ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାତ ଗୋଡରେ ଦରଜ ବିନ୍ଧା ହେବା ସହ ବହୁତ ଜୋରସେ ଯନ୍ତ୍ରଣା ଅନୁଭୂତ ହୋଇବ । ହାତ ଗୋଡରେ ଶିରା ପ୍ରଶିରା ବ୍ଲକେଜ୍ ହୋଇଯିବ । ରକ୍ତ ଠିକ ଭାବରେ ପ୍ରବାହିତ ନହୋଇବା । ଏପରି ହେଉଥିଲେ । ନିହାତି ଭାବେ ନିଜ ଖାଦ୍ୟରେ କିଛି ଖାଦ୍ୟ ଆଡ୍ କରନ୍ତୁ । ଯାହା ଦ୍ଵାରା ଶରୀରରେ ଥିବା ଆଣ୍ଠୁ ଗଣ୍ଠି ସମସ୍ଯା ଦୂର ହୋଇଥାଏ । ଶରୀରର ସ୍ନାୟୁ ଓ ଶିରା ପ୍ରଶିରା ଦୁର୍ବଳ ହୋଇଯାଇଥିଲେ ତାହାକୁ ଠିକ କରିବା ପାଇଁ ନିହାତି ଭାବେ ସେବନ କରନ୍ତୁ ।
ଶରୀରରେ ଭିଟାମିନ B12, ଫଲିକ ଏସିଡ, ପୋଟାସିୟମ ଓ ମାଗ୍ନେସିୟମର ପରିମାଣ କମ୍ ରହୁଥିଲେ । ଶରୀରରେ ବିଭିନ ପ୍ରକାର ଦୁର୍ବଳତା ପ୍ରକାଶ ପାଇଥାଏ । ପ୍ରଥମେ ନିଜ ଖାଦ୍ୟରେ ସବୁଜ ରଙ୍ଗର ସତେଜ ପନିପରିବାକୁ ଆଡ୍ କରନ୍ତୁ । ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ମିଳିଯାଇଥାଏ । ଅଖରୋଟ, ଅଳସୀ, ଅଣ୍ଡା ଓ ମାଛରୁ ଆମ ଶରୀରକୁ ଓମେଗା ଫାଟି ଏସିଡ ମିଳିଥାଏ ।
ଖିସମିସ ମଧ୍ୟ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଖାସ୍ କରି କଳା ଖିସମିସ ଶରୀର ପାଇଁ ଉପଯୋଗୀ ଖାଦ୍ୟ ପଦାର୍ଥ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ କଳା ଖିସମିସକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ସେହି ଖିସମିସକୁ କିଛି ପାଣିରେ ବତୁରାଇ ରଖୀ ଦିଅନ୍ତୁ ।
ସକାଳୁ ଉଠି ସେହି ଖିସମିସର ସେବନ କରିବା ସହିତ ଭିଜେଇଥିବା ପାଣିକୁ ମଧ୍ୟ ପିଅନ୍ତୁ । କଳା ଖିସମିସରେ ପୋଟାସିୟମ ଓ ମାଗ୍ନେସିୟାମ ବହୁ ପରିମାଣରେ ରହିଥାଏ । ଏପରି ମାସେ ପର୍ଯ୍ୟନ୍ତ ଖାଇବା ଦ୍ଵାରା ଆପଣଙ୍କ ସ୍ନାୟୁର ଦୁର୍ବଳତା ଦୂର ହୋଇବା ସହ ହାତ ଗୋଡରେ ଅନୁଭୂତ ହେଉଥିବା ଯନ୍ତ୍ରଣାରୁ ଆଶ୍ଵସ୍ତି ମିଳିଥାଏ । ଦିତୀୟରେ କଖାରୁ ମଞ୍ଜି । ଏହି କଖାରୁ ମଞ୍ଜିକୁ ଆପଣ ଭାଜୀ କରି ଖାଇପାରିବେ ।
ନଚେତ ଏହାକୁ ପାଣିରେ ବତୁରାଇ ଏହାର ସେବନ କରିପାରିବେ । ଏହା ଖାଇବା ଦ୍ଵାରା ଶରୀରରେ ହେଉଥିବା ଭିଟାମିନ B12 ର ଅଭାବ ପୂରଣ କରିବାରେ ସାହାଜ୍ଯ କରିଥାଏ। କଖାରୁ ମଞ୍ଜିରେ ପୋଟାସିୟମ, ମାଗ୍ନେସିୟାମ ଓ କ୍ୟାଲସିୟମ ମଧ୍ୟ ମିଳିଥାଏ । ତେବେ କଖାରୁ ମଞ୍ଜିର ସେବନ ଆପଣଙ୍କ ଶରୀର ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ଯଦି ଏହାକୁ ଚୋବାଇ ଖାଇବାରେ ଅସୁବିଧା ହେଉଥିବ ।
ତେବେ ଆପଣ କଖାରୁ ମଞ୍ଜିକୁ ଶୁଖାଇ ଦିଅନ୍ତୁ । ମଞ୍ଜି ଶୁଖି ସାରିଲା ପରେ ତାକୁ ଭାଜି ତାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ସେହି କଖାରୁ ମଞ୍ଜିର ଗୁଣ୍ଡକୁ କ୍ଷୀର ସହିତ ମଧ୍ୟ ଗୋଳାଇ ସେବନ କରିପାରିବେ । ଏହାକୁ ଖାଇବା ସହ ପ୍ରତିଦିନ ଅନୁଲୋମ ବିଲୋମ ଯୋଗ ବ୍ୟାୟାମ କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କ ସ୍ନାୟୁ ଠିକ ରହିବା ସହ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ