ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ପ୍ରତି ଦିନ କେଉଁ ପତ୍ର ସେବନ କରିବା ଦ୍ୱାରା ଆପଣ ମାନଙ୍କ ଅନେକ ପ୍ରକାରର ରୋଗ ଏବଂ ସମସ୍ୟା ଦୂର ହୋଇ ଯିବ । ଆମେ ଆଜି ଆପଣ ମାନଙ୍କୁ ଏମିତି ପତ୍ର ବିଷୟ ରେ କହିବୁ ଜାହାର ପ୍ରୋୟଗ ଆମେ ମାନେ ଖାଦ୍ୟ ର ସ୍ୱାଦ ବଢେଇବା ପାଇଁ କରି ଥାନ୍ତି । ହେଲେ ଏହାର ଉପକାରୀତା ବିଷୟ ରେ ବହୁତ କମ୍ ଲୋକ ମାନେ ଜାଣନ୍ତି । ହେଲେ ଯେଉଁ ମାନେ ଜାଣନ୍ତି ସେମାନେ ଏହାର ସେବନ ସବୁ ଦିନ କରନ୍ତି ।
ଆମେ ଯେଉଁ ଗଛ ବିଷୟ ରେ କହୁଛୁ ତାହା ହେଲା ଭୁର୍ସୁଂଙ୍ଗା ଗଛ । ଏହି ପତ୍ର ରେ ଆପଣ ମାନଙ୍କୁ ଏତେ ପରିମାଣ ରେ ଆୟୁରବୈଦ ର ତତ୍ୱ ମିଳେ କି ଏହା କ୍ୟନସର ଭଳି ରୋଗ ଠାରୁ ବି ଆପଣ ମାନଙ୍କୁ ରକ୍ଷା ଦେଇ ଥାଏ । ଯଦି ଆପଣ ମାନେ ଏହି ପତ୍ର ର ସେବନ କରୁ ନହାଁନ୍ତି ତେବେ ଆଜି ଠାରୁ ହିଁ ସେବନ କରିବା ଆରମ୍ଭ କରି ଦିଅନ୍ତୁ ।
ଯଦି ଘରେ କାହାକୁ କୋଲଷ୍ଟ୍ରୋଲ ର ସମସ୍ୟା ଅଧିକ ପରିମାଣ ରେ ରହୁ ଥିବ ତେବେ ଏହି ଭୁର୍ସୁଂଙ୍ଗା ପତ୍ର ର ସେବନ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସେହି ପରି ଦୃଦୟ ସମ୍ମନ୍ଧିତ ରୋଗୀ ମାନଙ୍କ ପାଇଁ ଏହି ଭୁର୍ସୁଂଙ୍ଗା ପତ୍ର ବହୁତ ଲାଭ ଦାୟକ ହୋଇ ଥାଏ ।
ଯଦି ଆପଣ ମାନଙ୍କ କାଶ ଉଧିକ ହେଉଛି ଏବଂ ଏହା ସହିତ କଫ ବି ହେଉଛି ତେବେ ଆପଣ ମାନେ ଏହି ପତ୍ର ର ସେବନ କରି ପାରିବେ । ଆପଣ ମାନଙ୍କ କେଶ ବହୁତ ପରିମାଣ ରେ ଉପୁଡୁ ଥିଲେ ଆପଣ ମାନେ ଏହି ପତ୍ର କୁ ବାଟି ନିଜର କେଶ ରେ ପ୍ରୋୟଗ କରନ୍ତୁ ଦେଖିବେ ଆପଣ ମାନଙ୍କ କେଶ ଘନ , କଳା ଏବଂ ବହୁତ ମଜବୁତ୍ ହେବ ।
ଆପଣ ମାନଙ୍କୁ ସୁଗାର ର ଅସୁବିଧା ଥିଲେ ଆପଣ ମାନଙ୍କୁ ଏହି ଭୁର୍ସୁଂଙ୍ଗା ସେବନ ନିହାତି କରିବା ଆବଶ୍ୟକ ଅଟେ । ତଥା ଏହି ପତ୍ର ଆପଣ ମାନଙ୍କ ପେଟ ଏବଂ ଲିଭର ପାଇଁ ବହୁତ ଗୁଣ କାରୀ ଏହାର ଜୁସ୍ ର ସେବନ କରିଲେ ଆପଣ ମାନଙ୍କ ପାୟଲ୍ସ ଭଳି ସମସ୍ୟା ବି ଦୂର ହୋଇ ପାରିବ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କଣ ସବୁ ଫାଇଦା ମିଳି ଥାଏ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।