ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ହସିବା ଦ୍ଵାରା ବହୁତ ସୁନ୍ଦର ଦେଖାଯାଇଥାଏ । ସେ ପୁରୁଷ ହେଉ ଅବା ନାରୀ ହସିଲେ ଚେହେରାରେ ଏକ ଅଲଗା ପ୍ରକାର ଖୁସି ଦେଖିବାକୁ ମିଳିଥାଏ । ଡାକ୍ତରଙ୍କ କହିବା ଅନୁସାରେ ହସିବା ମଧ୍ୟ ସ୍ଵାସ୍ଥ ପକ୍ଷେ ଭଲ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ମାନସିକ ସ୍ତରରେ ମଜଭୁତ ହୋଇପାରେ । ଆଜି ଆପଣ ମାନେ ଜାଣିବାକୁ ପାଇବେ ।
ଏପରି ହସୁଥିବା ମହିଳାଙ୍କ ଠାରୁ ନିଜକୁ ଦୂରେଇ ରଖିବା ଭଲ ହୋଇଥାଏ । ଯେଉଁ ମହିଳା ମାନେ ପାଟି ବନ୍ଦ କରି ଗମ୍ଭୀର ସହକାରେ ହସିଥାଏ । ଏପରି ମହିଳା ମାନଙ୍କ ପାଖରେ ରହିଥିବା ସମୟରେ ଅଧିକ ସଚେତନ ହୋଇଯିବା ଆବଶ୍ୟକ । ମୁହଁ ବନ୍ଦ କରି ଅଳ୍ପ ହସୁଥିବା ନାରୀ ମାନେ ସମୟ ଦେଖି ବ୍ୟକ୍ତି ଠାରୁ ନିଜର ସ୍ଵାର୍ଥ ହାସଲ କରିବାରେ ମାହିର ଅଟନ୍ତି ।
ଏପରି ମହିଳା ମାନେ ନିଜର ସ୍ଵାର୍ଥ ଛଡା ଅନ୍ୟର ଖୁସି ଦେଖିବାକୁ ଭଲ ପାଇନଥାନ୍ତି । ତାଙ୍କର ଏହି ଅଳ୍ପ ହସ ପଛରେ ବହୁତ ବଡ କୁଟ କାରଣ ପ୍ରାୟତଃ ଲୁଚି ରହିଥାଏ । ଏମାନେ ଅନ୍ୟର ରାଜ୍ କୁ ଆଉ କାହା ଆଗରେ ବହୁତ ଶୀଘ୍ର ପ୍ରକାଶ କରିଦେଇଥାନ୍ତି । ଯେଉଁ ନାରୀ ମାନେ ଦିଲ୍ ଖୋଲିକି ଖିଲି ଖିଲି ହୋଇ ହସିଥାନ୍ତି ।
ଖୁସି ସହକାରେ ନିଜର ଖୁସିକୁ ଅନ୍ୟ ଆଗରେ ଭଲ ଭାବରେ ହସିଥାନ୍ତି । ସେପରି ମହିଳା ମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଏମାନେ କେବେ ମଧ୍ୟ କାହାର ଅନିଷ୍ଠ ଚିନ୍ତା କରିପାରିବେ ନାହିଁ । ଏମାନଙ୍କ ମନରେ ଛନ୍ଦ, କପଟ ଓ ହିଂସା ଏପରି ଭାବନା ରହିନଥାଏ । ଏମାନଙ୍କ ହୃଦୟ ଆକାଶ ଭଳି ବିଶାଳ ହୋଇଥାଏ ।
ତେଣୁ ଏପରି ମହିଳାଙ୍କ ସହିତ ବନ୍ଧୁତା ରଖିବା ବହୁତ ହିଁ ଭଲ ହୋଇଥାଏ । ଏପରି ଝିଅଙ୍କୁ ଯେଉଁ ବ୍ୟକ୍ତି ମାନେ ଜୀବନସାଥି ରୂପେ ପାଇଥାନ୍ତି । ସେମାନଙ୍କ ଜୀବନରେ ଦାମ୍ପତ୍ୟ ଜୀବନ ବହୁତ ଭଲ ରହିଥାଏ । ଏହି ଝିଅ ମାନେ କାହାକୁ ଧୋକା ଦେବା ପାଇଁ ପସନ୍ଦ କରିନଥାନ୍ତି । ଯେଉଁ ନାରୀ ମାନେ ଶାନ୍ତ ଭାବେ ହସିଥାନ୍ତି ।
ଏପରି ମହିଳା ମାନେ ନିଜ ମନରେ ଥିବା ଦୁଃଖକୁ କାହା ଆଗରେ ପ୍ରକାଶ ନକରି ନିଜ ମନ କଥା ନିଜ ମନରେ ରଖି ଅନ୍ୟ ଆଗରେ ଶାନ୍ତି ଭାବେ ହସିଥାନ୍ତି। ଏହି ମହିଳା ମାନେ ଅନ୍ୟର ଭରସାକୁ କେବେ ମଧ୍ୟ ଭାଙ୍ଗି ନଥାନ୍ତି । ଏମାନଙ୍କ ଉପରେ ବିଶ୍ବାସ କରିଥିବା ଲୋକଙ୍କ ମନରେ କେବେ ମଧ୍ୟ ବିଶ ଦିଅନ୍ତି ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ