ମାତ୍ର 2 ମିନିଟରେ ଘରୁ ପଳାଇବେ ସବୁ ମୂଷା, କେବଳ କରିବାକୁ ପଡିବ ଏହି ସହଜ ଘରୋଇ ଉପାୟ

ସମସ୍ତଙ୍କ ଘରେ ମୂଷା ମାନଙ୍କ ସମସ୍ୟା ଏକ ସାଧାରଣ କଥା ଅଟେ । ଏମିତିରେ ମୂଷାମାନେ ପ୍ରତ୍ୟକ ଘରେ ଦେଖିବାକୁ ମିଳନ୍ତି । ଏମାନଙ୍କ ଦ୍ୱାରା ଘରେ ଥିବା ଖାଦ୍ୟ ଶସ୍ୟ ଲୁଗାପଟା ଆଦି ସବୁ ଜିନିଷରୁ ରୋଗ ପ୍ରବାହିତ ହେବାର ସମ୍ଭାବନା ରହିଛି । ଖାସ କରି ପିଲା ପିଲି ଥିବା ଘରକୁ ମୂଷା ମାନଙ୍କ ଠାରୁ ମୁକ୍ତ କରିବା ନିହାତି ଜରୁରୀ ଅଟେ ।

କାହିଁକି ନା ମୂଷା ଯଦି କୌଣସି ଜିନିଷରେ ମୁହଁ ମାରେ, ଓ ଆମେ ଯଦି ସେ ସବୁ ସେବନ କରିଥାଉ, ତେବେ ପ୍ଲେଗ ଭଳି ବଡ ବଡ ରୋଗ ହେବାର ବି ଆଶଙ୍କା ରହିଥାଏ ।

ଏହି ମୂଷାମାନଙ୍କ ଠାରୁ ଭୁତବର୍ଗ ହେବାର ସମ୍ଭାବନା ରହିଛି । ରାତିରେ ଯେତେବେଳେ ଆପଣ ସୋଇଥାନ୍ତି ସେମାନେ ଆପଣଙ୍କ ପଦକୁ କାଟି ଖଣ୍ଡିଆ କରିଦେଇ ଥାଆନ୍ତି । ଛୋଟ ନବଜାତ ଶିଶୁ ମାନଙ୍କୁ ଏମାନଙ୍କ ଠାରୁ ଦୁରେଇ ରଖିବା ଆବଶ୍ୟକ ।

ଯଦି ଘରେ ମୂଷାମାନେ ଗାତ କରିଥାନ୍ତି ତେବେ ପୁଦିନା ବ୍ୟବହାର ଲାଭ ଦାୟକ ହେବ । ମୂଷାମାନେ ଏହି ପୁଦିନା ଗନ୍ଧକୁ ଜମାବି ସହ୍ୟ କରିପାରନ୍ତି ନାହିଁ । ପୁଦିନା ତେଲରେ କୌଣସି ସୁତା କନା ବା ତୁଳା ବୁଡାଇ ମୂଷା ଗାତ ପାଖରେ ରଖିଲେ ସେମାନେ ଘର ଛାଡ଼ି ପଳେଇ ଥାନ୍ତି ।

ପିଆଜକୁ କାଟି ଗୁଣ୍ଡ ଗୁଣ୍ଡ କରି ସେମାନଙ୍କ ଯିବାଆସିବା ବାଟରେ ପକେଇଲେ ସେମାନେ ସେଠାକୁ ଆସିନଥାନ୍ତି । ଏହି ଉପାୟ ଦ୍ୱାରା ଆପଣ ମୂଷା ମାନଙ୍କୁ ଘରୁ ବାହାର କରିପାରିବେ । ତେବେ ଏହା ଥିଲା କିଛି ସହଜ ଘରୋଇ ଉପାୟ ଯାହା ଦ୍ଵାରା ଆପଣ ମୁସାକୁ ଅତି ସରଲରେ ନିଜ ଘରୁ ବାହର କରିବାରେ ସକ୍ଷମ ହେବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ, ଓ ଅନ୍ଯମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *