ବନ୍ଧୁଗଣ, କଳା ଲମ୍ବା ମୋଟା କେଶ କାହାକୁ ବା ଭଲ ଲାଗେନି, ମାତ୍ର କିଛି ଏଭଳି କାରଣ ରହିଅଛି ଯାହା ଦ୍ଵାରା ଆମ୍ଭ କେଶ ଖରାପ ହୋଇଯାଇଥାଏ । ଏହା ଫଳରେ ଆମ୍ଭ କେଶ ଝଡିବାକୁ ଲାଗିଥାଏ ।
ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ଏକ ଏଭଳି ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ନିଜ ଘରେ ଅତି ସହଜରେ ବନାଇ ପାରିବେ । ଆସନ୍ତୁ ତେବେ ଜାଣିନେବା ସେହି ଉପାୟ ଟି କଣ ? ଏହି ଉପାୟଟିକୁ ବନାଇବା ନିମନ୍ତେ ଆପଣ ଙ୍କୁ କେବଳ ୩ ଟି ଜିନିଷ ବନାଇବାକୁ ପଡିବ । ଏହା ଆପଣଙ୍କୁ ନିଜ ଘରେ ବଡ ସହଜରେ ମିଳିଯିବ ।
ପ୍ରଥମେ ଆପଣ ବୃଷଙ୍ଗ ପତ୍ର ନିଅନ୍ତୁ । ଏହା ଆମ କେଶ କୁ ମଜବୁତ ତଥା ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହା ସହିତ ଆମ କେଶ କୁ କଳା ମଧ୍ୟ ବନାଇ ଥାଏ । ପ୍ରଥମେ ଆପଣ ଗୋଟିଏ ପାତ୍ର କୁ ଗ୍ୟାସ ରେ ଚଢାନ୍ତୁ । ଏହାପରେ ଆପଣ ଏଥିରେ ଏକ ଗ୍ଳାସ ସଫା ପାଣି ମିଶାନ୍ତୁ । ଏହାପରେ ଆପଣ ଏଥିରେ ୧୦ ରୁ ୧୫ ଟି ବୁଷଙ୍ଗ ପତ୍ର ପକାନ୍ତୁ । ଏହାପରେ ୧ ଚାମଚ ମେଥିଦାନ ପକାନ୍ତୁ । ଏହାପରେ ଆପଣ ୧ ଚାମଚ ଚାହା ଗୁଣ୍ଡ ଏଥିରେ ପକାନ୍ତୁ । ଏହାପରେ ଆପଣ ଅଧଚାମଚ ଅଁଳା ପାଉଡର ପକାନ୍ତୁ ।
ମାତ୍ର ଯଦି ଆପଣଙ୍କ ପାଖରେ ସତେଜ ଅଁଳା ଅଛି ତେବେ ଆପଣ ତାହାକୁ ମଧ୍ୟ ବ୍ୟବହାର କରି ପାରିବେ । ଏହାପରେ ଏହି ମିଶ୍ରଣ କୁ ଭଲ ଭାବରେ ଫୁଟାନ୍ତୁ । ଏହାକୁ ଆପଣ ପ୍ରାଏ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଆପଣ ଗ୍ୟାସ କୁ ବନ୍ଦ କରି ପାଣିକୁ ଥଣ୍ଡା ହେବା ନିମନ୍ତେ ଛାଡି ଦିଅନ୍ତୁ । ଏହାପରେ ଏହାକୁ ଏକ ପତ୍ରରେ ଛାଣି ନିଅନ୍ତୁ ।
ଏହାପରେ ଏଥିରେ ଏକ ଚାମଚ ନଡିଆ ତେଲ ମିଶାନ୍ତୁ । ଆପଣଙ୍କ ପାଖରେ ଯଦି ଏଲୋଭେରା ଜେଲ ଅଛି ତେବେ ଆପଣ ଅଳ୍ପ ଏଲୋଭେରା ଜେଲ ମଧ୍ୟ ମିଶାଇ ଦିଅନ୍ତୁ । ଏଲୋଭେରା ଜେଲ ଆମ କେଶ ପାଇଁ ବହୁତ ଲାଭଦାୟକ ଅଟେ । ଆପଣ ଏହି ମିଶ୍ରଣ କୁ ବର୍ତ୍ତମାନ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ଉପାୟ ଟି ଆପଣଙ୍କ କେଶ ଅତ୍ୟନ୍ତ କାମ କରିବ ।
ଆମ୍ଭେ ଏଥିରେ ଯେଉଁ ସବୁ ଜିନିଷ ମିଶାଇଲେ ତାହା ମଧ୍ୟ ଅତି ସହଜ ଉପାୟରେ ଘରେ ମିଳିଯିବ । ଏହାକୁ ଗୋଟିଏ ସ୍ପ୍ରେ ବୋତଲ ନେଇ ଏହାକୁ ଆପଣ ନିଜ କେଶ ରେ ପ୍ରୟୋଗ କରି ନିଅନ୍ତୁ । ନିଜ କେଶ ରେ ଆପଣ ସ୍ପ୍ରେ କରୁଥିବା ସମୟରେ ହାତରେ ମସାଜ କରିବା ନିହାତି ଆବଶ୍ୟକ । ଏହାକୁ ଆପଣ ଫ୍ରିଡ୍ଜରେ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ରଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପକାରୀ ଉପାୟ ସମ୍ବନ୍ଧରେ ଜାଣି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ