ଖାଇବାର ଏହିଭଳି କିଛି ରହିଛି ବିଶେଷ ମହତ୍ଵ ! ଏହି ଖାଦ୍ୟରେ କ୍ଷୀର ଠାରୁ ମଧ୍ୟ ବହୁ ଅଧିକ ଶକ୍ତି ରହିଛି, Chanakya Niti

ଚାଣକ୍ୟ ନୀତି ର ଦଶମ ଅଧ୍ୟାୟ ରେ ଚାଣକ୍ୟ କହିଛନ୍ତି କି। ୧- ଠିକ ଭାବରେ ଦେଖିକି ଚାଲିବା ଉଚିତ। କପଡ଼ାରେ ଶୁଦ୍ଧ କରି ପାଣି ପିଇବା ଉଚିତ। ଶାସ୍ତ୍ର କୁ ଶୁଦ୍ଧ କରି ଵଚନ କହିବା ଉଚିତ। ଏବଂ ମନ ରେ ବିଚାର କରି କାର୍ଯ୍ୟ କରିବା ଉଚିତ। ୨-ଧନ ହୀନ ବ୍ୟକ୍ତି କୁ ହୀନ ରେ ଗଣା ଯାଏ ନାହିଁ।ସେ ନିଶ୍ଚୟ ଧନୀ। ବିଦ୍ୟାହୀନ ବ୍ୟକ୍ତି ହିଁ ସବୁଠାରୁ ହୀନ ହୋଇଥାଏ। ୩- ଯଦି ସୁଖ ଦରକାର ତେବେ ବିଦ୍ୟା କୁ ତ୍ୟାଗ କରିଦିଅ ଏବଂ ଯଦି ବିଦ୍ୟା ଦରକାର ତେବେ ସବୁ ସୁଖ କୁ ତ୍ୟାଗ କରିଦିଅ। ୪-କବି କଣ ନ ଦେଖନ୍ତି? ସ୍ତ୍ରୀ କଣ ନ କରି ପାରନ୍ତି? ମଦ ପିଉଥିବା ବ୍ୟକ୍ତି କଣ ନ କୁହେ? କାଉ କଣ ନ ଖାଏ?


୫- ନିଶ୍ଚୟ ଅଛି କି ଭାଗ୍ୟ ଭିକାରୀ କୁ ରାଜା ଓ ରାଜାକୁ ଭିକାରୀ କରିଦେଇ ଥାଏ। ଏବଂ ଧନୀ କୁ ଗରିବ ଓ ଗରିବ କୁ ଧନୀ କରି ପାରନ୍ତି। ୬- ଲୋଭୀ ର ଶତ୍ରୁ ଭିକାରୀ। ମୁର୍ଖ ର ଶତ୍ରୁ ଜ୍ଞାନୀ। ବ୍ୟଭିଚାରିଣୀ ସ୍ତ୍ରୀ ଙ୍କ ଶତ୍ରୁ ସ୍ୱାମୀ ଏବଂ ଚୋରର ଶତ୍ରୁ ଚନ୍ଦ୍ରମା। ୭- ଯାହା ପାଖରେ ନା ବିଦ୍ୟା ଅଛି ନା ତପ ନା ଦାନ ନା ଧର୍ମ ଅଛି ସେ ଏହି ପୃଥିବୀର ପଶୁ ସମାନ ବ୍ୟକ୍ତି।୮- ଗମ୍ଭୀରତା ରେ ମନୁଷ୍ୟ ଉପରେ କୌଣସି ଉପଦେଶ ଲାଗୁ ହୁଏ ନାହିଁ। ୯-ଯାହାକୁ ସ୍ୱାଭାବିକ ବୁଦ୍ଧି ନାହିଁ ତାଙ୍କ ପାଇଁ ଶାସ୍ତ୍ର କଣ କରି ପାରିବ। ଯେପରି ଅନ୍ଧ ପାଇଁ ଆଇନା ଅର୍ଥାତ ଦର୍ପଣ ର କିଛି କାମ ନାହିଁ।
୧୦- ଦୁର୍ଜନ କୁ ସଜନ ବନେଇବା ପାଇଁ ଏହି ପୃଥିବୀରେ କୌଣସି ଉପାୟ ନାହିଁ। ଯେପରି ଯେତେ ଥର ଧୋଇଲେ ମଧ୍ୟ ମଳତ୍ୟାଗ ଵାଲା ଇନ୍ଦ୍ରିୟ କେବେ ଶ୍ରେଷ୍ଠ ହୋଇ ପାରିବ ନାହିଁ।


୧୧-ନିଜ ଠାରୁ ବଡ଼ ବ୍ୟକ୍ତି ଙ୍କ ସହ ଦ୍ୱେଷ କରିବା ଦ୍ୱାରା ଜୀଵନ ର ନାଶ ହୋଇଯାଏ। ଶତ୍ରୁ ସହ ଦ୍ୱେଷ ଯୋଗୁଁ ଧନ ର ନାଶ ହୁଏ। ରାଜା ସହ ଦ୍ୱେଷ କଲେ ନିଜର ନାଶ ହୁଏ। ଏବଂ ବ୍ରାହ୍ମଣ ଙ୍କ ସହ ଦ୍ୱେଷ କଲେ ନିଜର ସର୍ବନାଶ ହୋଇଯାଏ । ୧୧-ବଡ଼ ବଡ଼ ହାତି ଏବଂ ବାଘ ଦ୍ୱାରା ସେବିତ ବଡ଼ ବଡ଼ ବୃକ୍ଷ ର ଫଳ କୁ ଖାଇବା। ପାଣି ପିଇବା ଏବଂ ଘାସ ରେ ଶୋଇବା। ନିଜ ଭାଇ ବନ୍ଧୁ ଙ୍କ ସହ ବିନା ଧନର ବଞ୍ଚିବା ଠାରୁ ଭଲ। ୧୨- ବ୍ରାହ୍ମଣ ଗଛ ଓ ସନ୍ଧ୍ୟା ତାର ଜଡ। ତାର ଶାଖା ହେଉଛି ବେଦ। ଧର୍ମ ଏବଂ କର୍ମ ତାର ପତ୍ର। ସେଥିପାଇଁ ବ୍ରାହ୍ମଣ ଙ୍କର କର୍ତ୍ତବ୍ୟ ହେଲା ଜଡ ର ସେବା କରିବା କାରଣ ଜଡ଼ କାଟିଗଲେ ନା ପତ୍ର ରହିବ ନା ତା ଶାଖା।


୧୩- ଯାହାର ଲକ୍ଷ୍ମୀ ମାତା ଓ ବିଷ୍ଣୁ ପିତା ଥାନ୍ତି। ଭାଇ ବନ୍ଧୁ ବିଷ୍ଣୁ ଙ୍କର ଭକ୍ତ। ସେମାନଙ୍କ ପାଇଁ ତିନି ଲୋକ ସ୍ୱଦେଶ ଭଳି। ୧୪- ଅନେକ ରଙ୍ଗ ଏବଂ ରୁପ ର ପକ୍ଷୀ ସନ୍ଧ୍ୟା ରେ ଗୋଟିଏ ଗଛରେ ବସନ୍ତି ଏବଂ ପ୍ରାତଃ କାଳ ରେ ସେମାନେ ଚାରିଆଡେ ବୁଲି ଯାଆନ୍ତି। ସେଥିପାଇଁ ଲୋକଙ୍କ ବିଛି ଡିବା ପରେ ଶୋକ କିପରି। ୧୫- ଯିଏ ବୁଦ୍ଧି ମାନ ସେ ହିଁ ବଳବାନ। ବୁଦ୍ଧି ମାନ ଙ୍କ ପାଖରେ ଶକ୍ତି ନାହିଁ। ଯେପରି ଜଙ୍ଗଲ ର ସବୁଠାରୁ ବଳ ବାନ ପଶୁ ହାତୀ ମଧ୍ୟ ନିଜ ହୋସ ହଜେଇ ଠେକୁଆ ଦ୍ୱାରା ମରିଯାଏ।

Leave a Reply

Your email address will not be published. Required fields are marked *