Health Tips- କେଉଁ ମାନଙ୍କ ପାଇଁ ବିଷ ସମାନ ହୋଇଥାଏ ଲେମ୍ବୁପାଣି ? ଯଦି ଆପଣଙ୍କର ବି ଅଛି ଏମିତି ସମସ୍ଯା ତ ଲେମ୍ବୁପାଣି ଠାରୁ ରୁହନ୍ତୁ ଦୂରେଇ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲେମ୍ବୁ ଏକ ଏପରି ସାମଗ୍ରୀ ଯାହା ଅନେକ ପ୍ରକାର ଶରୀର ସମ୍ବଦ୍ଧୀୟ ସମସ୍ଯାକୁ ଦୂର କରିଥାଏ । ଲେମ୍ବୁ ଭିଟାମିନ-C ରେ ପରିପୂର୍ଣ୍ଣ ହୋଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ଏପରି ଶରୀରରେ କେଉଁ ବେମାରୀ ଥିଲେ ଲେମ୍ବୁ ପାଣିର ସେବନ କରିବା ଅନୁଚିତ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ସେଭଳି କିଛି ସମସ୍ଯା ରହିଅଛି । ତଥାପି ଆପଣ ଲେମ୍ବୁ ପାଣିର ସେବନ କରୁଛନ୍ତି । ତେବେ ଏହା ଶରୀର ପାଇଁ ହାନିକାରକ ମଧ୍ୟ ହୋଇଥାଏ ।

ଯଦି ଆପଣ ଆଇରନ ଟାବ୍ଲେଟ୍ ର ସେବନ କରୁଛନ୍ତି । ତେବେ ଲେମ୍ବୁ ପାଣିର ସେବନ କରିବା ଅନୁଚିତ । ଯେଉଁ ମାନେ ଆଇରନ ଟାବ୍ଲେଟ୍ ଖାଇବା ସହ ଲେମ୍ବୁ ପାଣି ମଧ୍ୟ ପିଇଥାନ୍ତି । ତେବେ ସେମାନଙ୍କୁ ଆଇରନ ଟାବ୍ଲେଟ୍ ର କୌଣସି ଅସର ଶରୀର ଉପରେ ପଡିନଥାଏ । ଯେଉଁ ମାନଙ୍କୁ କିଡ୍ନୀ ଜନିତ କୌଣସି ପ୍ରକାର ସମସ୍ଯା ରହୁଥାଏ ।

ତେବେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଲେମ୍ବୁ ପାଣିର ସେବନ ବର୍ଜିତ ରହିଥାଏ । କାରଣ କିଡ୍ନୀ ପ୍ରୋବ୍ଲେମ ଥିବା ବ୍ୟକ୍ତି ଯଦି ଲେମ୍ବୁ ପାଣିର ସେବନ କରିଥାଏ । ତେବେ ଶରୀରରେ ୟୁରିକ ଏସିଡ ଯୋଗୁ ଗଣ୍ଠି ସୃଷ୍ଟି ହୋଇଥାଏ । ଲେମ୍ବୁ ପାଣି ସଙ୍ଗେ ସଙ୍ଗେ ସେବନ କରି ବ୍ରଶ କରିବା ଉଚିତ ହୋଇନଥାଏ । ଯେଉଁ ଲୋକ ମାନେ ଡିହାଇଡ୍ରେସନ ଥାଏ । ସେମାନଙ୍କର ଲେମ୍ବୁ ପାଣି ସେବନ କରିବା ଠିକ ହୋଇନଥାଏ ।

କାରଣ ଲେମ୍ବୁ ପାଣି ସେବନ ଦ୍ଵାରା ୟୁରିନ ବେଶି ପରିମାଣରେ ଆସିଥାଏ । ତେଣୁ ଜଳର ଅଭାବ ଥିବା ଶରୀରରେ ଲେମ୍ବୁ ପାଣିର ବେଶି ବ୍ୟବହାର ଅନୁଚିତ । ଲେମ୍ବୁ ପାଣି ପିଇବା ଦ୍ଵାରା ଶରୀରରୁ ଅଯଥା ଫାଟ୍ ଦୂର ହୋଇଥାଏ । ଏହା ସହିତ ଶରୀର ମୋଟାପଣରୁ ମୁକ୍ତି ପାଇ ସ୍ମ୍ଲିମ ହୋଇଥାଏ । ଯଦି ଆପଣ ପାଣିରେ ଲେମ୍ବୁ ଚୁପୁଡିବାର ଥାଏ ।

ତେବେ ପାଣିକୁ ବେଶି ଥଣ୍ଡା କିମ୍ବା ଅଧିକ ଗରମ କରିବା ଉଚିତ ହୋଇନଥାଏ । ପାଣି କେବଳ ଅଳ୍ପ ନଖ ଉଷୁମ କରି ଲେମ୍ବୁ ଚୁପୁଡି ପିଇବା ଉଚିତ । ଯେଉଁ ମାନଙ୍କର ଦାନ୍ତକୁ ନେଇ  କୌଣସି ପ୍ରକାର ସମସ୍ଯା ରହିଥାଏ । ତେବେ ସେମାଙ୍କ କ୍ଷେତ୍ରରେ ଲେମ୍ବୁ ପାଣିକୁ ସିଧାସଳଖ ମୁହଁରେ ଲଗାଇ ନ ସେବନ କରି ଷ୍ଟ୍ର ଦ୍ଵାରା ସେବନ କରନ୍ତୁ ।

ଯେଉଁ ମାନଙ୍କର ପ୍ରାୟତଃ ସମସ୍ୟରେ ଶରୀରରେ ଏସିଡ ବଢିଯାଇଥାଏ । ସେମାନେ ଲେମ୍ବୁ ପାଣି ସେବନ କରିବା ଅନୁଚିତ । କାରଣ ଯଦି ଲେମ୍ବୁ ପାଣିର ସେବନ କରୁଥାନ୍ତି । ତେବେ ସେମାନଙ୍କ ଶରୀରରେ ଏସିଡ ୨ ଗୁଣା ବଢି ଯାଇଥାଏ । ହାର୍ଟ ରୋଗୀ ମଧ୍ୟ ଲେମ୍ବୁ ପାଣି ସେବନ କରିବା ଅନୁଚିତ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *