ବାଛନ୍ତୁ କୌଣସି ଗୋଟିଏ ମୁଦି, ଦେଖିବା କେତେ ଲୋକ ଆପଣଙ୍କ ପ୍ରେମରେ ପାଗଳ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଖେଳ । ବନ୍ଧୁଗଣ ଏହି ଖେଳ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ମୁଦି ର ଚିତ୍ର ଦେଖାଇବୁ ।

ଆପଣଙ୍କୁ ଏହି ମୁଦି ମଧ୍ୟରୁ ଯେ କୌଣସି ଗୋଟିଏ ମୁଦି କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ର ସମୟ ଦିଆଯିବ । ସେହି ପାଞ୍ଚ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ମୁଦି ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ମୁଦି କୁ ବାଛନ୍ତୁ ଏବଂ ତାହା ଦ୍ଵାରା ଆପଣ ଜାଣି ପାରିବେ କି ଆପଣ ଙ୍କ ପାଇଁ କେତେ ଜଣ ପାଗଳ ଅଛନ୍ତି ଅର୍ଥାତ କେତେ ଜଣ ଆପଣ ଙ୍କୁ ଭଲ ପାଉଛନ୍ତି ଜାଣି ପାରିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ମୁଦି ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ପାଞ୍ଚ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ମୁଦି ର ଚିତ୍ର କୁ ବାଛିବାକୁ ପଡ଼ିବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ମୁଦି ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ମୁଦି ର ହିସାବରେ ଆପଣ ଜାଣି ପାରିବେ କି ଆପଣ ଙ୍କୁ କେତେ ଜଣ ବହୁତ ଭଲ ପାଆନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ମୁଦି କୁ ତେବେ ଆପଣ ଙ୍କ ପ୍ରେମରେ କୌଣସି କଲେଜ ରେ ପଢ଼ୁଥିବା ଆପଣଙ୍କ ସାଙ୍ଗ ଯିଏ କି ବହୁତ ଗଭୀରତା ର ସହିତ ଆପଣ ଙ୍କୁ ପ୍ରେମ କରୁଛନ୍ତି । ଏଭଳି ପ୍ରେମ ଆପଣ ଙ୍କୁ କେହି କରି ନଥିବେ । କିନ୍ତୁ ଏପର୍ଯ୍ୟନ୍ତ ସେ ନିଜର ମନ କଥା ଆପଣଙ୍କ ସମ୍ମୁଖରେ ପ୍ରକାଶ କରି ନାହାନ୍ତି । ଆପଣଙ୍କୁ ନିଜର କରିବା ପାଇଁ ମଧ୍ୟ ଚେଷ୍ଟା ଏବଂ ସ୍ୱପ୍ନ ଦେଖୁଛନ୍ତି ।

୨- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ମୁଦି କୁ ଚୟନ କରିଛନ୍ତି ତେବେ ଆପଣ ଙ୍କ ପ୍ରେମ ରେ ଜଣେ ଅଜଣା ବ୍ୟକ୍ତି ଅଛନ୍ତି ଯାହାକୁ ବୋଧ ହୁଏ ଆପଣ କେବେ ଦେଖା ମଧ୍ୟ ହୋଇ ନାହାନ୍ତି । ସେହି ବ୍ୟକ୍ତି ଆପଣ ଙ୍କୁ ମନରେ ମନରେ ହିଁ ବହୁତ ପସନ୍ଦ କରୁଛନ୍ତି ଏବଂ ନିଜର ମନ କଥା ଆପଣଙ୍କୁ କହିବାକୁ ମଧ୍ୟ ଚାହୁଁଛନ୍ତି । ସେ ଆପଣ ଙ୍କ ର ଲୁକ ଏବଂ ଷ୍ଟାଇଲ ରେ ପୁରା ପାଗଳ ଅଛନ୍ତି । ଏହା ଛଡା ଆପଣ ଙ୍କୁ ନିଜର କରିବା ପାଇଁ ମଧ୍ୟ ସ୍ୱପ୍ନ ଦେଖୁଛନ୍ତି ।

୩-ବନ୍ଧୁଗଣ ଯଦି ଆପଣ ଚିତ୍ରରେ ଥିବା ତୃତୀୟ ନମ୍ବର ର ମୁଦି କୁ ଚୟନ କରିଛନ୍ତି ତେବେ ପ୍ରେମ ମାମଲାରେ ଆପଣ ବହୁତ ଭାଗ୍ୟଶାଳୀ । ଆପଣ ଙ୍କ ପ୍ରେମ ରେ ଜଣେ ନୁହେଁ ବରଂ ଏମିତି ବହୁତ ଜଣ ଅଛନ୍ତି ଯିଏ କି ମନରେ ମନରେ ହିଁ ଆପଣ ଙ୍କୁ ବହୁତ ପସନ୍ଦ ଏବଂ ବହୁତ ଭଲ ମଧ୍ୟ ପାଉଛନ୍ତି ଏବଂ ଆପଣ ଙ୍କୁ ନିଜର କରିବା ପାଇଁ ମଧ୍ୟ ବହୁତ ଚେଷ୍ଟା ଏବଂ ସ୍ୱପ୍ନ ମଧ୍ୟ ଦେଖିଥାନ୍ତି

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *