Health Tips- ଯିଏ ଚାଲି ପାରୁନି ଦୌଡିବାକୁ ଲାଗିବ, ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା 2 ମିନିଟ୍ ରେ ଭଲ କରିବ ଏହି ଚମତ୍କାରି ପତ୍ର, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ମନୁଷ୍ୟ ମାନଙ୍କର ଜୀବନଶୈଳୀ ସଂପୂର୍ଣ୍ଣ ରୁପେ ବଦଳି ଯାଇଛି । କାମ ବ୍ୟସ୍ତତା କାରଣରୁ ଠିକ ସମୟରେ ଖାଦ୍ୟ ଖାଇବା, ଶୋଇବା ଯୋଗ ବ୍ୟାୟାମ କରିବା ଏଥିରେ ଅବହେଳା କରୁଛନ୍ତି । ଯେଉଁ କାରଣରୁ ବୟସ ନହେବା ପୂର୍ବରୁ ହିଁ ଲୋକ ମାନଙ୍କ ପାଖରେ ବାର୍ଧ୍ୟକ ଆସିଯାଉଛି । ଲୋକ ମାନଙ୍କର ଶରୀରରେ ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ଅନେକ ମାତ୍ରାରେ ଦେଖାଯାଉଛି ।

ଯେଉଁ କାରଣରୁ ଲୋକ ମାନେ ଅଯଥା ମେଡ଼ିସିନର ସେବନ ଫଳରେ ସ୍ଵାସ୍ଥ ସଂପୂର୍ଣ୍ଣ ଭାବେ ବିଗିଡି ଯାଉଛି । ଆଜି ପାନ ପତ୍ରକୁ ନେଇ ସ୍ଵାସ୍ଥ ସମ୍ବଦ୍ଧୀୟ କିଛି ଉପକାର ବିଷୟରେ ଜାଣିବାକୁ ପାଇବେ । ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ଶରୀରର ଅନେକ ଯଏଣ୍ଟ ସ୍ଥାନରେ କଷ୍ଟ ଯନ୍ତ୍ରଣା ଅନୁଭୂତ ହେଉଛି । ଶରୀରରେ ଦୁର୍ବଳତା ପ୍ରକାଶ ପାଉଛି ଯେଉଁ କାରଣରୁ ଆପଣଙ୍କ କୌଣସି କାମରେ ମନ ଫୁର୍ତ୍ତି ହେଉ ନାହିଁ । ଏଥିପାଇଁ ଆପଣ ଏକ ପାନ ପତ୍ର ଆଣି ସେଥିରେ ଅଳ୍ପ ଟିକେ ଚୂନ ଲଗାନ୍ତୁ ।

କିଡ୍ନୀରେ ସ୍ଟୋନ ହୋଇଥିବା ବ୍ୟକ୍ତି ଚୂନ ଲଗାଇବା ଉଚିତ ନୁହେଁ ।ବାତ ସମ୍ବଦ୍ଧୀୟ ସମସ୍ଯାର ସମାଧାନ ପାଇଁ ଯେପରି କ୍ୟାଲସିମର ଅଭାବ ପାଇଁ ଚୂନ ବହୁ ମାତ୍ରାରେ ପ୍ରଭାବଶାଳୀ ହୋଇଥାଏ । ରାତିରେ ତମ୍ବା ପତ୍ରରେ ପାଣି ରଖିଥିବେ । ସକାଳୁ ଉଠି ସେହି ପାଣି ପିଇବା ସହ ଏକ ପାନରେ ଚୂନ ଲଗାଇ ତାହାର ସେବନ କରନ୍ତୁ ।

ଏହାକୁ ଦିନେ ଛଡା ଦିନେ କରନ୍ତୁ । ମାସକୁ ମାତ୍ର ୧୫ ଥର କରିବା ଦ୍ଵାରା ଆପଣାକୁ ଏହାର ଫାଇଦା ଶରୀରରେ ଦେଖିବାକୁ ମିଳିବ । ଦିତୀୟରେ ଯେଉଁ ପୁରୁଷ ମାନେ ରାତ୍ରିରେ ଶୋଇବା ସମୟରେ ଖରାପ ଭିଡିଓ ଦେଖି ନିଜର ଆଭ୍ଯନ୍ତରୀଣ ଶକ୍ତିକୁ ନଷ୍ଟ କରିଦେଉଛନ୍ତି । ତାଙ୍କର ଶକ୍ତି ବୃଦ୍ଧି କରିବା ପାଇଁ ମଧ୍ୟ ପାନ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଏକ ମିଠା ପାନ ପତ୍ର ଆଣନ୍ତୁ ।

ସେହି ପାନରେ ଶୁଦ୍ଧ ମହୁ ଲଗାନ୍ତୁ । କାରଣ ବଜାରରେ ଡୁପ୍ଳିକେଟ ମହୁର ବିକ୍ରିହୋଇଥାଏ । ଯେଉଁ କାରଣରୁ ଆପଣ ସେପରି ମହୁର ବ୍ୟବହାର ଫଳରେ କୌଣସି ଫାଇଦା ପାଇପାରିବେ ନାହିଁ । ତାପରେ ସେହି ମହୁ ଲଗା ପାନ ପତ୍ରରେ ଏକ ରଶୁଣ କୋଲା ଛେଚି ଲଗାନ୍ତୁ । ଏହି ଉପାୟକୁ ମଧ୍ୟ ଦିନେ ଛଡା ଦିନେ ପ୍ରସ୍ତୁତ କରି ସେବନ କରନ୍ତୁ । ୧ ମାସରୁ ଅଧିକ ଏହାର ସେବନ କରିବା ଦରକାର ନାହିଁ ।

ଏହା ସହିତ ପାନ ଖାଇସାରିବା ପରେ ଏକ ଗ୍ଲାସ ଗରମ ପାଣିରେ ତ୍ରିଫଳା ଚୂର୍ଣ୍ଣ ପକାଇ ସେବନ କରନ୍ତୁ । ଏହାକୁ ମାସ ପର୍ଯ୍ୟନ୍ତ ସେବନ କରିବା ପରେ ପୁରୁଷ ମାନଙ୍କ ଆଭ୍ୟନ୍ତରୀଣ ଶକ୍ତି ବୃଦ୍ଧି ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *