କଣ ହେବ ଯଦି ଆପଣ ପ୍ରତିଦିନ ଖାଇବେ 4 ଟି ବାଦାମ (Almond) ? Health Tips

ବନ୍ଧୁଗଣ, ଆଲମଣ୍ଡ ବାଦାମ ସମ୍ବନ୍ଧରେ ଆଜି ଆମ୍ଭେ ଚର୍ଚ୍ଚା କରିବା । ଯଦି ଆପଣ ନୀତିଦିନ ୪ ଟି ବାଦାମ ଖାଉଛନ୍ତି ତେବେ ଆପଣ ନିଜ ଶରୀର ସହିତ କଣ କରୁଛନ୍ତି ? ଆସନ୍ତୁ ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ବନ୍ଧୁଗଣ ବାଦାମ ସବୁଠାରୁ ଲାଭକାରୀ ଜିନିଷ ଅଟେ । ଏହାକୁ ଖାଇବାର ସବୁଠାରୁ ଉଚିତ ନିୟମ ଏହା ଯେ ବାଦାମ କୁ ରାତିରେ ପାଣିରେ ଭିଯାଇ ଦିଅନ୍ତୁ । ଏବଂ ସକାଳେ ତାହାର ଚୋପା ଛଡାଇ ତାହାକୁ ଖାଇନେବେ ।

କାରଣ ସେଥିରେ ଯେଉଁ ନ୍ୟୁଟ୍ରିନ୍ଟ ଥାଏ ତାହା ଆପଣଙ୍କ ଶରୀରରେ ଭଲ ଭାବରେ ମିଶିଥାଏ । ସେଥିପାଇଁ ବାଦାମ କୁ ପାଣିରେ ଭିଯାଇ ରଖିଥାନ୍ତି ଏବଂ ସକାଳେ ତାକୁ ଖାଇଥାନ୍ତି । ମାତ୍ର ଆପଣ ଏଭଳି ଯଦି କରି ପାରୁ ନାହାଁନ୍ତି ତଥାପି ଆପଣଙ୍କୁ ସକାଳୁ ସକାଳୁ ୪ ଟି ଆଲମଣ୍ଡ ବାଦାମ ନିହାତି ଖାଇବା ଆବଶ୍ୟକ । ଆଲମଣ୍ଡ ଖାଇବା ଦ୍ଵାରା ଏହା ଆପଣଙ୍କ ବ୍ରେନ ପାୱାର କୁ ବଢାଇଥାଏ ।

ଏବଂ ମେମୋରୀ କୁ ତୀକ୍ଷଣ କରିଥାଏ । ଏହା ମଧ୍ୟରେ ରାଇବୋପ୍ଲେବିନ ଏବଂ ଏଲକାନିଟାଇନ ରହିଥାଏ । ଏହା ଆକ୍ଟିଭିଟି କୁ ବଢାଇଥାଏ । ଏଣୁ ଆପଣ ସର୍ବଦା ଆଲମଣ୍ଡ ର ସକାଳୁ ସକାଳୁ ସେବନ କରନ୍ତୁ । ଦ୍ଵିତୀୟତ ଏହା ଓଜନ କମାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏଥିରେ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ଭାରି ରହିଥାଏ ଏବଂ ଏହା କ୍ୟାଲୋରି ରେ ଲୋ ରହିଥାଏ ।

ଏଣୁ ୪ ଟି ବାଦାମ ଖାଇବା ଦ୍ଵାରା ଆପଣଙ୍କୁ ଭରା ଭରା ଅନୁଭବ ହୋଇଥାଏ । ତୃତୀୟରେ ଏହା ହାର୍ଟ ଆଟାକ ର ଆଶଙ୍କାକୁ ବହୁତ ପରିମାଣରେ କମ କରିଥାଏ । ରିସର୍ଜ ଅନୁସାରେ ଯଦି ଆପଣ ୧ ହପ୍ତା ରେ ୪ ଆଲମଣ୍ଡ ଅଥବା ୫ ଆଲମଣ୍ଡ ଖାଉଛନ୍ତି ତେବେ ଆପଣ ହାର୍ଟଆଟାକ ର ଚାନ୍ସ କୁ ୫୦ ପ୍ରତିଶତ କମ କରୁଛନ୍ତି । ଏଣୁ ଆପଣଙ୍କୁ ସକାଳୁ ସକାଳୁ ବାଦାମ ଖାଇବା ଆବଶ୍ୟକ । ଚତୁର୍ଥ ରେ ଏହା ଆମ୍ଭର ହାଡ ଗିଡିକୁ ବହୁତ ଶକ୍ତିଶାଳୀ କରିଥାଏ ।

ଆଲମଣ୍ଡ ରେ ବହୁତ ପ୍ରଚୁର ମାତ୍ରାରେ ଫସଫରସ ଏବଂ କ୍ୟାଲସିୟମ ରହିଥାଏ । ଏହି ୨ ଟି ତତ୍ଵ ହାଡ ମାନଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଏଣୁ ଯଦି ଆପଣ ମାନେ ବାଦାମ ଖାଉଛନ୍ତି ତେବେ ଆପଣ ନିଜ ହାଡ ମାନଙ୍କ ସହିତ ଉଚିତ କରୁଛନ୍ତି । ଏଣୁ ଆପଣ ମାନେ ସକାଳୁ ନୀତିଦିନ ୪ ଟି ବାଦାମ ଭିଯାଇ ଖାଇ ନିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *