Health Tips- ଯିଏ ଚାଲି ପାରୁନି ସେ ଦୌଡିବାକୁ ଲାଗିବ, ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା 2 ମିନିଟ ରେ ଭଲ କରିଦେବ ଏହି ଚମତ୍କାରୀ ତୈଳ ! ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଣ୍ଠୁ ଗଣ୍ଠି ସମସ୍ଯା ପ୍ରାୟତଃ ଲୋକ ମାନଙ୍କ ପାଖରେ ଦେଖାଯାଉଛି । ଯଦି ଆପଣଙ୍କ ଶରୀରରେ ଶିର ଦବିଯାଇଛି କିମ୍ବା ବ୍ଲକେଜ୍ ହୋଇ ଯାଇଛି  ତେବେ ନିହାତି ଭାବରେ ଆଜି ଆପଣଙ୍କୁ ବତାଇବାକୁ ଯାଉଥିବା ତେଲର ପ୍ରୟୋଗ ନିଜ ଶରୀରର ସେହି ସ୍ଥାନ ମାନଙ୍କରେ କରନ୍ତୁ । ଯେଉଁ ଜାଗାରେ ଆପଣଙ୍କର ଦରଜ ବିନ୍ଧା ଭଳି ଯନ୍ତ୍ରଣା ଅନୁଭୂତ ହେଉଛି । ଏହି ତେଲର ନିୟମିତ ରୂପେ ବ୍ୟବହାର ଦ୍ଵାରା ଯଏଣ୍ଟ ସ୍ଥାନର ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଜୀବ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦରକାର ତେଜପତ୍ର । ତେଜପତ୍ରକୁ ଲୋକ ମାନେ ନିଜର ରୋଷେଇ ଘରେ ରଖିଥାଆନ୍ତି । କାରଣ ଏହା ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ଯବହ୍ରୁତ ହୋଇଥାଏ । ଏହା ସହିତ ତେଜ ପତ୍ରର ଆମ ଶରୀରର ପାଇଁ ମଧ୍ୟ ଅତଧିକ ଉପକାରୀ ସାମଗ୍ରୀ ହୋଇଥାଏ । ତେଜ ପତ୍ର ଜଏଣ୍ଟ ପେନ୍ ର ସମସ୍ଯା ଦୂର କରିବା ସହ ଆମ ଶରୀରର ଅନ୍ୟ ସମସ୍ଯା ମଧ୍ୟ ଦୂର କରିଥାଏ ।

ଏହା ଆମ କେଶ ପାଇଁ ମଧ୍ୟ ବହୁତ ଭଲ ଉପାଦାନ ଅଟେ । ତେଜପତ୍ରର ତେଲକୁ ଚୁଟିରେ ଲଗାଇବା ଦ୍ଵାରା ହେୟାରଫଲ୍ କମ୍ ହୋଇବା ସହ ରୂପୀ ଭଳି ସମସ୍ଯା ମଧ୍ୟ ଦୂର ହୋଇଥାଏ । ତେଜପତ୍ରର ପାଣି ପିଇବା ଦ୍ଵାରା ମଧ୍ୟ ଥଣ୍ଡା, କାଶ, ସର୍ଦ୍ଧୀ ଓ ମଧ୍ୟ ଭଲ ହୋଇଥାଏ । ଏହା ସହିତ ଛାତିରେ ଜମା କଫକୁ କାଢିବାରେ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ ।

ଏହି ଔଷଧୀୟ ତେଜପତ୍ରକୁ ଖାଇବା ଦ୍ଵାରା ଡାଇଜେସନ ପାୱାର ବଢିଥାଏ । ଶରୀରରେ ମେଟାପୋଲିଜମ୍ ପାୱାର ମଧ୍ୟ ବୃଦ୍ଧି କରିଥାଏ । ଗ୍ଯାସ ପ୍ରୋବ୍ଲେମ୍ ଥିବା ବ୍ୟକ୍ତି ମଧ୍ୟ ଏହାର ଖାଦ୍ଯରେ ନିହାତି ଭାବେ ସେବନ କରନ୍ତୁ । ଡାଇବେଟିସ ରୋଗୀ ମଧ୍ୟ ଏହାର ସେବନ କରିପାରିବେ । ଆପଣ ୪ ରୁ ୫ ଟି ତେଜପତ୍ରକୁ ନେଇ ତାକୁ ଟିକି ଟିକି ଛୋଟ ଖଣ୍ଡରେ ପରିଣତ କରନ୍ତୁ ।

ସେଥିରେ ଆପଣ ଶୋରିଶ ତେଲ କିମ୍ବା ରାଶି ତେଲ ଯେକୌଣସି ଏକ ତେଲକୁ ତେଜପତ୍ରରେ ମିଶ୍ରଣ କରନ୍ତୁ । ରାଶି ତେଲ ମଧ୍ୟ ଜଏଣ୍ଟ ପେନ୍ ପାଇଁ ବହୁତ ପାୱାରଫୁଲ୍ ହୋଇଥାଏ । ଏଥିରେ ଔଷଧୀୟ ଗୁଣ ଭରି ହୋଇ ରହିଥାଏ । ଏକ ପ୍ଲାଷ୍ଟିକ ଡବାରେ ଛିଡାଇ ରଖିଥିବା ତେଜପତ୍ରକୁ ରଖନ୍ତୁ ।

ସେଥିରେ ଆପଣ ସୋରିଷ କିମ୍ବା ରାଶି ତେଲ ମିଶାଇ ତାହାକୁ ୪ ରୁ ୫ ଦିନ ପର୍ଯ୍ୟନ୍ତ ଖରାରେ ରଖନ୍ତୁ । ତେଜପତ୍ରକୁ ତେଲରୁ ଛାଣିବା ଆବଶ୍ୟକତା ନାହିଁ । ଆପଣ ସେହି ତେଲକୁ ଆଣି ନିଜ ଆଣ୍ଠୁ, ଗଣ୍ଠି, ଅଣ୍ଟା ସମସ୍ତ ଜଏଣ୍ଟ ଜାଗାରେ ଲଗାଇପାରିବେ । ଏହି ତେଲର ବ୍ୟବହାର ପରେ ଆପଣ ନିହାତି ଭାବେ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *