ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯଦି ଆପଣଙ୍କ ହାଡ କମଜୋର ହୋଇଯାଇଅଛି । ହାଡ ଗୁଡିକରୁ କଟ କଟର ଆବାଜ ଆସିଥାଏ, ଅର୍ଥାତ ଆମ୍ଭ ଗଣ୍ଠି ମାନଙ୍କରେ ଲ୍ୟୁବ୍ରିଟେଣ୍ଟ ରହିଥାଏ, ଅନ୍ୟ ଭାଷାରେ ଏହାକୁ ଗ୍ରୀସ କୁହାଯାଇଥାଏ । ଏହା ବ୍ୟତୀତ ହାଡ ମାନଙ୍କରେ ଚାଲିଲା ବେଳେ ଯନ୍ତ୍ରଣା ହୋଇଥାଏ । ଯଦି ଆପଣଙ୍କୁ ଏହିଭଳି ଯନ୍ତ୍ରଣା ଅନୁଭବ ହେଉଅଛି ତେବେ ଆପଣ ଏହି ଜିନିଷ ଗୁଡିକୁ ଖାଇବା ଆରମ୍ଭ କରି ଦିଅନ୍ତୁ ।
ଆଜି ଆମ୍ଭେ ସେହି ଯ-ନ୍ତ୍ର-ଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ କିଛି ଲୋକ ଚାଲିଲା ବସିଲା ବେଳେ ତାଙ୍କ ହାଡ ମାନଙ୍କରୁ ଆବାଜ ଆସିଥାଏ । ଏହାକୁ ମେଡିକାଲ ଭାଷାରେ କ୍ରେପିଟାସ କୁହାଯାଏ । ଆମ୍ଭ ଆଣ୍ଠୁ ରେ ଲ୍ୟୁବ୍ରିକେଟ ନାମକ ଏକ ଲିକ୍ୱିଟ ରହିଥାଏ । ଯେବେ ଏହି ଲିକ୍ୱିଟ ଭିତରେ ପବନ ପଶିଯାଇଥାଏ ।
ଏହା ଆମ୍ଭେ ଚାଲିଲା ଉଠିଲା ବେଳେ ଫୋଟକା ଭାବରେ ଫାଟିଥାଏ । ଏହା ଫାଟିଲେ କଟ କଟ ର ଆବାଜ ଆସିଥାଏ । ଯଦି ଆପଣ ଏହାର ଟ୍ରିଟମେଣ୍ଟ କରି ନଥାନ୍ତି ତେବେ ଏହା ଆଗକୁ ଯାଇ ଜଏଣ୍ଟପେନ ରେ କନଭେଟ ହୋଇଯାଇଥାଏ । ଅର୍ଥାତ ଅର୍ଥରାଇଡେସର ସମସ୍ୟା ଦେଖାଯାଇଥାଏ । ଆପଣ ଏହି ଜିନିଷ ର ପ୍ରୟୋଗ ଦ୍ଵାରା ଆପଣଙ୍କ ଗୋଡ଼ କୁ ସଂପୂର୍ଣ୍ଣ ଭାବରେ ଭଲ କରିପାରିବେ ।
୧- ଅଖରୋଟ;- ଅଖରୋଟ କୁ ନୀତିଦିନ ଖାଇବା ଆରମ୍ଭ କରି ଦିଅନ୍ତୁ । ରାତିରେ ଦୁଇଟି ଅଖରୋଟ ଆପଣ ପାଣିରେ ଭିଯାଇ ଦିଅନ୍ତୁ । ଏହାପରେ ଖାଲି ପେଟରେ ଆପଣ ଏହାକୁ ଚବାଇ ଚବାଇ ଖାଇ ଦିଅନ୍ତୁ । ଏହା ସହିତ ଆପଣ ଏକ ଗିଲାସ ଉଷୁମ ପାଣି ସେବନ କରି ପାରନ୍ତି ।
୨- ମେଥିଦାନା;- ଆପଣ ଏକ ମାସ ପର୍ଯ୍ୟନ୍ତ ମେଥିଦାନା ର ପ୍ରୟୋଗ କରନ୍ତୁ । ଏଥିରେ ଆଣ୍ଟି ଏମ୍ଫ୍ଲାମେଣ୍ଟ ଗୁଣ ରହିଥାଏ । ରାତିରେ ଏକ ଚାମଚ ମେଥିଦାନାକୁ ଭିଯାଇ ରଖନ୍ତୁ । ସକାଳେ ଏହାକୁ ଚବାଇ ଚବାଇ ଖାଇ ନିଅନ୍ତୁ । ଏହାପରେ ଗରମ ପାଣି ସେବନ କରନ୍ତୁ ।
୩- କ୍ଷୀର;- ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ କ୍ଷୀର ସେବନ କରିବା ଉଚିତ । କାରଣ ଏଥିରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ । ଆପଣ ହଳଦୀ ମିଶାଇ କ୍ଷୀର ମଧ୍ୟ ସେବନ କରି ପାରିବେ ।
୪- ଆପଣ କ୍ଷୀରରେ ଅଧ ଚାମଚ ପୋସ୍ତକ ମିଶାଇ ଫୁଟାନ୍ତୁ । ଏହାପରେ ଏହାକୁ ସେବନ କରନ୍ତୁ ଏହାକୁ ଥଣ୍ଡା ଦିନରେ ସେବନ କରିଲେ, ଭରପୁର କ୍ୟାଲସିୟମ ମିଳିବା ସହିତ ନିଦ ମଧ୍ୟ ଭଲ ରେ ଆସିଯାଇଥାଏ । ଏହା ସହିତ ଆପଣ ସକାଳେ ସତେଜ ଅନୁଭବ କରିବେ । ଏହା ସହିତ ଆପଣଙ୍କ ପେଟ ମଧ୍ୟ ସଫା ହୋଇଯିବ ।
୫- ଏହା ସହିତ ଆଉ ଏକ ବିଶେଷ ଉପାୟ ଅଛି ଯାହାକୁ ପ୍ରୟୋଗ କରି ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ତଥା ଶିରା ପ୍ରଶିରା ମାନଙ୍କରେ ବ୍ଲକେଜ କୁ ଦୂର କରିପାରିବେ । ତାହା ହେଉଛି ଘରେ ମା ମାନେ ଯେଉଁ ଅଟା ଚକଟୁଛନ୍ତି ସେଥିରେ ଅଳସି ଏବଂ ଧଳା ରାଶି ମିଶାଇ ଚକଟୁଛନ୍ତି । ଏବଂ ଏହାର ରୋଟି ବନାଇ ଖାଆନ୍ତୁ । ଏହାଦ୍ଵାରା ଆପଣଙ୍କ ସମସ୍ତ ଗଣ୍ଠି ଜାତୀୟ ସମସ୍ୟା ର ସମାଧାନ ହେବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ