Gk Questions & Answers- ଏମିତି କେଉଁ ଗଛ ଅଛି ଯାହାକୁ ଓପାଡି ଦେଲେ ତାହା ଛୁଆଙ୍କ ପରି କାନ୍ଦିଥାଏ ?

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏହି ଦୁନିଆରେ ସବୁଠାରୁ ସୁନ୍ଦର ଦେଶର ନାମ କଣ ?

ଉତ୍ତର- ସିଙ୍ଗାପୁର

୨. ସବୁଠାରୁ ମାରାତ୍ମକ ଓ ମହଙ୍ଗା ବୀଜା କେଉଁ ଦେଶରେ ଅଛି ?

ଉତ୍ତର- ସଉଦୀ ଆରବ ପାଖରେ ଅଛି ।

୩. କେଉଁ ଦେଶର ଲୋକମାନେ ସବୁ ପ୍ରକାରର ଜୀବ ଜନ୍ତୁଙ୍କ ମାଂସର ସେବନ କରିଥାନ୍ତି ?

ଉତ୍ତର- ଚାଇନା ଦେଶର ଲୋକମାନେ ।

୪. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ ଏସିର ବ୍ୟବହାର କରିଥାନ୍ତି ?

ଉତ୍ତର- ଆମେରିକା ଦେଶର ଲୋକମାନେ ।

୫. ଘରର ଭଙ୍ଗାରୁଜା ଜିନିଷ ଗୁଡିକୁ ନେଉଥିବା ମଣିଷଙ୍କୁ କଣ କୁହାଯାଏ ?

ଉତ୍ତର- କବାଡି

୬. କେଉଁ ଫଳର ବୀଜ ବାହାରେ ରହିଥାଏ ?

ଉତ୍ତର- ଷ୍ଟ୍ରବେରି ଫଳର ବୀଜ ବାହାରେ ରହିଥାଏ ।

୭. ଭାରତକୁ ସର୍ବ ପ୍ରଥମେ ଇଣ୍ଡିଆ କିଏ କହିଥିଲେ ?

ଉତ୍ତର- ଭାରତକୁ ସର୍ବ ପ୍ରଥମେ ୟୁନାନୀ ଇଣ୍ଡିଆ କହିଥିଲେ ।

୮. ଏହି ଦୁନିଆର ସବୁଠାରୁ ମହଙ୍ଗା ଜିନିଷର ନାମ କଣ ?

ଉତ୍ତର- ୟୂରେନୀୟମ ହେଉଛି ସବୁଠାରୁ ମହଙ୍ଗା ଜିନିଷ

୯. କେଉଁ ଦେଶର ଏଟିଏମରେ ମୁଦ୍ରା ବାହାର କରିହେବ ?

ଉତ୍ତର- ଆମେରିକା ଦେଶର ଏଟିଏମରେ ମୁଦ୍ରା ବାହାର କରିହେବ ।

୧୦. ଆମେରିକାର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର- ବେସ ବଲ

୧୧. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ତାପମାନ ରହିଥାଏ ?

ଉତ୍ତର- ରାଜସ୍ଥାନ ରାଜ୍ୟରେ ସବୁଠାରୁ ଅଧିକ ତାପମାନ ରହିଥାଏ ।

୧୨. ଘଣ୍ଟାର ଓଲଟା ସମୟ ଚାଲିବାର ଅର୍ଥ କଣ ଅଟେ ?

ଉତ୍ତର- ଖରାପ ସମୟର ଆରମ୍ଭ

୧୩. କଇଦି ମାନଙ୍କୁ ଫା-ଶୀ ଦ-ଣ୍ଡ କେଉଁ ସମୟରେ ଦିଆଯାଇଥାଏ ?

ଉତ୍ତର- ସଖାଳ ୪.୦୦ ଟାରେ

୧୪. କେଉଁ ଦେଶରେ ସବୁଠାରୁ ଅଧିକ ଜୁଡୁବା ଛୁଆ ଜନ୍ମ ହୋଇଥାଏ ?

ଉତ୍ତର- ନାଇଜେରିଆରେ ଅଧିକ ଜୁଡୁବା ଛୁଆ ଜନ୍ମ ହୋଇଥାନ୍ତି ।

୧୫. କେଉଁ ଦେଶରେ ଗାଳି ଦେଲେ ୫ ବର୍ଷର କାରାଦଣ୍ଡ ହୋଇଥାଏ ?

ଉତ୍ତର- କ୍ୟୁବା ଦେଶରେ

୧୬. କେଉଁ ଦେଶରେ ୧ ଟଙ୍କାରେ ୧ ଲିଟର ପେଟ୍ରୋଲ ମିଳିଥାଏ ?

ଉତ୍ତର- ଘନା ଦେଶରେ

୧୭. ଭାରତର କେଉଁ ରାଜ୍ୟରେ ୨୦୦୦ ଟଙ୍କାର ନୋଟ ଚଳେ ନାହିଁ ?

ଉତ୍ତର- ବିହାରୀ ଦେଶରେ

୧୮. କେଉଁ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ଅଛି ?

ଉତ୍ତର- ଇରାନ ଦେଶରେ

୧୯. କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ?

ଉତ୍ତର – ମେଣ୍ଡୁକ ଗଛ

ବନ୍ଧୁଗଣ ଏହି ପ୍ରଶ୍ନଟି ଆପଣଙ୍କ ପାଇଁ- ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା ହେଲେ ଆମେ ସେହି ଶବ୍ଦକୁ ପଢି ପାରିବା ନାହିଁ ? ଆପଣ ମାନେ ଏହି ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *