ଜ୍ଵର କଣ ଓ ଏହା କାହିଁକି ହୋଇଥାଏ ? ଜ୍ଵର ହେବା ମାତ୍ରେ ମେଡିସନ ଖାଇ ଦେଉଛନ୍ତି କି ? ଜାଣନ୍ତୁ ଏହି ଭୟଙ୍କର କଥା !

ବନ୍ଧୁଗଣ ଯେବେ ଆପଣଙ୍କୁ ଜ୍ଵର ହୋଇଥାଏ ସେତେବେଳ ମେଡ଼ିସିନ ଷ୍ଟୋରରୁ କ୍ରୋଶିନ ବା ପାରାଶିଟମଲ ଟାବ୍ଲେଟ ଆଣି ଖାଇଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଥଣ୍ଡା କାହିଁକି ହୋଇଥାଏ । ତେଣୁ ଔଷଧ ଖାଇବା ପୂର୍ବରୁ ଜାଣିବା ଦରକାର ପ୍ରକୃତରେ ଜ୍ଵର କଣ ଓ ଏହା କାହିଁକି ହୋଇଥାଏ । ଏହା ସହ ଜ୍ଵର ସମୟରେ ଔଷଧ ଖାଇବା କାହିଁକି ଆମ ପାଇଁ କ୍ଷତିକାରକ ହୋଇଥାଏ । ତେବ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ବାହାରର ତାପମାତ୍ରା ଯାହା ବି ହେଉ କିନ୍ତୁ ଆମ ଶରୀରର ତାପମାତ୍ରା ସ୍ଥିର ରହିଥାଏ । ଆମ ଶରୀରର ଭିତର ତାପମାତ୍ରା ୩୭ ଡିଗ୍ରୀ ସେଲିସିୟସ ଓ ୯୮.୬ ଫାରେନାଇଟ ରହିଥାଏ । କିନ୍ତୁ ଅନେକ ସମୟରେ ଶରୀରର ଭିତର ତାପମାତ୍ରା ବହୂତ ବଢିଥାଏ । ଆମକୁ ଥଣ୍ଡା ଲାଗିବା ସହ ଆମକୁ ଅସୁସ୍ଥ ଅଲାଗିଥାଏ । ମାନେ ରଖନ୍ତୁ ପ୍ରାୟତ ଅନେକ ସମୟରେ ଯେଉଁ ଜ୍ଵର ହୋଇଥାଏ ତାହା ଇନଫେକସନ କାରଣରୁ ହୋଇଥାଏ ।

ଯଦି ଗୋଟିଏ ଦିନରେ ତାପମାତ୍ରା ୧ ଡିଗ୍ରୀ ବଢେ ବା କମିଥାଏ ତ ଜ୍ଵର ସେହି ସମୟରେ ହୋଇଥାଏ ଯେବେ ତାପମାତ୍ରା ୩୮ଡିଗ୍ରୀ ଓ ୧୦୦ ଫାରେନାଇଟ ରୁ ଅଧିକ ହୋଇଥାଏ । ଏଥିରେ ଗୋଟିଏ ପ୍ରଶ୍ନ ଆସିଥାଏ କି ଦେହ କାହିଁକି ଗରମ ହୋଇଥାଏ ବା ଶରୀରର ତାପମାତ୍ରା କାହିଁକି ବଢିଥାଏ । ବହୁତ ଲୋକଙ୍କ ମନରେ ଭୁଲ ଧାରଣା ରହିଛି କି ଜ୍ଵର ହେଉଛି ଏକ ରୋଗ ଯାହା ସଂପୂର୍ଣ୍ଣ ଭଲ ଅଟେ ।

ପ୍ରକୃତ କଥା ହେଉଛି ଜ୍ଵର ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଜ୍ଯ କରିଥାଏ । ଜ୍ଵର ଆମ ଶରୀରରେ ଇମ୍ୟୁନିଟି କାରଣରୁ ହୋଇଥାଏ । ରୋଗ ସୃଷ୍ଟି କରୁଥିବା ବ୍ୟାକ୍ଟେରିୟା ସହ ଲଢି ଆମ ଇମ୍ୟୁନିଟି ସେଲ ଆମକୁ ରୋଗ ମୁକ୍ତ କରିଥାଏ । ଇମ୍ୟୁନିଟି ଆମ ଶରୀରରେ ସେହି ଶକ୍ତି ଯାହା ଆମ ଶରୀରକୁ ରୋଗରୁ ବଞ୍ଚାଇଥାଏ । ଶରୀରର ତାପମାତ୍ରା ବୃଦ୍ଧି ପାଇବା ଦ୍ଵାରା ବହୁତ ବ୍ୟାକ୍ଟେରିୟା ଓ ଭାଇରସ ଏହି ତାପମାତ୍ରା କୁ ସହି ପାରନ୍ତି ନାହି ।

ଏହି ବଢୁଥିବା ତାପମାତ୍ରା ତାଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଆଉ ଏକ କଥା ମନେ ରଖନ୍ତୁ ଜ୍ଵର ଆମ ଶରୀର ପାଇଁ ଭଲ ହୋଇଥାଏ । ପ୍ରାୟତ ଜ୍ଵର ୨ରୁ ୪ ଦିନ ଯାଏଁ ଶରୀରରେ ରହିଥାଏ । କାରଣ ଜ୍ଵର ହେବା ଦ୍ଵାରା ଦେହରୁ ଝାଳ ବୋହିବା ସହ ଶରୀରରୁ ପାଣି କମିଯାଏ । ତେଣୁ ଆପଣଙ୍କୁ ଜ୍ଵର ହେଲେ ମେଡ଼ିସିନ ପାଇଁ ଯାଉଥିଲେ ସେହି ସମୟରେ କୁହାଯାଏ କି ଅଧିକରୁ ଅଧିକ ପାଣିର ସେବନ କରନ୍ତୁ ।

ସର୍ବଦା ଏହି ଔଷଧ ନେବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଆମ ଶରୀରରେ ଥିବା ଇମ୍ୟୁନି ସେଲ କୁ ମାରି ଦେଇଥାଏ । ତେଣୁ ବନ୍ଧୁଗଣ ପ୍ରାୟତ ଜ୍ଵର ହେଲେ ଔଷଧ ନେବା ଜରୁରୀ ନାହି । କିଛି ଲୋକଙ୍କର ଅଭ୍ଯାସ ଥାଏ ସାମାନ୍ୟ ଥଣ୍ଡା ବା ଜ୍ଵର ହେଲେ ଔଷଧ ଖାଇଥାନ୍ତି । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ନେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *