କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର, ଦେଖନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କ’ ଣ ଅଛି ? Tarot Card

ନମସ୍କାର ବନ୍ଧୁଗଣ  , ମନରେ ଜଣକ ନାଁ ଭାବି  ଗୋଟାଏ ନମ୍ବର ବାଛନ୍ତି ଓ ତାଙ୍କ ମନରେ ଆପଣ ପ୍ରତି କେଉଁ ଭାବନା ରହିଛି ଆପଣଙ୍କୁ ନେଇ ସେ କଣ ଭାବୁଛନ୍ତି । ଆପଣ ଯଦି କୋଣସି ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି ଓ ତାହାଙ୍କ ମନରେ ଆପଣଙ୍କୁ ନେଇ କେଉଁ ଅନୁଭୂତି ରହିଛି ଏହି କାର୍ଡ ମଧ୍ୟରେ ଆମେ ଆଜି ଆପଣଙ୍କୁ କହିବୁ । ଗୋଟାଏ କାର୍ଡ ରେ ଗୋଟିଏ ଲୋକକୁ ଆପଣ ରଖିବେ ଓ ପାଞ୍ଚ ଟି କାର୍ଡ ରେ ପାଞ୍ଚ ଜଣ କୁ ରଖିପାରିବେ । ଆସନ୍ତୁ ଜାଣିବା ଏହି କାର୍ଡ ରେ କଣ ରହିଛି ।

1- ଆପଣ ଯେଉଁ ବ୍ୟକ୍ତି ପାଇଁ ଏହି କାର୍ଡ ବାଚିଛନ୍ତି ସେହି ବ୍ୟକ୍ତି ଆପଣଙ୍କ ବିଷୟରେ ସବୁ କିଛି ଜାଣିଛନ୍ତି , କିନ୍ତୁ ଆପଣ ଏହି ସମ୍ପର୍କ ନେଇ ଚିନ୍ତିତ ଥିବା ଦେଖି ସେ ମଧ୍ୟ ଚିନ୍ତା କରନ୍ତି । ଏହି ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି , ମାତ୍ର ଆପଣା ଅଧିକ ସମୟ ନେଉଛନ୍ତି ତାଙ୍କୁ ହଁ କହିବାରେ । ତେଣୁ ଆପଣଙ୍କୁ ଏହି ସମ୍ପର୍କରେ ଆଗକୁ ବଢି ତାଙ୍କ ପ୍ରେମ କୁ ସ୍ଵୀକାର କରିବା ଉଚିତ୍ । କାରଣ ଜୀବନ ବହୁତ ଛୋଟ ଥାଉ ଥାଉ ଜିଇବା ଭଲ ହୋଇଥାଏ ।

2- ଏହି କାର୍ଡ ଯାହା ପାଇଁ ଆପଣ ବାଚିଛନ୍ତି ସେହି ବ୍ୟକ୍ତି ଆପଣଙ୍କୁ ଭାଲ ଭାବରେ ଜାଣିଛନ୍ତି ଓ ବୁଝନ୍ତି । ସେ ଭାବନ୍ତି କି ଆପଣ କେବଳ ନିଜ ପାଇଁ ଅଧିକ ଚିନ୍ତା କରନ୍ତି ଓ ତାଙ୍କ ପାଇଁ ସମୟ ବାହାର କରନ୍ତିନାହିଁ । ଏହା ସତ୍ୟ ଅଟେ ଯେ ଆପଣ ସବୁବେଳେ ନିଜ କଥା କୁହନ୍ତି ଆପଣ ଇଛା ହେଲେ କଥା କରନ୍ତି ନ ହେଲେ ନାହିଁ । ଏହି ବ୍ୟକ୍ତି ନ୍ୟାୟ ପ୍ରିୟ ଆପଣଙ୍କ ପ୍ରତି ଥିବା ଭାବନା କେବେ ବି ପରିବର୍ତ୍ତନ ହୋଇନଥାଏ ।

3- ଯାହା ପାଇଁ ଆପଣ ଏହି କାର୍ଡ ବାଚିଛନ୍ତି ତାଙ୍କ ମନରେ ଆପଣଙ୍କ ପ୍ରତି ଅଶେଷ ପ୍ରେମ ରହିଛି । ହେଇପାରେ ଆପଣ ଦୁଇ ଜଣ ଭଲ ସାଙ୍ଗ କିନ୍ତୁ ଆପଣ ତାଙ୍କୁ ନିଜ ଠାରୁ ଦୂର ରେ ରଖିଛନ୍ତି । ସେ ଆପଣଙ୍କୁ ଭଲ ଭାବରେ ବୁଝନ୍ତି ତେଣୁ ସେ  ବହୁତ ଦୁଃଖିତ ରହିଛନ୍ତି ତାଙ୍କ ହେତୁ ଆପଣ ଦୁଃଖ ରେ ଅଛନ୍ତି ବୋଲି । ସେ ତୁମକୁ ପ୍ରେମ କରୁଛନ୍ତି ।


4- ଏହି ବ୍ୟକ୍ତି ଆପଣଙ୍କୁ ବହୁତ ପ୍ରେମ କରନ୍ତି ଓ ଆପଣଙ୍କ ସହିତ ଦେଖା କରିବାକୁ ଇଛା କରୁଛନ୍ତି । ଶୀଘ୍ର ଆପଣଙ୍କୁ ଦେଖା କରି ସମୟ ଅତିବାହିତ କରିବାକୁ ଆଶା ରଖୁଛନ୍ତି । ସେ ଆପଣଙ୍କ ବିଷୟରେ ସବୁ କିଛି ଜାଣିଛନ୍ତି ଓ ସେ ତୁମର ଜୀବନସାଥି ଅଟନ୍ତି । ସେ ଏହା ମଧ୍ୟ ଜାଣିଛନ୍ତି କି ଆପଣ ତାଙ୍କୁ କେବେ ବି ଛାଡିକି ଯିବେନି ।


5- ଏହି କାର୍ଡ ଯାହା ବାଚିଛନ୍ତି ସେ ବ୍ୟକ୍ତି ଆପଣ ବିଷୟରେ ସବୁବେଳେ ଭଲ ଭାବିଥାନ୍ତି । କିନ୍ତୁ ସେ ଭାବନ୍ତି କି ଆପଣା ସବୁ କଥା କୁ ନିଜ ଚିନ୍ତାଧାରା ଅନୁଯାୟୀ ଦେଖିଥାନ୍ତି । ଆପଣ ଜଳଦି ଜଳଦି ରେ କାମ କରି ନିଜର କ୍ଷତି କରିଥାନ୍ତି । ତେଣୁ ସେ ଆପଣଙ୍କୁ ସ୍ଵାର୍ଥପର ଭାବୁଛନ୍ତି । ଏହା ପ୍ରେମ ସଂପର୍କ ନୁହେଁ ମାତ୍ରା ଭଲ ସାଙ୍ଗ ହିସାବରେ ରହିଥାନ୍ତି ।

Leave a Reply

Your email address will not be published. Required fields are marked *