5 ମିନିଟ ହାତରେ ରଖନ୍ତୁ ଲୁଣ ଆଉ ସେହି ସମୟରେ ଦେଖନ୍ତୁ ଚମତ୍କାର 

ନମସ୍କାର ବନ୍ଧୁଗଣ, ଲୁଣ ଦ୍ଵାରା କଣ ଚମତ୍କାର ହେବ ତାହା ଆପଣ ଭାବୁଥିବେ । ଲୁଣ ଆମ ଖାଦ୍ୟରେ ବ୍ୟବହାର ହେବା ସହିତ ଆମ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ବ୍ୟବହୃତ । ଜୀବନକୁ ଆନନ୍ଦମୟ କରିବାର ପ୍ରୟାସରେ ଦୁନିଆର ସବୁ ଲୋକ । କେହି ମଧ୍ୟ ନିଜ ଜୀବନକୁ ଭୋଗ ବିଳାସ ପୂର୍ଣ କରିବା ପାଇଁ କୌଣସି ପ୍ରଚେଷ୍ଟା ଛାଡିନଥାନ୍ତି । ତଥାପି ଯଦି ଭାଗ୍ୟ ସାଙ୍ଗରେ ନାହିଁ । ତେବେ ଲୁଣ ସହାୟତା ବାସ କରନ୍ତୁ ଏହି ଉପାୟ ଏବଂ କେଉଁ ଚମତ୍କାର ଘଟିବ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଆପଣଙ୍କୁ ଏହି ଉପାୟ କରିବା ପାଇଁ ଲୁଣକୁ ଆପଣଙ୍କ ଦୁଇ ହାତର ପାପୁଲିରେ ଲୁଣ ନେବାକୁ ପଡିବ । ଏହି ପ୍ରୟୋଗ ଆପଣଙ୍କୁ ସୋମବାର କିମ୍ବା ଶୁକ୍ରବାର ଦିନ ଠାରୁ ହିଁ ଆରମ୍ଭ କରିବାକୁ ପଡିବ । ଧ୍ୟାନ ରଖିବେ ଏହାକୁ ପାରିବେ ଯଦି ସୋମବାର ଠାରୁ ଆରମ୍ଭ କରିବେ ନଚେତ ଶୁକ୍ରବାର ଠାରୁ ଆରମ୍ଭ କରିବେ ।

ଆପଣଙ୍କ ଦୁଇ ହାତରେ ଆପଣ ଲୁଣ ରଖି ଆପଣଙ୍କ ଇଷ୍ଟ ଦେବଙ୍କୁ ଧ୍ୟାନ କରନ୍ତୁ । ଏବଂ ଆପଣଙ୍କ ଜୀବନରେ ଚାଲିଥିବା ଯେଉଁ ପ୍ରକାର ସମସ୍ୟା ହେଉ ନା କାହିଁକି ତାହା ଆପଣ ତାଙ୍କୁ ଜଣାନ୍ତୁ । ଆପଣ ନିଜ ଜୀବନର ସମସ୍ୟାକୁ ଆପଣଙ୍କ ମନରେ ବାରମ୍ବାର ଭାବନ୍ତୁ ଏବଂ କୁହନ୍ତୁ ଯେଭଳି ଆପଣଙ୍କ ସମସ୍ୟା ଗୁଡିକ ଲୁଣ ମଧ୍ୟକୁ ଯିବାକୁ ଲାଗିବ ।

ସମସ୍ୟାକୁ କହିବା ସମୟରେ ଆପଣ ଇଷ୍ଟ ଦେବାଙ୍କୁ ମନରେ ଧାରଣ ମଧ୍ୟ କରୁଥିବେ ଆଉ ଲୁଣ ଉପରେ ନଜର ମଧ୍ୟ ବାରମ୍ବାର ପକାଉଥିବେ । ତେବେ ଯାଇ ଆପଣଙ୍କ ସମସ୍ୟା ଲୁଣ ମଧ୍ୟକୁ ପ୍ରବେଶ କରିପାରିବ । ଏହା କରିସାରିବା ଆପଣ ସେହି ଲୁଣକୁ ଆପଣଙ୍କ ଘରେ ବିଲକୁଲ ମଧ୍ୟ ରଖନ୍ତୁ ନାହିଁ ।

ଆପଣ ସେହି ଲୁଣକୁ ନେଇ ଘର ବାହାରେ ଫୋପାଡି ଦିଅନ୍ତୁ କିମ୍ବା ତାହାକୁ ନେଇ ମାଟିରେ ପୋତିଦିଅନ୍ତୁ । ଆପଣ ଏହାକରିବା ପରେ ଆପଣଙ୍କୁ ତୁରନ୍ତ ଅନୁଭବ ହେବାକୁ ଲାଗିବ କି ଆପଣଙ୍କର ଯେଉଁ ସମସ୍ୟା ସବୁ ଥିଲା ତାହା କମ ହେବାକୁ ଲାଗିବ । ଆପଣ ଧୀରେ ଧୀରେ ଅନୁଭବ କରିବାକୁ ଲାଗିବେ ଯେମିତି ଆପଣ ଏହି ଉପାୟ କରି କରି ଯିବେ ଆପଣଙ୍କ ସମସ୍ୟା ସେତେ କମି କମି ଯିବ ।

ଆପଣ ସୋମବାର ଠାରୁ ଆରମ୍ଭ କରନ୍ତୁ କିମ୍ବା ଶୁକ୍ରବାର ଠାରୁ ଆପଣଙ୍କୁ ଏହି ଉପାୟକୁ ତିନିଦିନ ପର୍ଯ୍ୟନ୍ତ ଲଗାତାର କରିବା ଆବଶ୍ୟକ । ତେବେ ଆପଣ ଉଚିତ ଫଳ ପାଇପାରିବେ । ଏହିଭଳି ଭାବରେ ଆପଣ ଦୁଇ ହାତରେ ଲୁଣ ନେଇ କରନ୍ତୁ ଏହି ଉପାୟ ଆଉ ଯେକୌଣସି ପ୍ରକାର ବି ସମସ୍ୟାକୁ ନିଜ ଜୀବନ ଠାରୁ ଦୂରେଇ ଫୋପାଡି ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *