ଖଜୁରୀ ଖାଇବାର ଫାଇଦା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ, Dates Benefits 

ନମସ୍କାର ବନ୍ଧୁଗଣ, ଶାରୀରିକ ସମ୍ବନ୍ଧ ରଖିବା ପାଇଁ ମନରେ ଜୋସ ଥିବା ଦରକାର ଏବଂ ଶରୀରରେ ତାକତ ଥିବା ଦରକାର । ଯଦି ଆପଣ ବାସ ଅଳପ ସମୟ ସମ୍ବନ୍ଧ ରଖିବା ପରେ ଥକି ଯିବେ ତେବେ ଆପଣଙ୍କ ସାଥି ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ କାରଣ ତାଙ୍କ ମନ ତ ଭରିନଥିବ ସେ ଆଉ ଟିକିଏ ସମୟ ଚାହୁଁଥିବେ ହେଲେ ଆପଣ କମଜୋର ଥିବେ ଏବଂ ଶୀଘ୍ର ଯାଉଥିବେ ଯଦି ଏହିଭଳି ସମସ୍ୟା ଆପଣଙ୍କ ଠାରେ ରହିଛି ତେବେ ଆପଣ ନିହାତି ଭାବରେ ଖଜୁରୀର ଫାଇଦା ସମ୍ପର୍କରେ ଜାଣି ରଖିବା ଉଚିତ । ତେବେ ଆସନ୍ତୁ ଜାଣିବା ।

ଖଜୁରୀରେ ରହିଥାଏ ଆଇରନ, ମିନେରାଲ, କ୍ୟାଲସିୟମ, ଫାଇବର, ଆମୀନୋ ଏସିଡ, ଫସଫରସ, ଏବଂ ଭିଟାମିନ । ବିବାହିତ ପୁରୁଷ ମାନେ ଖଜୁରୀ ଖାଇବା ଦ୍ଵାରା ବହୁତ ଫାଇଦାରେ ରହିଥାନ୍ତି । ଖଜୁରୀ ପୁରୁଷ ମାନଙ୍କ ଶରୀରରେ ସ୍ପର୍ମର ଗଣତିକୁ ବଢାଇବା ସହ ସ୍ପର୍ମର କ୍ଵାଲିଟିକୁ ମଧ୍ୟ ବଢାଇଥାଏ । ଯଦି କୌଣସି ପୁରୁଷ ବାପା ହୋଇପାରୁନାହାନ୍ତି ଏବଂ ଯଦି କୌଣସି ପୁରୁଷଙ୍କ ସ୍ତ୍ରୀ ସନ୍ତୁଷ୍ଟ ନଥାନ୍ତି ତେବେ ଏଭଳି ପରିସ୍ଥିତିରେ ପୁରୁଷକୁ ଥରେ ଖଜୁରୀ ନିହାତି ଭାବରେ ଖାଇବା ଜରୁରୀ ହୋଇଥାଏ ।

ଏହା ବ୍ୟତୀତ ବୀ ଖଜୁରୀରୁ ଆହୁରି ଅଧିକ ଲାଭ ମିଳିଥାଏ । ଯଦି କୌଣସି ବ୍ୟକ୍ତି ବହୁତ ଅଧିକ ଦୁର୍ବଳ ଏବଂ ପତଳା ହୋଇଥିବେ ତେବେ ସେମାନଙ୍କୁ ସବୁଦିନ ଖଜୁରୀ ଖାଇବା ଆବଶ୍ୟକ । ଆପଣ ଦୁଇ ରୁ ଚାରୋଟି ଖଜୁରୀ ଖାଇପାରିବେ । ଏହା ସହିତ ଏକ ଖାସ କଥା ହେଉଛି କି ଖଜୁରୀ ଆପଣଙ୍କ ଏକସରସାଇଜ କରିବାରେ ମଧ୍ୟ ଆପଣଙ୍କୁ ଅଧିକ ଶକ୍ତି ଯୋଗାଇ ଦେଇଥାଏ ।

ଆପଣଙ୍କୁ ଏକସରସାଇଜ କରିବା ସମୟରେ ଅଧିକ ହାଲିଆ ବା ଥକାପଣ ଅନୁଭୂତ ହୋଇନଥାଏ । ତେଣୁ ଯେଉଁମାନେ ଏକସରସାଇଜ ନିୟମିତ କରୁଛନ୍ତି ସେମାନେ ଖଜୁରୀ ନିହାତି ଖାଆନ୍ତୁ ।ଆପଣ ପ୍ରତ୍ୟକ ଦିନ ତିନି ରୁ ଚାରୋଟି ଖଜୁରୀ ପାଣିରେ ଭିଜାଇ ଖାଇବା ଦ୍ଵାରା ପେଟର ସମସ୍ୟା ଠିକ ହୋଇଥାଏ । କାରଣ ଏଥିରେ ଭରପୁର ମାତ୍ରାରେ ଫାଇବର ମିଳିଥାଏ ।

ନିୟମିତ ଖଜୁରୀ ଖାଇବା ଦ୍ଵାରା ଆପଣଙ୍କ ଶରୀର ଏହା ଶକ୍ତି ପହଞ୍ଚାଇ ଥାଏ । ଆପଣଙ୍କ ଭିତରେ ଜୋସ ଆଣିଥାଏ । ଆପଣଙ୍କ ହାଡକୁ ମଧ୍ୟ ଏହା ମଜବୁତ ରଖିବାର କାମ କରିଥାଏ । ତେଣି ବିବାହିତ ପୁରୁଷ ମାନେ ନିହାତି ଖଜୁରୀ ଖାଇବା ଦରକାର ଯାହାଦ୍ୱାରା ନିଜ ସ୍ତ୍ରୀଙ୍କ ପାଖକୁ ଯିବା ସମୟରେ ଭିତରୁ ପୁରା ଜୋସ ଏବଂ ଆଗ୍ରହ ଉତ୍ସାହର ସହ ସମ୍ବନ୍ଧ ରଖିପାରିବେ । ଆଉ ଅଧିକ ସମୟ ପର୍ଯ୍ୟନ୍ତ ଉଭୟଙ୍କ ଶାନ୍ତି ଅନୁଯାୟୀ ସମ୍ବନ୍ଧ ମଧ୍ୟ ଆପଣ ରଖିପାରିବେ ।

କ୍ଷୀରରେ ଖଜୁରୀକୁ ଆପଣ ଫୁଟାଇ ସେହି କ୍ଷୀରର ସେବନ କରିବା ଆବଶ୍ୟକ।  ଦିନକୁ ଆପଣ ଏକ ଗ୍ଳାସ କ୍ଷୀରରେ ଦୁଇ ରୁ ଚାରୋଟି  ଖଜୁରୀ ଫୁଟାଇ ଖାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *