କାଉ ଆପଣଙ୍କୁ କରିପାରେ କୋଟିପତି, ବାସ କରନ୍ତୁ ଖାଲି ଏହି କାମ, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଅଧିକାଂଶ ଲୋକେ କାଉ କୁ ଅଶୁଭ ବୋଲି କହିଥାନ୍ତି । ହିନ୍ଦୁ ଧର୍ମ ରେ ମଧ୍ୟ କାଉ କୁ ଅଶୁଭ କୁହା ଯାଇଥାଏ । ତେବେ କିନ୍ତୁ କାଉ ମଣିଷ କୁ ଆଗକୁ ଘଟିବାକୁ ଯାଉଥିବା ଘଟଣାର ସୂଚନା ଦେଇଥାଏ । କାଉ ଅତିଥି ଆଗମନ ର ସୂଚନା ଦେଇଥାଏ ।

କାହା ଘର ଛାତ ରେ କାଉ ଯଦି ବାରବାର ରାବେ ତେବେ ସେହି ଘରକୁ କୁଣିଆ ଆସିବେ ବୋଲି କୁହାଯାଏ । ସେହି ଭଳି କାଉ ଭିତରେ ପୂର୍ବ ପୁରୁଷ ଅର୍ଥାତ ପିତୃ ପୁରୁଷ ବାସ କରନ୍ତି ବୋଲି ମଧ୍ୟ କୁହା ଯାଇଥାଏ । ପିତୃ ପୁରୁଷ ଙ୍କୁ ଦିଆ ଯାଇଥିବା ପିଣ୍ଡକୁ କାଉ ଖାଇଲେ ପିତୃ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିବାର ସୂଚନା ମିଳିଥାଏ ।


ଶାସ୍ତ୍ର କିମ୍ବା ପୁରାଣ ଅନୁସାରେ କାଉ ଅମୃତ ଚାଖି ଥିଲା ତେଣୁ କେବେବି କାଉ ର ସ୍ବଭାବିକ ମୃତ୍ୟୁ ହୁଏ ନାହିଁ ଏବଂ କାଉ କେବେବି ଏକୁଟିଆ ଭୋଜନ ମଧ୍ୟ କରେ ନାହିଁ । ଏହା ଛଡା ମଣିଷ କୁ ଏହି କାଉ ଅନେକ ସଙ୍କେତ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ଗୁଡିକ ବିଷୟରେ ।


୧- ପ୍ରଥମରେ ହେଉଛି ଯଦି କୌଣସି ପାଣି ଭର୍ତ୍ତି ଥିବା ମାଠିଆ ରେ କାଉ ବସିଥାଏ ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । ପାଣି ଭର୍ତ୍ତି ଥିବା ପାତ୍ର ରେ କାଉ ବସିବା ଦ୍ୱାରା ଆମର ଅନେକ ଲାଭ ହୋଇଥାଏ ଏବଂ ଧନ ବୃଦ୍ଧି ମଧ୍ୟ ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି ଯଦି କାଉ ଏକ ରୁଟି ଖଣ୍ଡ କିମ୍ବା ମାଂସ ଖଣ୍ଡ କୁ ନେଇ ଯାଇଥାଏ ତେବେ ଏହା ମଧ୍ୟ ବହୁତ ଶୁଭ ଅଟେ ଏବଂ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବାର ଏହା ସୂଚନା ହୋଇଥାଏ ।


୩- ତୃତୀୟ ରେ ହେଉଛି ଏକାଠି ଅନେକ କାଉ ରାବିବା ଅଶୁଭ ହୋଇଥାଏ । ତେବେ ଯେଉଁ ସ୍ଥାନରେ ଅନେକ ଗୁଡିଏ କାଉ ଏକାଠି ରାବି ଥାଆନ୍ତି ସେଠାରେ କୌଣସି ବଡ଼ କ୍ଷତି କିମ୍ବା କିଛି ଖରାପ ଖବର ଶୁଣିବାକୁ ମିଳିଥାଏ ବୋଲି ବିଶ୍ୱାସ ରହିଛି ।


୪- ଚତୁର୍ଥ ରେ ହେଉଛି ଯଦି ଆପଣ କୌଣସି ସ୍ଥାନକୁ ଯିବା ବେଳେ ହଠାତ କାଉ ଆସି ଆପଣଙ୍କ ପାଦ କୁ ଛୁଇଁ ଦେଇ ଯାଉଛି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣ ନିଜର କାର୍ଯ୍ୟ ରେ ସଫଳ ହେବା ସହ ଆପଣଙ୍କ ଧନ ବୃଦ୍ଧି ମଧ୍ୟ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *