କିଏ କିଏ କାନ୍ଦି କାନ୍ଦି ଗଡିଗଲେ ବି ଏହି 1 ରହସ୍ୟ କାହାକୁ କେବେ ବି କହିବେନି, ନହେଲେ ଜୀବନ ସାରା କାନ୍ଦୁଥିବେ- Chanakya Niti

ବନ୍ଧୁଗଣ ନମସ୍କାର ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି ।

ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ ।

ଚାଲନ୍ତୁ ଜାଣିନେବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନରେ କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ବୁଦ୍ଧି ମାନ ସିଏ ଯିଏ ନିଜର ରହସ୍ୟ କୁ କେବେବି ଉଜାଗର କରେ ନାହିଁ । ଘରର କିଛି ଗୁପ୍ତ କଥା କିମ୍ବା ଧନର କଥା । କାହା ଠାରୁ ପାଇ ଥିବା ଅ-ପ-ମା-ନ କିମ୍ବା ମନରେ ଥିବା କୌଣସି ଚିନ୍ତା ଦୁଃଖ କୁ କେବେବି କାହା ଆଗରେ ପ୍ରକଟ କରନ୍ତୁ ନାହିଁ । କାରଣ ମନୁଷ୍ୟ ଏକା ହିଁ ଜନ୍ମ ନେଇଥାଏ ଏବଂ ମୃ-ତ୍ୟୁ ବେଳେ ମଧ୍ୟ ଏକା ହିଁ ଯାଇଥାଏ । ଏକା ହିଁ ନ-ର୍କ ଏବଂ ସ୍ୱର୍ଗ କୁ ଯାଇଥାଏ । ବନ୍ଧୁ ବାନ୍ଧବ ତ କେବଳ ମାତ୍ର କ୍ଷଣ ଭଙ୍ଗୁର । ଆମେ ଏକେଲା ହିଁ ଦୁନିଆ ର ମଞ୍ଚ ରେ ଅଭିନୟ କରିବାକୁ ପଡିଥାଏ ।

ବିଦ୍ୱାନ ହିଁ ସବୁଠି ସମ୍ମାନ ପାଇଥାନ୍ତି । ଦେଶ ବିଦେଶରେ ସବୁ ଠାରେ ସେ ନିଜର ଖ୍ୟାତି ଅର୍ଜନ କରିଥାନ୍ତି । ପାଠ ପଡିଥିଲେ କିମ୍ବା ଜ୍ଞାନ ଥିଲେ ବିଦେଶରେ ମଧ୍ୟ ଆପଣ ଧନ କମେଇ ପାରିବେ ।ଏହା ଛଡା ବିଦ୍ୟା ଅଭାବ ରେ ଉଚ୍ଚ କୂଳରେ ବି ଜନ୍ମ ନେଇଥିବା ମନୁଷ୍ୟ ସମ୍ମାନ ପାଏ ନାହିଁ ।

ସୁପାତ୍ର କୁ ଦେଇଥିବା ଧନ ର ଫଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମିଳି ଥାଏ । ଭୋକିଲା କୁ ଦେଇଥିବା ଖାଦ୍ୟ ର ଯଶ କେବେ ସରେ ନାହିଁ । ଦାନ ଦେବା ସବୁଠାରୁ ପୁଣ୍ୟ କାର୍ଯ୍ୟ ଅଟେ । ସଂସାର ସତ୍ୟ ରେ ହି ତିଷ୍ଠି ରହିଛି ସତ୍ୟ ବିନା ସଂସାର ର କୌଣସି ଅସ୍ତିତ୍ବ ନାହିଁ । ସତ୍ୟ ଦ୍ୱାରା ହିଁ ସୂର୍ଯ୍ୟ, ପବନ,ଆକାଶ ଆଦି ରହିଛି ।

ଯେଉଁ ମଣିଷ ନା ବିଦ୍ୱାନ ନା ଜ୍ଞାନୀ ନା ସେ ପୂଜା ପାଠ କରେ ନା ସମ୍ମାନ ଦିଏ ସେହି ଭଳି ମଣିଷ କୁ ପଶୁ ସହ ତୁଳନା କରା ଯାଇଛି । କ୍ରୋଧ ଯମରାଜଙ୍କ ଭଳି ସବୁ କିଛି ନଷ୍ଟ କରିଦେଇ ଥାଏ । ସନ୍ତୋଷ ହିଁ ସୁଖ ଏବଂ ବୈଭବ ଦେଇଥାଏ । ବିଦ୍ୟା କାମ ଦେବଙ୍କ ସହ ସମାନ ଅଟେ । ଏକ ଭଲ ଗୁଣ ଅନେକ ଅବଗୁଣ କୁ ଲୁଚାଇ ଦେଇଥାଏ । ଯେପରି ଗୋଲାପ ଗଛ ରେ କଣ୍ଟା ରହିଛି କିନ୍ତୁ ତାର ସୁନ୍ଦରତା ରେ ତାର ସେହି ଅଵଗୁଣ କୁ ଲୁଚାଇ ଦେଇଥାଏ ।

ନିଜର ରହସ୍ୟ କୁ କେବେବି କାହା ଆଗରେ ପ୍ରକଟ କରିବା ଉଚିତ ନୁହେଁ । ଏବଂ ଜୀବନରେ କିଛି ଏଭଳି କଥା ମଧ୍ୟ ରହିଛି ଯାହାକୁ ନିଜ ସ୍ତ୍ରୀ ଆଗରେ ମଧ୍ୟ ପ୍ରକଟ କରିବାକୁ ମନା ହୋଇଥାଏ । ଜୀବନରେ ଅଧିକ ଭୋଳା ଏବଂ ଅଧିକ ସିଧା ରହିବା ଉଚିତ ନୁହେଁ କାରଣ ଜଙ୍ଗଲରେ ଥିବା ସିଧା ଗଛ କୁ କଟା ଯାଇଥାଏ କିନ୍ତୁ ଅଙ୍କା ବଙ୍କା ରହିଥିବା ଗଛ କୁ ଛାଡି ଦିଆ ଯାଇଥାଏ । ତେଣୁ ଜୀବନରେ ସର୍ଵଦା ସିଧା ଏବଂ ସମସ୍ତ ଙ୍କ କଥାରେ ଭାସିବା ଉଚିତ ନୁହେଁ ।

ସର୍ଵଦା ସୁଖ ରହି ନଥାଏ । ସୁଖ ପରେ ଦୁଃଖ ଆସିଥାଏ । କୌଣସି କୂଳ ନିଷ୍କଳଙ୍କ ହୋଇ ନଥାଏ । ଅତଃ ଆମକୁ ପରିସ୍ଥିତି ଅନୁସାରେ ହିଁ ଆଚରଣ କରିବା ଉଚିତ । ବିଦ୍ୱାନ କୁ ସତ୍ୟ କହିକି । ଲୋଭି କୁ ଲାଲଚ ଦେଇ । ଅହଙ୍କାରୀ ଙ୍କୁ ହାତ ଯୋଡ଼ି । ଏବଂ ମୂର୍ଖ କୁ ମନ ମାନି ନ କରିବା । ଏଭଳି ଆଚରଣ କରି ହିଁ ସମସ୍ତ କାର୍ଯ୍ୟ କରି ପାରିବେ । ଭୋକିଲା କୁ ଖାଇବା ନଦେଇ, ସର୍ଵଦା ମିଛ କହିବା, ଦରିଦ୍ର କୁ ଆଶ୍ରୟ ନ ଦେବା ଏହା କରିବା ଦ୍ୱାରା ଆପଣ ମହାପାପୀ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *