କେବେ ସମ୍ଭୋଗ କରିବାର ସ୍ଵପ୍ନ ଦେଖିଛନ୍ତି କି, ତେବେ ଜାଣନ୍ତୁ ରହସ୍ୟ

ଆମେ ଆଜି ଆପଣ ମାନଙ୍କୁ କହିବୁ କି ସ୍ୱପ୍ନ ରେ ସଂମ୍ଭୋଗ କରିବା ବା କାମ ବସନା ଜନିତ ସ୍ୱପ୍ନ ଦେଖିବାର କଣ ସବୁ ରହସ୍ୟ ରହି ଥାଏ । ବହୁତ ସମୟ ରେ ଆମ ମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱପ୍ନ ଆସି ଥାଏ । ହେଲେ ଆମେ ମାନେ ଜାଣି ପାରି ନ ଥାନ୍ତି କି ଆମକୁ ଏମିତି ସ୍ୱପ୍ନ କଣ ପାଇଁ ଆସେ । ତେବେ ଆମେଆ ଆଜି ଆପଣ ମାନଙ୍କୁ କିଛି ସ୍ୱପ୍ନ ବିଷୟ ରେ କହିବୁ ଏବଂ ସେହି ସବୁ କୁ ଦେଖିଲେ କଣ ରହସ୍ୟ ରହି ଥାଏ ।

ସେହି ବିଷୟ ରେ ବି ଆପଣ ମାନଙ୍କୁ କହିବୁ । ପ୍ରଥମେ ଯଦି ଆପଣ ମାନେ ସ୍ୱପ୍ନ କେହି ଝିଅ କୁ ବଧୁ ବେଶ ରେ ଦେଖନ୍ତି ତେବେ ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ । ଆପଣ ମାନଙ୍କ ଜିବନ ରେ ବହୁତ ସୁଖ ଆସିବା ପାଇଁ ଯାଉଛିି ବୋଲି ଜାଣନ୍ତୁ ।

ହେଲେ ଯଦି ବଧୁ କୁ କାନ୍ଧିବା ଅବସ୍ଥା ରେ ଦେଖନ୍ତି । ତେବେ ଏହା ଅଶୁଭ ହୋଇ ଥାଏ । ସେହି ପରି ଆପଣ ମାନେ ସ୍ୱପ୍ନ ରେ ଝିଅ କୁ ବହୁତ ସୁନ୍ଦର ଚୁଡୀ ପିନ୍ଧି ଥିବାର ଦେଖନ୍ତି । ତେବେ ଆପଣ ମାନଙ୍କ ବିବାହ ଖୁବ୍ ଶିଗଗ୍ର ହେବାକୁ ଯାଉଛି ବୋଲି ଜାଣନ୍ତୁ ।

ଏବଂ ଆପଣ ମାନଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ବୋଲି୍ ଜାଣନ୍ତୁ । ଯଦି କୈଣସି ଝିଅ କୁ ବୁର୍ଖା ରେ ଦେଖନ୍ତି ତେବେ କେହି ନା କେହି ଆପଣଙ୍କୁ ଧୋକା ଦେବାକୁ ଯାଉଛି । ଯଦି କେବେ ଆପଣ ମାନେ ଧଳା ବା ହଳଦିଆ ରଙ୍ଗ ର କେଶ ରହି ଥିବା ଝିଅ କୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇ ଥାଏ ।

ଏହାର ଅର୍ଥ ଆପଣ ମାନଙ୍କ ଭାଗ୍ୟ ପରିବର୍ତନ ହେବାକୁ ଯାଉଛି । ଯଦି ସ୍ୱପ୍ନ ରେ ଆପଣ ମାନେ କେବେ କୈଣସି ସ୍ତ୍ରୀ କୁ ନଗ୍ନ ଅବସ୍ଥା ରେ ଦେଖନ୍ତି ବା ସଂମ୍ଭୋଗ। ତେବେ ଏହା ମଧ୍ୟ ଆପଣ ମାନଙ୍କ ପାଇଁ ବହୁତ ଦୁର୍ଭାଗ୍ୟ ର ବିଷୟ ହୋଇ ଥାଏ । ଏହା ଆପଣ ମାନଙ୍କ ଉପରେ ଖରାପ ପ୍ରଭାବ ପକେଇ ଥାଏ ।

Leave a Reply

Your email address will not be published. Required fields are marked *