ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହାକୁ ଆପଣ ପ୍ରୟୋଗ କରି କମଜୋରି ତଥା ଥକାନ ଦୂର ହେବା ସହିତ ସମସ୍ତ ପ୍ରକରାର ରୋଗ ରୁ ଆପଣଙ୍କୁ ଆରମ ମିଳିବ । ଆପଣ ଏହି ଉପାୟ ପ୍ରୟୋଗ କରି ୪୦/୫୦ ବୟସରେ ମଧ୍ୟ ୨୫ ବର୍ଷ ଭଳି ଫୁର୍ତ୍ତି ଅନୁଭବ କରିବେ ।
ଯେଉଁ ମାନଙ୍କ ଶରୀରରେ ଆଳସ ଥକାନ ରହିଅଛି ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ଟି କାର୍ଯ୍ୟକାରୀ ଅଟେ । ଆସନ୍ତୁ ଜାଣିନେବା ସେହି ବିଶେଷ ଉପାୟ ଟି କଣ ଅଟେ ? ସର୍ବ ପ୍ରଥମେ ଆପଣ ୨ ରୁ ୩ ଅଖରୋଟ ନିଅନ୍ତୁ । ଏହା ସହିତ ଆପଣ ଶୁଖିଯାଇଥିବା ଖଜୁରୀ ନିଅନ୍ତୁ । ଏହାପରେ ଫୁଟିଥିବା କ୍ଷୀର ନିଅନ୍ତୁ । ଆପଣ ଅଖରୋଟ କୁ ଭାଙ୍ଗି ଏହି କ୍ଷୀରରେ ମିଶାଇ ଦିଅନ୍ତୁ । ଏହାପରେ ଖଜୁରୀ କୁ ଏହି କ୍ଷୀରରେ ପକାଇ ଦିଅନ୍ତୁ । ଖଜୁରୀ ମସ୍ତିଷ୍କ କୁ ତେଜ କରିଥାଏ ।
ଆପଣ ଅଖରୋଟ ଏବଂ ଖଜୁରୀ କୁ ଫୁଟାଇ ରଖିଥିବା କ୍ଷୀରରେ ପକାଇ ରାତି ସାରା ଏହିଭଳି ଛାଡି ଦିଅନ୍ତୁ । ଏହାପରେ ଆପଣ ସକାଳେ ବିନା ବ୍ରସ କରି ୧ ରୁ ୨ ଗିଲାସ ପାଣି ସେବନ କରନ୍ତୁ । ଏହାପରେ ଫ୍ରେସ ହୋଇ ଆସନ୍ତୁ । ଆସିବା ମାତ୍ରେ କ୍ଷୀରରେ ଭିଜିଥିବା ଖଜୁରୀ ଏବଂ ଅଖରୋଟ କୁ ଚବାଇ ଚବାଇ ଖାଇ ନିଅନ୍ତୁ । ଏହାପରେ ଯେଉଁ ଥଣ୍ଡା କ୍ଷୀର କୁ ସେବନ କରି ନିଅନ୍ତୁ ।
ଆପଣ ପୁନ୍ନର୍ବାର କ୍ଷୀର କୁ ଗରମ କରିବେ ନାହିଁ । ଏହାକୁ ସେହିଭଳି ସେବନ କରନ୍ତୁ । ଏହାପରେ ଆପଣ ଅଧ ପାତ୍ର OTS ନିଅନ୍ତୁ । ଏହା ଶରୀର ର ଥକାନ ପାଇଁ ବହୁତ ଲାଭ ଦାୟକ ଅଟେ । ଏହାପରେ ଆପଣ ଏଥିରେ ଖିସ୍ମିସ ମିଶାନ୍ତୁ । ଆପଣ ଓଟ୍ସ ର ଅଧା ମାତ୍ରାରେ ଖିସମିସ ନିଅନ୍ତୁ । ଏହାପରେ ଆପଣ ଏଥିରେ ଫୁଟିଥିବା କ୍ଷୀର ମିଶାନ୍ତୁ । ଏବଂ ଏହାକୁ ୪ ରୁ ୫ ପର୍ଯ୍ୟନ୍ତ ଏହିଭଳି ରଖନ୍ତୁ । ଓଟ୍ସ ଆମ୍ଭ ହାଡ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏଥିରେ ଫାଇଭର ଏବଂ ପ୍ରୋଟିନ ର ବହୁତ ଭଲ ମାତ୍ରା ରହିଥାଏ । ଏହାର ସେବନ ଆପଣ ସନ୍ଧ୍ୟା ସମୟରେ କରନ୍ତୁ ଅର୍ଥାତ ଦିପହରର ଖାଦ୍ୟ ଖାଇ ସାରିବା ପରେ ।
ଆପଣ ଏହା ସହିତ ୧ ରୁ ୨ ଟି କଦଳୀ ସେବନ କରନ୍ତୁ । ଏହି ଘରୋଇ ଉପାୟ ଆପଣଙ୍କ ଦିନ ଯାକ ର ଥକାନ କୁ ଦୂର କରିବ ଏବଂ ଆପଣଙ୍କ ଶରୀରରେ ହେଉଥିବା ନାନା ପ୍ରକାରର ପୀଡା କୁ ମଧ୍ୟ ଏହା ଦୂର କରିବ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ