ନମସ୍କାର ବନ୍ଧୁଗଣ, ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସମୟ ବାହାର କରିପାରୁନାହି ଯାହା ଫଳରେ ଶରୀରରେ ଅନେକ କିଛି ଅସୁବିଧା ଦେଖା ଦେଉଛି । ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପୁରୁଷ ମାନଙ୍କର କାହିଁକି ଅଧିକ ମାତ୍ରାରେ ଏବେ ପୁରୁଷ ଶକ୍ତି କମିବାର ସମସ୍ୟା ଦେଖା ଦେଉଛି । ତେବେ ଆଉ ଡେରି ନକରି ଆସନ୍ତୁ ସମ୍ପୂର୍ଣ ଭବାରେ ଆଲୋଚନା କରିବା କାହିଁକି ଏହି ସମସ୍ୟା ଦେଖା ଦେଉଛି ଏହାର ନିରାକରଣ କିପରି ହୋଇପାରିବ ଆଦି ସମ୍ପର୍କରେ ।
ସେ-କସକୁ ବ୍ରେନରେ ଥିବା ଦୁଇଟି ନର୍ଭ ସିଷ୍ଟମ ନିୟନ୍ତ୍ରଣ କରିଥାଏ । ଗୋଟିଏ ହେଉଛି ସିମ୍ପାଥେଟିକ ନର୍ଭ ଆଉ ଅନ୍ୟଟି ହେଉଛି ପାରା ସିମ୍ପାଥେଟିକ ନର୍ଭ । ପେନିସରେ ଠିକ ସମୟରେ ଇରପେକସନ ହେବା ସିମ୍ପାଥେଟିକ ନର୍ଭର ଦାୟିତ୍ଵ । ଶୀଘ୍ର ପତନ ପାଇଁ ପାରା ସିମ୍ପାଥେଟିକ ଦାୟୀ ରହିଥାଏ । ଯଦି ଆପଣଙ୍କ ଠାରେ କୌଣସି ପ୍ରକାର ରୋଗ ଦେଖା ଦେଇଥାଏ ତେବେ ଆପଣଙ୍କ ଠାରେ ଏହି ସମସ୍ଯା ଦେଖା ଦେଇଥାଏ ।
ଯଥା ଆପଣଙ୍କ ହାର୍ଟ ରୋଗ, ଡାଇବେଟିସ, କିଡନୀ, ଲିଭର ଇତ୍ୟାଦିରେ ସମସ୍ୟା ଥିଲେ ଆପଣଙ୍କ ଠାରେ ସେ-କସର କରିବାର ପାୱାର କମିଥାଏ । ଆଉ ଏକ କାରଣ ଏହା ହୋଇଥାଏ କି ଅବିବାହିତ ସମୟରେ ଅତ୍ୟଧିକ ଧାତୁ କ୍ଷୟ । ବିନା ସହବାସରେ ଯଦି ଆପଣ ବିବାହ ପୂର୍ବରୁ ଅଧିକ ଧାତୁ କ୍ଷୟ କରିଥାନ୍ତି ତେବେ ବିବାହ ପରେ ଆପଣଙ୍କ ଠାରେ ଏହି ସେ-କସ ପାୱାରର କମି ଦେଖା ଦେଇଥାଏ ।
ଯଦି ଆପଣ ଅତ୍ୟଧିକ ମ-ଦୟପାନ କରୁଛନ୍ତି ବା ନିଶ-ଆ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ନର୍ଭ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ଯ-ଔନ କ୍ରିୟା ଧୀରେ ଧୀରେ କମିବାକୁ ଲାଗିଥାଏ । ଯେଉଁଲୋକ ରାତିରେ ଭଲ ନିଦ୍ରାରେ ଶୋଉନଥିବ ବା ନିଦ ପୁରା ହେଉ ନଥିବ ସେହି ଲୋକର ଧୀରେ ଧୀରେ ସେ-କସ ପାୱାର କମିଯାଇଥାଏ । ଏହି ସମସ୍ୟା ପାଇଁ ଆୟୁର୍ବେଦିକରେ ଅନେକ ଔଷଧ ରହିଛି ।
ଅଶ୍ଵଗନ୍ଧା, ଶତାବରୀ, ଗୋଖରା, ଭୁଇଁ କଖାରୁ, ଆଦି ଆପଣ ଖାଇବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହେବାକୁ ଲାଗିଥାଏ । ଆପଣ ଏହିସବୁକୁ କ୍ଷୀର, ଘିଅ କିମ୍ବା, ଲହୁଣୀ ଇତ୍ଯାଦିରେ ପ୍ରସ୍ତୁତ କରି ଖାଇବା ଦ୍ଵାରା ଅଧିକ ଫଳପ୍ରଦ ରହିଥାଏ । ଏହି ସମସ୍ତ ଜିନିଷ ଆପଣଙ୍କ ଯ-ଔନ କ୍ଷମତା ବୃଦ୍ଧି କରିବା ପାଇଁ ବହୁତ ଅଧିକ ସାହାର୍ଯ୍ୟ କରିଥାଏ ।ଏହିସବୁକୁ ଯଦି ଆପଣ ବ୍ୟବହାର କରନ୍ତି ତେବେ ଆପଣ ଦୁଇରୁ ତିନି ମାସ ଭିତରେ ଆପଣଙ୍କ ଯ-ଔନ କ୍ଷମତା ବଢାଇ ପାରିବେ ।
ବସନ୍ତ କୁସୁମାକର ରସ, ପୂର୍ଣ ଚନ୍ଦ୍ର ରସ ଇତ୍ୟାଦି ଆୟୁର୍ବେଦିକ ଔଷଧରୁ ଆପଣ ଯଦି ସନ୍ଧ୍ୟା ବେଳେ ଗୋଟିଏ ବଟିକା ମହୁ, କ୍ଷୀର କିମ୍ବା, ଘିଅ ସହ ଖାଇବା ଦ୍ଵାରା ଯ-ଔନ ରୋଗ ନିହାତି ଭଲ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।