Vastu Tips- ଖଟ ତଳେ ଭୁଲରେ ବି ରଖନ୍ତୁ ନାହିଁ 3 ଟି ଜିନିଷ ଧିରେ ଧିରେ ହେବ ସର୍ବନାଶ !

ନମସ୍କାର ବନ୍ଧୁଗଣ ,  ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ପରିବେଶ କୁ ସର୍ବଦା ସାକାରାତ୍ମକ ଊର୍ଜା ରହିବା ଉଚିତ୍ । ବାସ୍ତୁ ଘର ର ପରିବେଶ କୁ ନିର୍ଣ୍ଣୟ କରିଥାଏ ଓ ବାସ୍ତୁ ଶାସ୍ତ୍ର ଆମ ଜୀବନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣମାନଙ୍କ ଖଟ ତଳେ ରଖୁଛନ୍ତି ଏହି ଜିନିଷ ତେବେ ଆପଣଙ୍କ ଘର ହେଇଯିବ ସର୍ବନାଶ । ଖଟ ଘରର ମୁଖ୍ୟ ବସ୍ତୁ ଅଟେ ପ୍ରାୟତ ଘରମାନଙ୍କରେ ଖଟ ରହିଥାଏ ।

ଯଦି ଆପଣ ଅଜଣତ ରେ ରଖୁଛନ୍ତି ଏହି ଜିନିଷ ତେବେ ଆଜି ହିଁ ତାହାକୁ ବାହାର କରି  ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ପଡୁଥିବା ନାକାରାତ୍ମକ ପ୍ରଭାବ ଦୂର ହୋଇଯାଇଥାଏ ଓ ଘରର ଉନତି ହୋଇଥାଏ । ଆଜି ଆମେ ସେହି ବିଷୟ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ସୁଧାରି ଆପଣଙ୍କ ଘର ର ଅବନତି ରୁ ରକ୍ଷା କରିପାରିବ । ଆଧୁନିକ ଲୋକମାନଙ୍କ ଜୀବନ ଶୈଳୀ ପରିବର୍ତ୍ତନ ଯୋଗୁ ସେମାନେ ଖଟ ର ତଳେ ବା ଶୋଇବା କଠୋରୀ ରେ ଚପଲ ରଖିଥାନ୍ତି ।

ମାତ୍ର ଆପଣମାନଦେ ଜାଣିଛନ୍ତି କି ଜୋତା ଓ ଚପଲ ରେ ନାକାରାତ୍ମକ ଶକ୍ତି ଅଧିକ ମାତ୍ରାରେ ରହିଥାଏ । ଯଦି ଆପଣ ଆପଣଙ୍କ ଖଟ ତଳେ ରଖିଥାନ୍ତି ଚପଲ ତେବେ ଆଜି ଠାରୁ ସେହି ଅଭ୍ୟାସ କୁ ପରିବର୍ତ୍ତନ କଋ ଦିଅନ୍ତୁ । କାରଣ ରାତିରେ ଶୋଇଲା ସମୟରେ ଚପଲ କୁ ଖଟ ତଳେ ରଖିବା ଦ୍ଵାରା ନାକରାତ୍ମକ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ପକେଇ ଥାଏ ଓ ଏହା ଆଗକୁ ଯାଇ ଆପଣଙ୍କ ପାରିବାରିକ ଜୀବନରେ ଖରାପ ପ୍ରଭାବ ପକେଇଥାଏ ।

ତେଣୁ ଆପଣଙ୍କୁ ଏହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଘର ଭିତର କୁ ପ୍ରବେଶ କରିବା ପୂର୍ବରୁ ଆମେ ଗୋଡ କୁ ଗୋଡପୋଛା ରେ ଦେଇ ଭିତର କୁ ଯାଇଥାଉ , ଯାହା ଫଳରେ କି ଗୋଡରେ ଲାଗିଥିବା ଧୂଳି ଆବର୍ଜନା ଘର ଭିତରକୁ ଆସିନଥାଏ । କିଛି ଲୋକମାନେ ଏହାକୁ ଖଟ ର ତଳ ଭାଗରେ ଯଥା ଶୋଇବା ପରେ ଉଠି ଆମ ଗୋଡ କୁ ସଫା କରିବା ଉଦେଶ୍ୟ ।

ମାତ୍ର ଶାସ୍ତ୍ର ଅନୁସାରେ ଶୋଇବା ରୁମ ରେ ଗୋଡପୋଛା ରହିବା ଘରେ ନାକାରାତ୍ମକ ପ୍ରଭାବ କୁ ବୃଦ୍ଧି କରିଥାଏ । ଯଦି ଆପଣ ଫାଟ ସୃଷ୍ଟି ହେଇଥିବା ଖଟରେ ଶୁଅନ୍ତି ତେବେ ଆଜି ହିଁ ତାହାକୁ ବଦଳାଇ ଦିଅନ୍ତୁ । କାରଣ ଏହା ନାକାରତ୍ମକ ପ୍ରଭାବ କୁ ବୃଦ୍ଧି କରିଥାଏ । ଶୋଇଥିବା ଖଟ ମଜବୁତ ଓ ବିନା ଫାଟ ରହିବା ଦ୍ଵାରା ସାକାରାତ୍ମ ପ୍ରଭାବ ସର୍ବଦା ରହିଥାଏ ।

ଯଦି ଆପଣ ଆପଣଙ୍କ ଘରେ ସାକାରତ୍ମକ ପ୍ରଭା ରହିବାକୁ ଇଛା କରିଥାନ୍ତି ତେବେ ବାସ୍ତୁ ଶାସ୍ତ୍ର ନିୟମିତ ନିୟମମାନ କୁ ପାଳନ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *