯେକ ଘରେ ପିଲା ରୁ ବୟସ୍କ ପର୍ଯ୍ୟନ୍ତ ପ୍ରତେକ ଲୋକ କ୍ଷୀର କୁ ପ୍ରତିଦିନ ସେବନ କରିଥାନ୍ତି ।

କିନ୍ତୁ କିଛି ଏପରି ଜିନିଷ ମଧ୍ୟ ରହିଅଛି, ଯାହାକୁ କି କ୍ଷୀର ସହ ସେବନ କରିବା ଦ୍ଵାରା ଆମେ ଭୟାନକ ରୋଗ ର ଶିକାର ହୋଇ ପାରୁ । ବନ୍ଧୁଗଣ ପ୍ରଥମେ କେବେ ମଧ୍ୟ କ୍ଷୀର ସହ ଦହିର ସେବନ କରିବା ଉଚିତ ହୋଇ ନଥାଏ । ଯଦି ଆପଣ କ୍ଷୀର କିମ୍ବା ଦହି ଖାଉଛନ୍ତି, ତେବେ ଏହାର ଅତି କମ ରେ ଏକ ଘଣ୍ଟା ପରେ ଅନ୍ୟ ଟିର ସେବନ କରନ୍ତୁ ।

ନଚେତ ଆପଣ ଙ୍କୁ ଅତି ଭୟଙ୍କର ଭାବରେ ଗ୍ଯାସ ଏସିଡିଟି ବା ବାନ୍ତି ଆଦିର ସମ୍ମୁଖୀନ ହେବାକୁ ପଡିଥାଏ । ଦ୍ବିତୀୟରେ ବନ୍ଧୁଗଣ କ୍ଷୀର ସହ କେବେ ମଧ୍ୟ କ୍ଷୀର ସହ କୌଣସି ଖାତା ଜାତୀୟ ଫଳ ର ସେବନ କରିବା ଶରୀରର ପାଇଁ ଉଚିତ ହୋଇ ନଥାଏ । ତୃତୀୟରେ କ୍ଷୀର ସହ କଦଳୀ କେବେ ଖାଇବା ଉଚିତ ହୋଇ ନଥାଏ । କାରଣ ଏହା ଶରୀରରେ କଫ ସୃଷ୍ଟି କରିଥାଏ ଓ ତାହାସହ ଏହା ପାଚନ କ୍ରିୟାରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ କେବେ ମଧ୍ୟ କ୍ଷୀର ସହ କୌଣସି ପ୍ରକାର ମାଛ ମାଂସ ଆଦିର ସେବନ କରିବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଚର୍ମ ଜନିତ ରୋଗ ର ସମ୍ମୁଖୀନ ହେବାକୁ ପଡିଥାଏ । ତାହାଛଡା କ୍ଷୀର ସହ ମାଛର ସେବନ କରିବା ଦ୍ଵାରା ଗ୍ଯାସ ଓ ବଦ୍ହଜମ ଭଳି ସମସ୍ଯା ମଧ୍ୟ ଡେକହ ଯାଇଥାଏ ।

ବନ୍ଧୁଗଣ ଅନେକ ଥର ଦେଖା ଯାଇଥାଏ କି ଲୋକ ମାନେ ସକାଳେ କିମ୍ବା ଖାଇବା ସମୟରେ କ୍ଷୀର କୁ ତୁରନ୍ତ ହିଁ ଖାଇ ଦେଇଥାନ୍ତି । କିନ୍ତୁ ଏହା ଶରୀର ପାଇଁ ଉଚିତ ହୋଇ ନ ଥାଏ । କ୍ଷୀର କୁ ସବୁବେଳେ ଖାଇବାର କିଛି ସମୟ ପରେ ହିଁ ସେବନ କରିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟାବାଦ

Leave a Reply

Your email address will not be published. Required fields are marked *