କାହିଁକି ପାଳନ ହୁଏ ଶିବରାତ୍ରୀ ? ଜାଣନ୍ତୁ ଏହି ପୌରାଣିକ କାହାଣୀ…

ନମସ୍କାର ବନ୍ଧୁଗଣ , ଆପଣମାନେ ସମସ୍ତକୁ ଶିବରାତ୍ରୀ ର ଶୁଭେଛା ଏହି ଶିବ ରାତ୍ରି ଆପଣମାନଙ୍କ ପାଇଁ ଏକ ଆନନ୍ଦମୟ ଶିବରାତ୍ରୀ ହେଉ । ମୁ ଆଜି ଆପଣମାନଙ୍କ ଶିବରାତ୍ରୀ କ’ଣ  ପାଇଁ ପାଳନ କରାଯାଇଥାଏ ଓ ଏହାର କିଛି ବିଶେଷ୍ୟତ ବିଷୟରେ ଅବଗତ କରିବାକୁ ଚାହୁଛି ।  ଯେତେବେଳେ ଅମୃତ ପିଇ ଜଗତର ମଙ୍ଗଳ କରିବାକୁ ଦେବ କୁହାଯାଇଥାଏ ,ଓ  ବିଷ ପିଇ ଜଗତର ଯିଏ କଲ୍ୟାଣ କରେ ତାହାଙ୍କୁ ମହାଦେବ କୁହାଯାଇଥାଏ ।

ଜଗତର ମଙ୍ଗଳ କରିବା ପାଇଁ   ଆଜିର ଦିନରେ ମହାଦେବ ସମୁଦ୍ର ରୁ ଉତ୍ପନ ହୋଇ ସେହି ହଳା ହଳା ବିଷକୁ ପାନ କରିଥିଲେ । ଏହକୁ ପାନ କରିବା ପରେ ଶିବ ପାଲଟି ଯାଇଥିଲେ ନୀଳକଣ୍ଟ , ଏହି ନୀଳକଣ୍ଟ ସେ କେମିତି ହୋଇଛନ୍ତି ଯେତେ ବେଳେ ଶିବ ଏହି ବିଷକୁ ପାନ କରିଲେ ତେବେ ତାଙ୍କ କଣ୍ଟରେ ଥିଲା ରାମନାମ ସେହି ରାମ ରେ ବିଷ ମିଶି ହୋଇଗଲା ବିଶ୍ରାମ ଶିବ ନେଲେ ବିଶ୍ରାମ ଓ ଏହି ବିଷ କୁ ସମ୍ମାନ ଦେଇ ମୂର୍ଛିତ ହୋଇଛନ୍ତି । ମାତା ପାର୍ବତୀ ସାରା ରାତ୍ରି ପ୍ରଦୀପ ଜଳାଇ ଉଜାଗର ହୋଇଛନ୍ତି ।

ଆଜିର ଦିନରେ ଦେବଙ୍କ ଦେବ ମହାଦେବ ଉଠିଛନ୍ତି ଯାହାକୁ ମହାଦୀପ ନାମରେ ନାମିତ କରାଯାଇଛି । ଯାହାକୁ ଶିବଙ୍କ ଜାଗ୍ରତ ବା ଶିବରାତ୍ରୀ ବୋଲି କୁହାଯାଇଅଛି । ଏହି ଦିନକୁ ଆମେ ସମସ୍ତେ ଉପବାସ ରହି ପାଳନ କରିଥାଉ । କାରଣ ଏହି ଦିନରେ ମାତା ପାର୍ବତୀ ଶିବଙ୍କ ପାଇଁ ଉପବାସ ରହି ଶିବଙ୍କ ଉପାସନା କରିଥିଲେ ଆମେ ମଧ୍ୟ ଏହି ଦିନ ଉପବାସ ରହି ରାତି ସାରା ଶିବଙ୍କୁ ଉପାସନା କରିଥାଉ । ଆଉ ଯେଉଁମାନେ ଆଜି ଉପବାସ ରହିଛନ୍ତି ସେମାନେ ଯଥେଷ୍ଟ ପୂଣ୍ୟ ର ଅଧିକାରୀ ହୋଇଥାନ୍ତି ।

ଏହା ମଧ୍ୟ କୁହାଯାଏ ଯେ ଯେଉଁ ମାନେ ଶିବ ରାତ୍ରି ଜାଗର କରିଥିବା କନ୍ୟାକୁ ଉତ୍ତମ ବର ପ୍ରାପ୍ତ ହୋଇଥାନ୍ତି । ପୁରୁଷ ମାନେ ଯେଉଁ ମାନେ ଉପବାସ କରନ୍ତି ସେମାନେ ଶିବଙ୍କ କୃପା ପାଇବା ସହିତ ଶିବଲୋକକୁ ମଧ୍ୟ ଗମନ କରିଥାନ୍ତି । ଧନ୍ୟ  ସେ ଉପବାସ କରିଥିବା ସମସ୍ତ ଲୋକେମାନେ ସେମାନଙ୍କ ଉପରେ ସେହି ଶିବଙ୍କ କୃପା ଏହି ବ୍ବାର୍ଷ ସାରା ରହିଥାଏ । ଜଗତର ମଙ୍ଗଳ କରିବା ପାଇଁ ସେ ହେଉଛନ୍ତି ମହାଦେବ ।

ଦେବ ଓ ମହାଦେବ ରେ ଏହି ତପାର୍ଥ ରହିଥାଏ ଯେ ମହାଦେବ ଜଗତର ମଙ୍ଗଳ ପାଇଁ ଜଗତର ସୃଷ୍ଟି  କରିବା ପାଇ ଜୟ ଜୟ ମହାଦେବଙ୍କ ର ଅନ୍ୟ ନାମ ହେଉଛି ମଙ୍ଗଳମୟ ଯଦି ଆଜି ସେ ତ୍ରିଶାକା ପିଟିଆର ରେ ସନ୍ଥୁଷ୍ଟ ହୋଇଥାନ୍ତି । ତେଣୁ ଆଜି  ଯିଏ ଏହି ତ୍ରିଶାକ ପତ୍ର କୁ ଅର୍ପଣ କରନ୍ତି ସେ ବିଶେଷ କୃପା ପ୍ପ୍ରାପ୍ତ କରନ୍ତି ।

ଯଦି ଆପଣମାନେ ଶିବଙ୍କ ଉପବାସ କରିଛନ୍ତି ତେବେ ଶିବଙ୍କ ଦର୍ଶନ ମଧ୍ୟ କରନ୍ତୁ । କେବଳ ଉପବାସ କରିବା ନୁହେଁ ଧ୍ୟାନ କରିବା ଉଚିତ । ଶିବଙ୍କ ଆଗରେ  ଶିବରାତ୍ରୀ ଦିନ ମନ ଧ୍ୟାନ ସହ ଦୀପ ଜାଳିବ ଯାହା ବର୍ଷ ସାରା ଦୀପ ଜାଳିବା ଏକା କଥା ତେଣୁ କରି ଏହାକୁ ନିହାନ୍ତି କରନ୍ତୁ ।

ଥରେ ଜଣେ ଚୋର ଚୋରିକରିବାକୁ ଶିବ ମନ୍ଦିରରେ ପହଞ୍ଚିଥିଲା ସେ ଶିବଳିଙ୍ଗ ଉପରେ ଚଡି ଚୋରିକରିବାକୁ ଲାଗିଲା ଠିକ୍ ସେହି ସମୟରେ ଶିବ ପ୍ରକାଶିତ ହୋଇ ସେହି ଭକ୍ତ ର ଜୀବନକୁ ବଦଳାଇ ଦେଲେ ସେହି ଦିନ ଠାରୁ ସେହି ବ୍ୟକ୍ତି ତାଙ୍କ ପ୍ରିୟ ଭକ୍ତ ପାଲଟି ଯାଇଥିଲା । ଏହି ପରି କୃପା ଶିବ ଆପଣଙ୍କୁ ମଧ୍ୟ ପ୍ରଦାନ କରିବେ । ତେଣୁ ଏହି ଦିନ ରେ ଶ୍ରଦ୍ଧା ଉପବାସ ରେ ତାଙ୍କ ପାଖକୁ ଯାଅନ୍ତୁ । ଏବଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *