Health Tips- କୌଣସି ପ୍ରକାରର Thyroid ହେଉ ନା କାହିଁକି 15 ଦିନରେ ମୂଳରୁ ଶେଷ, କେବଳ ଏହି 2 ଟି ଚିକିତ୍ସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟର ଗଳାରେ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି ରହିଥାଏ । ଯାହାକୁ ଥାଇରଏଡ୍ ଗ୍ରନ୍ଥି କୁହାଯାଇଥାଏ । ଯେତେବେଳେ ଏହା ବଢିଯାଇଥାଏ । ତାହାକୁ ହାଇପର ଥାଇରଏଡ୍ କୁହାଯାଇଥାଏ । ଯେତେବେଳେ ଥାଇରଏଡ୍ କମିଯାଇଥାଏ । ଏହାକୁ ହାଇପୋ ଥାଇରଏଡ୍ କୁହାଯାଇଥାଏ । ଥାଇରଏଡ୍ ପ୍ରୋବ୍ଲେମ ଥିବା ଲୋକ ମାନଙ୍କର ଶରୀରରେ ଅନେକ ପ୍ରକାର ସମସ୍ଯା ଦେଖିବାକୁ ମିଳିଥାଏ ।

ବହୁତ ଜଣ ଅଧିକ ମୋଟା ହୋଇଯାଉଥିବା ସମୟରେ ଅନ୍ୟ କେତେକ ଥାଇରାଏଡ୍ ରୋଗୀ ଅଧିକ ପତଳା ହୋଇ ଦୁର୍ବଳ ହୋଇଯାଉଛନ୍ତି । କେତେକଙ୍କ ଠାରେ ଥାଇରଏଡ୍ ଥିବା କାରଣରୁ କେଶ ଝଡିବା ସମସ୍ଯା ରହୁଅଛି ।   ହାଇପୋ କିମ୍ବା ହାଇପର ଯେକୌଣସି ଥାଇରାଏଡ୍ ସମସ୍ଯା ଥାଉ ।

ଆପଣ କେତେକ ଔଷଧୀୟ ସାମଗ୍ରୀର ସେବନ କରିବା ଦ୍ଵାରା ଥାଇରଏଡ୍ ସମସ୍ଯାକୁ ନିୟନ୍ତ୍ରଣ କରିପାରିବେ । ଥାଇରଏଡ୍ କୁ ଭଲ କରିବା ପାଇଁ ଆପଣ ସକାଳେ ମାର୍କେଟରେ ଉପଲବ୍ଧ ଗୋମୁତ୍ରର ସେବନ କରିପାରିବେ । ଏହା ଥାଇରଏଡ୍ ରୋଗୀଙ୍କ ପାଇଁ ଅସରଦାର ଉପାୟ ଅଟେ । ସକାଳେ ୪ ଚାମଚ ଗୋମୁତ୍ରର ସେବନ ଦ୍ଵାରା ଥାଇରଏଡ୍କୁ ଆପଣ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରି ରଖିପାରିବେ ।

ଆପଣ ଏହାକୁ ସେବନ କରିସାରିଲା ପରେ ମୁହଁର ସ୍ଵାଦ ବଦଳାଇବାକୁ ପାଣି ମଧ୍ୟ ପିଇପାରିବେ । ହାଇପର ଥାଇରଏଡ୍ କିମ୍ବା ହାଇପୋ ସମସ୍ଯା ଥିବା ଲୋକ ମାନଙ୍କ ପାଇଁ ଅନ୍ୟ ଏକ ଚମତ୍କାରୀ ଉପାୟ ହେଉଛି । ଧନିଆ ଗୁଣ୍ଡକୁ ଏକ ଗ୍ଲାସ ପାଣିରେ ଏକ ଚାମଚ ମିଶାଇ ଏହାକୁ ଅଳ୍ପ ସମୟ ଫୁଟାଇ ଦିଅନ୍ତୁ । ତାପରେ ସେହି ପାଣିର ସେବନ କରନ୍ତୁ ।

ଥାଇରଏଡ୍କୁ ଠିକ କରିବା ପାଇଁ ଆପଣଙ୍କ ପାଇଁ ତୃତୀୟ ଉପଚାର ହେଉଛି । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ମେଥି, ଡାଲଚିନି ଗୁଣ୍ଡ ଓ ଜୁଆଣୀ ଏହି ୩ ସାମଗ୍ରୀର ଆବଶ୍ୟକତା ରହିଅଛି । ସବୁ ସାମଗ୍ରୀରୁ ୨୫ ଗ୍ରାମ ଲେଖାଏଁ ଆଣନ୍ତୁ । ଅଳ୍ପ ନଖ ଉଷୁମ ପାଣି ସହିତ ଏହି ୩ ପାଉଡରକୁ ସମିଶ୍ରଣ କରି ସେବନ କରିପାରିବେ । ଏହାକୁ ଆପଣ ଦିନ ମଧ୍ୟରେ ଯେତେବେଳେ ମଧ୍ୟ ସେବନ କରିପାରିବେ ।

ଆପଣ ଏହି ୩ ଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟକୁ ମଧ୍ୟ ବ୍ୟବହାର କରି ଦେଖନ୍ତୁ । ନିହାତି  ଭାବେ ଆପଣଙ୍କୁ ଏଥିରୁ ବେଷ୍ଟ ରେଜଲ୍ଟ ଦେଖିବାକୁ ମିଳିବ । ଥାଇରଏଡ୍ ସମସ୍ଯା ରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ଏହି ଉପଚାର ଦ୍ଵାରା ଅନେକ ଫାଇଦା ପ୍ରାପ୍ତ ହୋଇବ । ଅଯଥା ମେଡ଼ିସିନ ଖର୍ଚାନ୍ତ ରୁ ନିଜକୁ ନିବୃତ୍ତ କରି ଘରୋଇ ଉପାୟକୁ ବ୍ୟବହାର କରିବା ଦ୍ଵାରା ଥାଇରଏଡ୍ ମୁକ୍ତି ମିଳିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *