କାଉ କରିବ ଆପଣଙ୍କୁ କୋଟିପତି, କରନ୍ତୁ ଏହି ଉପାୟ

ଆମ ସମାଜରେ ଆପଣ ମାନେ ବହୁତ ସମୟ ରେ ଆମେ ମାନେ କାଉ ଗୋଟିଏ ଅଶୁଭ ପକ୍ଷୀ ବୋଲି ଦେଖି ଥାନ୍ତି । ତେବେ ସେହି ପରି କ୍ଷେତ୍ରରେ କିନ୍ତୁ କାଉ ମାନେ ସବୁ ସମୟ ରେ ଅଶୁଭ ହୋଇ ନ ଥାନ୍ତି । ଏବଂ ଏମାନେ ଆମକୁ ମଧ୍ୟ ବହୁତ ଶୁଭ ସଂଙ୍କେତ ମଧ୍ୟ ଦେଇ ଥାନ୍ତି ତେବେ ଆସନ୍ତୁ ଜାଣିବା କାଉ ମାନେ ଦେଉ ଥିବା ଆମ ମାନଙ୍କୁ ସେହି ଶୁଭ ସଂଙ୍କେତ ବିଷୟରେ । ପ୍ରଥମେ । ଯଦି କେବେ ପାଣି ଭର୍ତି ମାଠିଆ ଉପରେ କୈଣସି କାଉ ବସି ଥାଏ ।

ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ବିସ୍ୱାସ କରା ଜାଇ ଥାଏ । ଏହି ପରି ଭାବେ କାଉ ବସିବା ଦ୍ୱାରା ଆପଣ ମାନଙ୍କ ଘରକୁ ଧନ ର ଆଗମନ ହୋଇ ଥାଏ । ଯଦି କେବେ ଆପଣ ମାନଙ୍କ ଘର କୁ ରୁଟି ବା ମାଂସ ର ଟୁକୁଡା କୁ ଘରକୁ ନେଇ ଆସି ଥାଏ । ତେବେ ଏହାକୁ ମଧ୍ୟ ବହୁତ ପରିମାଣ ରେ ଶୁଭ ବୋଲି ମନା ଯାଏ ।

ଏହା ଆପଣ ମାନଙ୍କ ଘର କୁ ସୁଖ ସମୃଦ୍ଦି ଆସିବାର ସୂଚନା ଦେଇ ଥାଏ ବୋଲି ବିଷିଷ୍ଟ ଲୋକ ମାନେ କହି ଥାନ୍ତି । ସେହି ପରି ଭାବେ କେବେ ଯଦି ଗୁଡାଏ କାଉ ଙ୍କର ଏକାଠି ରହି ରାବି ଥାନ୍ତି । ତେବେ ଏପରି କ୍ଷେତ୍ର ରେ ମଧ୍ୟ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ବୋଲି କୁହା ଯାଏ ।

ହେଲେ ଯେଉଁ ସ୍ଥାନରେ ଏମାନେ ରାବନ୍ତି କେବଳ ସେହି ସ୍ଥାନ ପାଇଁ ଏହା ଅଶୁଭ ବୋଲି କୁହାଯାଏ ହେଲେ ଏହା ଅନ୍ୟ ସ୍ଥାନ ମାନଙ୍କ ପାଇଁ ବହୁତ ଶୁଭ ବୋଲି କୁହାଯାଏ । ଯଦି କେବେ କୈଣସି ବ୍ୟକ୍ତି ଙ୍କ ଉପରେ କାଉ ବସି ରହି ଥାଏ । ତେବେ ସେହି ବ୍ୟକ୍ତି ଙ୍କର ଧନ ଏବଂ ସମ୍ମାନ ର ହାନୀ ଘଟି ଥାଏ ।

ଯଦି କେବେ କୈଣସି ମହିଳା ଙ୍କ ଉପରେ କେବେ କାଉ ବସି ପଡେ ତେବେ ସେହି ମହିଳା ଙ୍କ ସ୍ୱାମୀ ଙ୍କୁ ଗଭୀର ଭାବେ ଆଘାତ ଲାଗେ । ତେବେ ଏହା ମଧ୍ୟ ରେ କିଛି ଗୁଡ଼ିଏ ଆପଣ ମାନେ ନିଶ୍ଚିତ ଭାବେ ଶୁଭ ଭାବେ ପାଇ ପାରିଲେ ଜାହା କାଉ ଦ୍ୱାରା ଆମ ମାନଙ୍କୁ ସଂଙ୍କେତ ମିଳି ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *