Health Tips- କେଉଁ ଲୋକଙ୍କ ପାଇଁ ବିଷ ସମାନ ହୋଇଥାଏ ଲେମ୍ବୁ ପାଣି ? ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ଯଦି ଆପଣ ନିଜର ସକାଳର ଆରମ୍ଭ ଲେମ୍ବୁ ପାଣି ସେବନ କରି ଆରମ୍ଭ କରୁଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । କିଛି ଲୋକ ମାନେ ଲେମ୍ବୁ ପାଣିର ସେବନ ଶରୀରରୁ ଟକସିନ ବାହାର କରିବା ପାଇଁ ବା ଓଜନ କମ କରିବା ପାଇଁ କରିଥାନ୍ତି । କିନ୍ତୁ ଏହାର କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ରହିଛି ଯାହା ଅନେକ କ୍ଷେତ୍ର ରେ ହାନିକାରକ ହୋଇଥାଏ । ଲେମ୍ବୁ ପାଣିର ସେବନ ସେହି କ୍ଷେତ୍ର ରେ କରିବା ଉଚିତ ନୁହେଁ ଯେଉଁଠି କିଛି ସ୍ୱାସ୍ଥ୍ୟ ଜନିତ ସମସ୍ଯା ହୋଇଥିବ ।

ତେବେ ଆସନ୍ତୁ ଜାଣିବା ସେହି ସବୁ ରୋଗ ଗୁଡିକ ବିଷୟରେ କେଉଁ କ୍ଷେତ୍ରରେ ଲେମ୍ବୁ ପାଣିର ସେବନ କରିବା ଅନୁଚିତ । ୧- ଯେଉଁ ମାନେ ଆଇରନ ଟାବ୍ଲେଟ ନେଉଛନ୍ତି ସେମାନେ କେବେ ଲେମ୍ବୁ ପାଣି ସେବନ କରିବା ଉଚିତ ନୁହେଁ । ଏହା ସହ ଲେମ୍ବୁ ପାଣି ସହ ଆଇରନ ବଟିକା ନେଲେ କୌଣସି ଫାଇଦା ମିଳେ ନାହି ।

୨- ଯେଉଁ ମାନଙ୍କର କିଡନି ବା ଲିଭର ସମସ୍ଯା ରହିଛି ସେମାନେ ଲେମ୍ବୁ ପାଣି ସେବନ କରିବା ଉଚିତ ନୁହେଁ । କାରଣ ୟୁରିକ ଏସିଡ ରେ ଯାହା ସମସ୍ଯା ରହିଥାଏ ତାହା ଶରୀରରେ ଖରାପ ପ୍ରଭାବ ପକାଇଥାଏ । ୩- ଯେଉଁ ମାନଙ୍କର ପେଟରେ ଅଲସର ହୋଇଥାଏ ସେମାନେ ଲେମ୍ବୁ ପାଣିର ସେବନ କରିବା ଉଚିତ ନୁହେଁ । ଲେମ୍ବୁ ପାଣି ପିଇବା ପରେ ବ୍ରସ କରିବା ଦ୍ଵାରା ଦାନ୍ତ କମଜୋର ହୋଇଥାଏ । ଯଦି ରେଗୁଲାର କରାଯାଏ ତେବେ ସେଟରୀକ ଏସଡି ଦ୍ଵାରା ଦାନ୍ତ କମଜୋର ହୋଇଯାଏ ।

୪- ଯେଉଁ ମାନଙ୍କର ପାଣି ର କମି ରହିଛି ସେମାନେ ଲେମ୍ବୁ ପାଣିର ସେବନ କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ୟୁରିନ ଅଧିକ ହୋଇଥାଏ । ଲେମ୍ବୁ ପାଣି ଅଧିକ ଗରମ ବା ଥଣ୍ଡା ପିଇବା ଉଚିତ ନୁହେଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

୫- ଯେଉଁ ମାନଙ୍କର ଦାନ୍ତ ଜନିତ ସମସ୍ଯା ବା ଥଣ୍ଡା କି ଗରମ ଅନୁଭବ ହେଉଥିବ ସେମାନଙ୍କୁ ଲେମ୍ବୁ ପାଣି ର ସେବନ କରିବା ଉଚିତ ନୁହେଁ । ଯେଉଁ ମାନଙ୍କର ହାର୍ଟ ବା ଗ୍ଯାସ ସମସ୍ଯା ରହିଛି ସେମାନେ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ ।

୬- ଯେଉଁ ମାନେ ଅଧିକ ମୋଟାପା ଲୋକ ସେମାନେ ଦିନକୁ ଏକ ରୁ ଦୁଇ ଗ୍ଳାସ ଲେମ୍ବୁ ପାଣି ସେବନ କରିବା ଉଚିତ । ଏହାର ଅଧିକ ସେବନ କରିଲେ ଶରୀର ରେ କ୍ଷତି ହୋଇଥାଏ । କାରଣ ଲେମ୍ବୁ ରେ ଥିବା ପୋଷାକ ତତ୍ଵ ମୋଟାପା କମ କରିବା ବଦଳରେ ଅଧିକ କରିଥାଏ ।

ତେବେ ଏହି ସବୁ କ୍ଷେତ୍ର ରେ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀରର ଅନେକ କ୍ଷତି ହୋଇଥାଏ । କାରଣ ଲେମ୍ବୁ ପାଣି ଶରୀର ପାଇଁ ଯେତେ ହିତକାରକ ଠିକ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *