Health Tips- 90 ବର୍ଷ ପର୍ଯ୍ୟନ୍ତ ଆସିବ ନାହିଁ ବୁଢାପା, ବାଳ ହେବ କଳା, ଆଖି ଓ ଦିମାଗ ହେବ ତେଜ, କେବଳ କ୍ଷୀର ସହିତ ଖାଆନ୍ତୁ ଏହି 2 ଟି ଜିନିଷ

ନମସ୍କାର ବନ୍ଧୁଗଣ । ସମସ୍ତେ ଅଧିକ ରୁ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଓ ସୁନ୍ଦର ରହିବାକୁ ଚାହିଁଥାନ୍ତି । ଯାହାଫଳରେ ସେମାନେ ଅଧିକ ରୁ ଅଧିକ ଦିନ ନିଜ ପ୍ରିୟ ଲୋକଙ୍କ ସହ ସୁନ୍ଦର ସମୟ ଅତିବାହିତ କରି ପାରିବେ । କିନ୍ତୁ ବନ୍ଧୁଗଣ ଆଜିକାଲିର ଦୈନଦିନ ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି କି ଯାହାଫଳରେ ରେ ଖୁବ କମ ବୟସ ରେ ହିଁ ଲୋକ ମାନେ ଭିନ୍ନଭିନ୍ନ ରୋଗ ବ୍ୟାଧିର ଶିକାରରେ ପୀଡିତ ହେଉଛନ୍ତି ।

ତାହାସହ କମ ବୟସ ରୁ ଶରୀରରେ କ୍ୟାଲସିୟମ ର ଅଭାବ ମଧ୍ୟ ଦେଖିହବାକୁ ମିଳୁଛି । ଯାହା କାରଣ ରୁ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା, ଦ୍ରୁଷ୍ଟି ଶକ୍ତି ତଥା ସ୍ମରଣ ଶକ୍ତି ର ମଧ୍ୟ ଅଭାବ ଲୋକ ଙ୍କ ଠାରେ ଦେଖିବାକୁ ମିଳୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ପାଖା ପାଖି ୯୦ ବର୍ଷ ବୟସ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟତା ର କଷ୍ଟ ରୁ ନିଜକୁ ବଞ୍ଚାଇ ପାରିବେ ।

ତାହା ଛଡା ଆପଣ ଙ୍କ ଯଦି କୋଣସି କେଶ ଜନିତ ସମସ୍ଯା କିଛି ରହିଛି ବା ଦ୍ରୁଷ୍ଟି ଶକ୍ତି କିମ୍ବା ସମରନ ଶକ୍ତି ରେ କୌଣସି ପ୍ରକାରର କିଛି ସମସ୍ୟା ରହିଥାଏ, ତାହା ମଧ୍ୟ ଖୁବ ଶୀଘ୍ର ଦୂର ହୋଇଯିବ । ବନ୍ଧୁଗଣ ଆଜିର ଉପଚାର ଟି ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଆବଶ୍ୟକ ପଡିବ ପୋସ୍ତକ । ବନ୍ଧୁଗଣ ପୋସ୍ତକ ରେ ଏପରି ଏପରି ଗୁଣ ମାନ ରହିଅଛି, ଯାହାକି ଆପଣ ଙ୍କ ଶରୀରର କୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗ ମାନ ରୁ ରକ୍ଷା ମଧ୍ୟ କରିଥାଏ ।

ଏହି ଉପଚାର ଟିକୁ ସେବନ କରିବା ପାଇଁ ଆପଣ ପାଖା ପାଖି ଏକ ରୁ ଦେଢ ଚାମଚ ପୋଷ୍ଟକ ଦାନ କୁ କିଛି ଘଣ୍ଟା ପାଇଁ ପାଣି ରେ ଭିଯାଇ ଦିଅନ୍ତୁ । ଏହାସହ ଆପଣ ସେଥିରେ କିଛି କିସମିସ ଓ ୪/୫ ଟି ବାଦାମ ମଧ୍ୟ ମିଶାଇ ଭିଯାଇ ପାରନ୍ତି । ତାହା ସହ ଏଥିରେ ଆପଣ ଏକ ମୁଠା ପଦ୍ମ ମଞ୍ଜି କୁ ଏକ ଗ୍ଳାସ କ୍ଷୀରରେ ୩ ରୁ ୪ ମିନିଟ ପାଇଁ ଫୁଟାଇ ମିଶାଇ ଏହାକୁ ପ୍ରତିଦିନ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ମାସ ମାତ୍ର ସେବନ କରନ୍ତୁ ।

ମିଠା ପାଇଁ ଆପଣ ଏଥିରେ ଆବଶ୍ୟକ ଅନୁସାରେ ମିଶ୍ରି ମିଶାଇ ପାରନ୍ତି । ଏହା ଏତେ ମାତ୍ରାରେ ପ୍ରଭବ ଶାଳୀ ହୋଇଥାଏ କି ଏହା ଶରୀରର ପୁରୁଣା ରୁ ପୁରୁଣା ଦୁର୍ବଳତା କୁ ଦୂର କରି ଦେଇଥାଏ ।  ଏହାକୁ ପିଇବା ଦ୍ଵାରା ଶାରୀରିକ ବଳ ମିଳିବା ସହ ମାନସିକ ଚିନ୍ତା ରୁ ମୁକ୍ତି ମିଳିଥାଏ ଓ ରାତି ରେ ନିଦ ମଧ୍ୟ ଭଲ ହୋଇଥାଏ । ତେବେ ବନ୍ଧୁଗଣ ଏହି ଉପଚାର ଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କଇରବକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *