କେଉଁ ପୁରୁଷଙ୍କୁ ବିବାହ କଲେ ନାରୀ ହୋଇଥାଏ ସୌଭାଗ୍ୟବତୀ…

ଶାସ୍ତ୍ରରେ ନାରୀ ମାନଙ୍କୁ ଏବଂ ପୁରୁଷ ମାନଙ୍କୁ ଚାରି ଭାଗ ରେ ଭାଗ କରା ଜାଇଛି । ତେବେ ବନ୍ଧୁଗଣ ଆମେ କିଛି ଦିନ ତଳେ ଆପଣ ମାନଙ୍କୁ ନାରୀ ମାନଙ୍କ ବିଷୟ ରେ କହି ଥିଲୁ ଏବଂ ଆଜି ଆମେ ଆପଣ ମାନଙ୍କୁ ପୁରୁଷ ମାନଙ୍କ ବିଷଷୟ ରେ କହିବୁ ।

ଏବଂ ଜାଣିବା କି କେଉଁ ପୁରୁଷ କୁ ବିବାହ କଲେ ନାରୀ ସଦା ସୁଖି ରହେ । ପୁରୁଷ ର ପ୍ରଥମ ଭାଗ ହେଲା ଶଶକ ଜାତୀ ଏମାନେ ସବୁ ବେଳେ ସତ୍ୟ କଥା କହି ଥାନ୍ତି । ଏମାନଙ୍କର ବଚନ ବହୁତ କୋମଳ ହୋଇ ଥାଏ । ଏମାନେ ସୁଶିଳ ଏବଂ ଗୁଣ ବାନ୍ ହୋଇ ଥାନ୍ତି ।

ଏମାନେ ସୁଲକ୍ଷଣ ଯୁକ୍ତ ହୋଇ ଥାନ୍ତି । ଏମାନଙ୍କୁ ନାରୀ ମାନେ ବିବାହ କରିଲେ ସବୁ ବେଳେ ସୁଖ ରେ ରହି ଥାନ୍ତି । ହଁ ଏମାନେ ଯଦି ପଦ୍ମୀନୀ ନାରୀ ଙ୍କୁ ବିବାହ କରନ୍ତି ତେବେ ଜାଇ ସନ୍ତୁଷ୍ଟ ରହିବେ ।

 

ଏହା ପରେ ରହିଛନ୍ତି ମୃଗ ଜାତୀ । ଏମାନେ ଦିର୍ଘକାୟ ହୋଇ ଥାନ୍ତି । ଏମାନେ ବଳବାନ୍ ହୋଇ ଥାନ୍ତି ଏମାନଙ୍କ ଶରୀର କୋମଳ ଏମାନଙ୍କ ମୁଖ ପ୍ରଶ୍ନ ହୋଇ ଥାଏ । ଏମାନେ ନୃତ୍ୟ ଗୀତ ପ୍ରିୟ ହୋଇ ଥାନ୍ତି । ଏମାନେ ଘର କୁ ଆସୁ ଥିବା ଅତିଥି କୁ ଭଲ ସତ୍କାର କରନ୍ତି । ଏମାନେ ଚିତ୍ରୀଣୀ ନାରୀ ଙ୍କୁ ବିବାହ କଲେ ଭଲ ରେ ରୁହନ୍ତି ।

ଏହା ପରେ ରହିଛନ୍ତି ବୃଷ ଜାତୀ ର ପୁରୁଷ । ଏମାନଙ୍କ ଶରୀର ବୃହତ୍ ସୁନ୍ଦର ଏବଂ ସୁଶୀଳ ହୋଇ ଥାଏ । ଏମାନଙ୍କ ଶରୀର ରେ ଗୋ ଗନ୍ଧ ଥାଏ ।ଏମାନଙ୍କ ଜିଭ ଲମ୍ଭା ହୋଇ ଥାଏ । ଏମାନେ ଟିକିଏ ନିର୍ଲଜ ପ୍ରକୃତି ର ହୋଇ ଥାନ୍ତି । ଏମାନେ ନାରୀ ଦେଖିଲେ ଖୁସୀ ହୁଅନ୍ତି ।
ଏମାନଙ୍କର ପାପ କର୍ମ ରେ ଭୟ ନ ଥାଏ । ଏମାନେ ସଂଙ୍ଖୀନି ନାରୀ ଙ୍କୁ ବିବାହ କଲେ ସନ୍ତୁଷ୍ଟ ହୋଇ ଥାନ୍ତି । ଏବଂ ସେଷ ରେ ରହିଛି ଅଶ୍ୱ ଜାତୀ ର ପୁରୁଷ ଏମାନଙ୍କ ଶରୀର ବହୁତ କଠିନ ହୋଇ ଥାଏ । ଏମାନେ ସବୁ ବେଳେ କୁ କାର୍ଯ୍ୟରେ ଲିପ୍ତ ଥାନ୍ତି । ଏମାନେ ସବୁ ବେଳେ ପର ନିନ୍ଦା ଏବଂ ଦିର୍ଘ କାୟ ହୋଇ ଥାନ୍ତି । ଏମାନେ ହସ୍ତିନି ନାରୀ ଙ୍କୁ ବିବାହ କଲେ ସୁଖି ହେବେ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *