ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ଆୟୁର୍ବେଦ ଅନୁସାରେ ଥାୟରଏଡ କୁ କିଭଳି ଭାବରେ କଣ୍ଟ୍ରୋଲ କରିବେ ? ବିଶେଷ କରି ଥାୟରଏଡ ର ପ୍ରୋବ୍ଲେମ ମହିଳା ମାନଙ୍କ ଠାରେ ବିଶେଷ ବ ହାବରେ ଦେଖାଯାଇଥାଏ । ମାତ୍ର ଠାରେ ଥାୟରଏଡ ହେଲା ମାତ୍ରେ ଜୀବନ ସାରା ଆପଣଙ୍କୁ ଔଷଧ ସେବନ କରିବାକୁ ହେବ ବୋଲି ଡାକ୍ତର ଙ୍କ ଠାରୁ ପରାମର୍ଶ ମିଳିଥାଏ । ଯଦି ଆମ୍ଭ ଥାୟରଏଡ ଗ୍ରନ୍ଥି କାମ କମ କରୁଥାଏ ତେବେ ତାହାକୁ ହାଇପୋଥାୟରଡିଜିମ କହିଥାନ୍ତି ।
ଏହା ହେଲେ ଶରୀରର ମେଟାବେଲିଜିୟମ କମ ହୋଇଯିବ ଶରୀରରେ ଓଜନ ବଢିଯିବ । ଆପଣଙ୍କୁ ସୁସ୍ଥି ବନି ରହିବା ଥକାନ ଲାଗିବ । ଆପଣଙ୍କ ଧିରେ ଧୀରେ ସମଗ୍ର ସିଷ୍ଟମ ମଧ୍ୟ କମଜୋର ହେବାକୁ ଲାଗିଥାଏ । ଅଥବା ହାଇପର ହେଲେ ସେଥିରେ ଓଜନ କମ ହୋଇଯାଇଥାଏ । ଯାହା ଫଳରେ ଆପଣଙ୍କ ହାର୍ଟବିଟ ବଢିଯାଏ ତଥା ନର୍ଭସନସ ବଢିଯାଇଥାଏ ।
ଅନେକ ପ୍ରକାରର ଫାଷ୍ଟ ଜିନିଷ ଆପଣଙ୍କ ଶରୀରରେ ଚାଲିଥାଏ । ମେଟାବେଲଜିୟମ ମଧ୍ୟ ଫାଷ୍ଟ ହୋଇଯାଇଥାଏ । ଏଥିରେ ଆପଣଙ୍କ ଓଜନ କମିବାକୁ ଲାଗିବ । ଏଣୁ ଉଭୟ କଣ୍ଡିସନ କୁ ଆପଣଙ୍କୁ ବୁଝିବା ଆବଶ୍ୟକ । ମହିଳା ମାନଙ୍କ ଠାରେ ଥାୟରଏଡ ହେଲା ମାତ୍ରେ ମାନସିକ ଚିନ୍ତା ତଥା ନାନା ପ୍ରକାରର ଚିନ୍ତା ଦେଖାଯାଇଥାଏ । ଆମ୍ଭ ଶରୀରରେ ହରମୋନ ର ସିଷ୍ଟମ ବ୍ରେନରେ ରହିଥାଏ ଏବଂ ଯଦି ଆମ୍ଭର ବ୍ରେନ ସଠିକ ଭାବରେ କାର୍ଯ୍ୟ କରୁ ନାହିଁ ।
ତେବେ ଶରୀର ଉପରେ ତାହାର ପ୍ରଭାବ ପଡିଥାଏ । ଆପଣ ଏହିଭଳି ପରିସ୍ଥିତି ରେ ନିଜ ଡାଏଟ ର ଧ୍ୟାନ ରଖନ୍ତୁ । ଯେପରିକି ମୁଗ ଡାଲି ସେବନ କରନ୍ତୁ, ଫଳ, ପନିପରିବା ଯାହା ପାଚିବାକୁ ଅଧିକ ସମୟ ଲାଗି ନଥାଏ ସେହିଭଳି ଖାଦ୍ୟ ସେବନ କରନ୍ତୁ । ମିଠା ଜିନିଷ ଖାଇଲେ ଆପଣଙ୍କ ଭୋଜନ ପଚିବନାହିଁ ଏବଂ ନାନା ପ୍ରକାରର ସମସ୍ୟା ସୃଷ୍ଟି ହେବ ।
ଏହା ସହିତ ଜଙ୍କଫୁଡ ତଥା ପିଜା, ପାସ୍ତା, ଏସବୁ ଠୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କ ସିମଟମ କୁ ଆହୁରି ଅଧିକ ବଢାଇ ଦେବ । ଥାୟରଏଡ ହେଲେ ଅନେକ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଥାଏ । ତଥା ଇମ୍ୟୁନିଟି ପାୱାର କମ ହୋଇଯାଏ, ଆଖି କୁଣ୍ଡାଇ ହେବା, ନାକ ତଥା ଗଳା ରେ କଫ ଜମି ରହିବା ଭଳି ସମସ୍ୟା ଦେଖାଯାଇଥାଏ ।
ଏଣୁ ଯଦି ଆପଣ ମଦିରା ପାନ ତଥା କିଛି ଖରାପ ଅଭ୍ୟାସ ଯଦି ରଖିଛନ୍ତି ତେବେ ସେ ସବୁଠୁ ନିଜକୁ ଦୂରେଇ ରଖନ୍ତୁ । ରାତିରେ ଶୋଇଲା ସମୟରେ କ୍ଷୀର, ଦହି ତଥା ଅନ୍ୟାନ୍ୟ ପ୍ରକାରର ମିଠା ଆଦି ର ସେବନ ଆଦୌ କରନ୍ତୁ ନାହିଁ । ଆପଣଙ୍କୁ ସେହି ଭୋଜନ ଖାଇବା ଆବଶ୍ୟକ ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର ଏବଂ ଗରିଷ୍ଠ ମଧ୍ୟ ଅଟେ । ଏହି ରୋଗ କୁ ସଠିକ କରିବା ନିମନ୍ତେ ଆୟୁର୍ବେଦିକ ଶରଣରେ ଜାଆନ୍ତୁ ଏବଂ ଆୟୁର୍ବେଦିକ ଡାକ୍ତର ଙ୍କ ସହିତ ପରାମର୍ଶ ନେଇ ନିଜ ରୋଗର ଉପଚାର କରାନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ