ପର୍ସରେ ରଖନ୍ତୁ ଏହି ମୁଦ୍ରା, ଚାରିଆଡୁ ଆସିବ ଖାଲି ଟଙ୍କା ହିଁ ଟଙ୍କା, ରଖିବାକୁ ଜାଗା ପାଇବେନି

ଆମେ ଆମ ଜୀବନରେ ଟଙ୍କା ରୋଜଗାର ପାଇଁ ବହୁତ କଷ୍ଟ କରିଥାଉ । କିନ୍ତୁ ଆମ ଅନିଚ୍ଛା ସତ୍ତ୍ୱେ ଯଦି ସେହି ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଯାଏ କି କେଉଁଠି ହଜିଯାଏ ତାହା ଆମକୁ ବହୁତ କଷ୍ଟ ଦେଇଥାଏ । ଭଲ ପଇସା କମାଇଲେ ମଧ୍ୟ ଏମିତି କିଛି ସମୟ ଆସେ  ଟଙ୍କା ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ , ମାସ ଶେଷରେ ଆମ ପକେଟ ଖାଲି ହୋଇଯାଇଥାଏ ।

ଆଉ କିଛି ଲୋକଙ୍କ ପରିସ୍ଥିତି ଏତେ ଖରାପ ଥାଏ ଯେ , ସେମାନେ ବହୁତ ଚେଷ୍ଟା ସତ୍ତ୍ୱେ ସେମାନେ ପଇସା କମାଇପରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେମିତି ଆପଣ ବହୁତ ଧନ ରୋଜଗାର କରି ପାରିବେ ।

ଆମ ଜୀବନରେ ପ୍ରତ୍ୟକ କଥାରେ ଧନ ସହ ଜଡିତ ପ୍ରତ୍ୟକ କଥାକୁ ନିର୍ଦ୍ଧାରିତ କରୁଥିବା ଗ୍ରହ ହେଉଛନ୍ତି ସୁର୍ଯ୍ୟଦେବ । ସୂର୍ଯ୍ୟଦେବ ସମସ୍ତ ଗ୍ରହ ମାନଙ୍କର ରାଜା ହୋଇଥାଆନ୍ତି । ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ସୁର୍ଯ୍ୟଦେବ ମଝଭୁତ ସ୍ଥିତିରେ ଥାଆନ୍ତି , ସେମାନଙ୍କୁ ବହୁତ ଧନ ସମ୍ପଦ ମିଳିଥାଏ । ଯଦି ସୂର୍ଯ୍ୟଦେଵ ଖରାପ ସ୍ଥିତିରେ ଥାଆନ୍ତି ,ତେବେ ସେମାନଙ୍କର ଅପମାନ ଓ ଧନ ହାନି ହୋଇଥାଏ । ରବିବାର ଦିନ  ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବାର ଉତ୍ତମ ଦିନ ହୋଇଥାଏ ।

ଆପଣ ପ୍ରତ୍ୟକ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଏହି  ” ଓଁ ସୂର୍ଯ୍ୟଦେବାୟ ନମଃ ” ମନ୍ତ୍ରକୁ ଆପଣ ୨୧ ଥର ଜପିବା ଦରକାର । ଯଦି ଆପଣ ଜଳକୁ ଏକ ତମ୍ଭା ପତ୍ରରେ ଅର୍ପଣ କରନ୍ତି ତେବେ ଏହା ବହୁତ ସୁଭ ହୋଇଥାଏ । ଏହି କାର୍ଯ୍ୟ କରିବାଦ୍ୱାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଦେଵ ମଝଭୁତ ସ୍ଥିତିରେ ରହିଥାନ୍ତି ।

ଯଦି ଆପଣ ଆପଣଙ୍କ ଧନ ରଖିବା ସ୍ଥାନରେ ଗୋଟିଏ ତମ୍ଭାରେ ତିଆରି ପ୍ରତିମୂର୍ତ୍ତି ରଖନ୍ତି ତେବେ ଆପଣଙ୍କ ଧନର ଆୟ ବଢ଼ିଥାଏ । ଯଦି ଆପଣ ଆପଣଙ୍କ ପ୍ରର୍ସରେ ଗୋଟିଏ ତମ୍ଭା ପଇସା ରଖିଦିଅନ୍ତି ତେବେ ଏହାଦ୍ୱାରା ମଧ୍ୟ ଆପଣଙ୍କର ଆୟ ବୃଧି ଘଟିଥାଏ । ଆପଣଙ୍କ ଘର ମଧ୍ୟ ସୁଖ ଶାନ୍ତିରେ ପୁରୀ ଉଠିବ ।

ତମ୍ଭା ହେଉଛି ସବୁ ଧାତୁ ମାନଙ୍କ ମଧ୍ୟରେ ଏକ ପବିତ୍ର ଧାତୁ । ଏହାର ସମ୍ବନ୍ଧ ମଙ୍ଗଳ ଓ ସୂର୍ଯ୍ୟଙ୍କ ଶହିତ ରହିଥାଏ । ଏହାକୁ ପାଖରେ ରଖିଲେ ଦେହପାଇଁ ମଧ୍ୟ ହିତକର ହୋଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ, ଓ ଅନ୍ଯମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *